ପ୍ରଥମ ଥର ବାପାଙ୍କ ସହ ମିଶି ପଖାଳ ଖାଇଲେ ଶୁଭାଶିଷ (Subhashis) ଙ୍କ ଝିଅ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିଥିବା ସବୁ କଳାକାର ମାନକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସେହି ଭିତ ର ଜଣେ ହେଉଛନ୍ତି ଅଭିନେତା ସୁବାସିସ୍ । ସେ ତାଙ୍କ ର ସୁନ୍ଦର ଅଭିନୟ ପାଇଁ ସବୁବେଳେ ବହୁ ଚର୍ଚ୍ଚା ରେ ରହି ଥାନ୍ତି ସୋସିଆଲ୍ ମିଡ଼ିଆ ରେ । ତେବେ ଏହି ଅଭିନେତା ତାଙ୍କ ର ଷ୍ଟାଇଲିସ ଲୁକ ମଧ୍ୟ ବହୁତ ଚର୍ଚିତ । ତେବେ ଆଭିନେତା ସୁବାସିସ୍ ସେ ବହୁତ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ୍ ଖୁବ ଚର୍ଚ୍ଚା ରେ ରହି ଆସିଛନ୍ତି । ତେବେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଖୁବ ଲୋକପ୍ରିୟ ଅଭିନେତା ଓ ବହୁତ ଜଣାଶୁଣା ଅଭିନେତା ଅଟନ୍ତି ଆଉ ସମସ୍ତ ଙ୍କ ଘରେ ଘରେ ପରିଚିତ ଅଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ କି ଅଭିନେତା ସୁବାସିସ୍ ଅଭିନେତ୍ରୀ ଅନିସା କୁ ବିବାହ କରିଥିଲେ ଆଉ ବର୍ତ୍ତମାନ ସମୟରେ ତାଙ୍କ ର କୁନି ଝିଅ ମଧ୍ୟ ହୋଇ ସାରିଛି । ତେବେ ଅନିସା ଓ ସୁବାସିସ୍ ଙ୍କ କୁନି ଝିଅ ଏବେ ସୋସିଆଲ୍ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ତାଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର ହେଇଛନ୍ତି । ତେବେ ଆନିସା ଓ ସୁବାସିସ୍ ଙ୍କ କୁନି ଝିଅ ଭିଓନା ଗତ ଦିନ ମାନଙ୍କ ରେ ପଖାଳ ଖାଇବା ରେ ନଜର ରେ ଆସିଛନ୍ତି ।

ଆଉ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆ ରେ ନିଆଁ ଭଳି ଭାଇରାଲ୍ ହେବା ରେ ଲାଗିଛି । ଆନିସା ସୁବାସିସ୍ ଶର୍ମା ଙ୍କ କୁନି ଝିଅ ଭିଓନା ଙ୍କୁ ବର୍ତ୍ତମାନ ସମୟରେ 10 ମାସର ସମୟ ବିତି ଯାଇଛି । ଆଉ ଏହରି ମଧ୍ୟ ରେ ସେ ପଖାଳ ଭାତ ଖାଉ ଥିବାର ନଜର ରେ ଆସିଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଆମ ଓଡ଼ିଆ ଲୋକ ଙ୍କ ପ୍ରଧାନ ଖାଇବା ବା ପ୍ରିୟ ଖାଇବା ହେଉଛି ପଖାଳ ।
ତେବେ ଏହି କୁନି ଝିଅ ପିଓନା ମଧ୍ୟ ପଖାଳ ଖାଉଛନ୍ତି ।

ଅନିସ ଓ ସୁବାସିସ୍ ଶର୍ମା ଙ୍କ ଝିଅ ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସେମାନେ ଦୁଇ ଜଣ ସୁଟିଂ ସେଟ୍ ରେ ପରସ୍ପର ଙ୍କୁ ଭଲ ପାଇ ବିବାହ କରିଥିଲେ । ଆଉ ଦୁହେଁ ମିସି ବହୁତ ସାରା ଧାରାବାହିକ ଓ ସିନେମା ରେ ମଧ୍ୟ ଅଭିନୟ କରି ସାରିଛନ୍ତି । ତେବେ ସେ ସୁଟିଂ ସେଟ୍ ରୁ ପରସ୍ପର ଙ୍କୁ ଭଲ ପାଇଁ ବିବାହ କରିଥିଲେ ।

ଆଉ ବାହାଘର ପରେ ସେମାନଙ୍କ ର ଗୋଟିଏ କୁନି ଝିଅ ଟିଏ ହେଇଚି । ତେବେ ପିଓନା ଙ୍କୁ ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ଭଲ ପାଇବା ମିଳୁ ଥିବାର ନଜର ରେ ଆସିଛି । ତେବେ ଆଗାମୀ ଦିନ ମାନଙ୍କ ରେ ଭିଓନା ଙ୍କ ର ଏକ ସିନେମା ଅସିବାକୁ ଯାଉଛି । ଯେଉଁଥିରେ ସେ ଶିଶୁ କଳାକାର ଭାବ ରେ ଅଭିନୟ କରିବାକୁ ଜଉଛନ୍ତି । ତେବେ ବଡ଼ ହେଲେ ସେ ଅଭିନେତ୍ରୀ ହେବେ ଏହା ତାଙ୍କ ବାପା ଆଉ ମାଆ ମଧ୍ୟ କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଭିଓନା ତାଙ୍କ ବାପା ମାଆ ଙ୍କ ସହ ବହୁତ ଖୁସି ରେ ଅଛନ୍ତି ଆଉ ପଖାଳ ର ମଜ୍ଜା ନେଉଛନ୍ତି ।

Leave a Reply

Your email address will not be published.