ପ୍ରଥମ ଥର ପାଇଁ ଜାଣନ୍ତୁ Ollywood ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଜଣେ ମାଟ୍ରିକ ଫେଲ – ଦେଖନ୍ତୁ

Uncategorized

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଏହି ଅଭିନେତ୍ରୀ ମାନେ କେଉଁ ଯାଏ ପଢ଼ିଛନ୍ତି ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ , ତେବେ ଆସନ୍ତୁ ଜାଣିବା


ବର୍ଷା ପ୍ରିୟଦର୍ଶିନୀ। – ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କ କଲେଜ୍ ରମାଦେବୀ ୟୁନିଭରସିଟି । ତେବେ ଗ୍ରାଜୁଏସନ୍ ସମ୍ପୂର୍ଣ କରିଛନ୍ତି ।


ଏଲିନା ସାମନ୍ତରାୟ – ତେବେ ଏହି ଅଭିନେତ୍ରୀ ଜଣକ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ସେ ଇଂଲିଶ ମାଷ୍ଟର ଡିଗ୍ରୀ କରିଥିଲେ ଓ ସେ ରେଭେନ୍ସା କଲେଜରେ ତାଙ୍କ କଲେଜ କ୍ୟାରିୟର ବିତାଇ ଥିଲେ ।


ଶୀତଳ ପାତ୍ର – ତେବେ ବନ୍ଧୁଗଣ ଆପଣ ମାନେ ଶୀତଳ ପାତ୍ର ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ସେ ପ୍ରଥମ MBBS ଛାତ୍ର ଭାବେ ଏକ ପ୍ରାଇଭେଟ୍ ମେଡିକାଲ୍ କଲେଜ ରେ ଅଧ୍ୟୟନ କରୁଛନ୍ତି ଓ ଏହା ସହିତ ସେ ନିଜ ଅଭିନୟ ଜାରି ରଖିଛନ୍ତି ।


ପ୍ରକୃତି ମିଶ୍ର – ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ସେ ରମାଦେବୀ କଲେଜ ଭୁବନେଶ୍ୱରରେ କଲେଜ୍ ସମୟ ଅତି ବାହିତ କରିଛନ୍ତି ।

ପ୍ରିୟା ଚୌଧରୀ – ତେବେ ବନ୍ଧୁଗଣ ଆପଣ ମାନେ ପ୍ରିୟା ଚୌଧୁରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ପ୍ରିୟା ଚୌଧୁରୀ ନିଜ କଲେଜ ସମୟ ଉତ୍କଳ ୟୁନିଭରସିଟି ଅତି ବାହିତ କରି ଛନ୍ତି ଓ ସେ ଗ୍ରାଯୁଏସନ ସମ୍ପୂର୍ଣ କରିଛନ୍ତି ।


ଶିବାନୀ ସଙ୍ଗୀତା – ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶିବାନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ସେ କିଟ୍ ବିଶ୍ୱବିଦ୍ୟାଳୟ ରେ ସେ ଜର୍ଣାଲିଜ୍ମ ଓ ମାକ୍ସ କମ୍ୟୁନିକସନ ରେ ଗ୍ରାଜୁଏସନ ସମ୍ପୂର୍ଣ କରିଛନ୍ତି ।

ଭୂମିକା ଦାସ _ ତେବେ ବନ୍ଧୁଗଣ।ଆପଣ ମାନେ ଭୂମିକା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ସେ ପିଲା ଟି ଦିନ ରୁ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ସେ ତାଙ୍କ ପାଠ ପଢା ଜାରି ରଖିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.