ପ୍ରଥମଥର ପାଇଁ ଦେଖନ୍ତୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର (sidhant mahapatra) ଙ୍କ ଜୀବନ କାହାଣୀ , କେମିତି ଓଡିଆ ଇଣ୍ଡଷ୍ଟ୍ରୀ ଏତେ ବଡ ଅଭିନେତା ହୋଇଗଲେ ? – ଦେଖନ୍ତୁ

ବିଶେଷ

ସିନେମା ହେଉଛି ମନୋରଞ୍ଜନ ର ମାଧ୍ୟମ । ସିନେମା ସମାଜ କୁ ସାମାଜିକତା ର କାହାଣୀ ଦେଖାଉଥିବା ଛବିର ଦୃଷ୍ଟାନ୍ତ । ସିନେମା ହେଉଛି ସମ୍ପର୍କ ର ସେତୁ ତ ଫୁଣି କେବେ ସେହି ସିନେମା ସାଧାରଣତ ମଣିଷ କୁ ସୁପରଷ୍ଟାର ବନାଉ ଥିବା ସ୍ରୋତ । ସେମିତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ କଳାକାର ଅଭିନେତା ଓ ସୁପରଷ୍ଟାର । ନାଁ ତାଙ୍କ ର ସିର୍ଦ୍ଧାନ୍ତ ମହାପାତ୍ର । ବ୍ରହ୍ମପୁର ଜିଲ୍ଲା ଗଞ୍ଜାମ ର ଏକ ବ୍ରାହ୍ମଣ ପରିବାର ରେ 1966 ମସିହା ରେ ମଇ ମାସ 4 ତାରିଖ ରେ ଜନ୍ମ ହୋଇ ଥିଲେ । ତାଙ୍କ ବାପା ଙ୍କ ନାଁ ମନୋମହୋନ ମହାପାତ୍ର ଡାକ୍ଟର୍ ହିସାବ ରେ ଜୀବିକା ନିର୍ବାହ କରୁଥାନ୍ତି । ମା କନକ ମହାପାତ୍ର ବ୍ରହ୍ମପୁର ମେଡିକାଲ୍ କଲେଜ ରେ ।

ବାପା ମାଆ ରହୁଥିବା କ୍ୟୁଟାର୍ ରେ ସିର୍ଦ୍ଧାନ୍ତ ଙ୍କୁ ଦ୍ରୁଷ୍ଟାମି ବହୁତ । ସିର୍ଦ୍ଧାନ୍ତ ମହାପାତ୍ର ତାଙ୍କ ଭଉଣୀ ଙ୍କ ସହ ମାଡ଼ ହୋଇ ବାପା ମାଆ ଙ୍କ ଠାରୁ ମାଡ଼ ବହୁତ ଖାଅନ୍ତି । ଜେଜେ ବାପା ତାଙ୍କ ର ବହୁତ ପ୍ରିୟ ଛୋଟ ବେଳେ ଜେଜେ ବାପା ତାଙ୍କ ପାଖ ରେ ସିର୍ଦ୍ଧାନ୍ତ ମହାପାତ୍ର ଙ୍କୁ ବସେଇ କୁହନ୍ତି ଜୀବନ ରେ ଯେଉଁ କାମ କର ହେଲେ ତାଙ୍କ ନଂ 1 ରେ ହିଁ କରିକି ଦେଖେଇବୁ । ସ୍କୁଲ ଲାଇଫ୍ ପରେ ସିର୍ଦ୍ଧନ୍ତ୍ ମହାପାତ୍ର ଙ୍କ ଜୀବନ କେନ୍ଦୁଝର ଠାରୁ ଆରମ୍ଭ ହୁଏ । କମର୍ସ ରେ ଗ୍ରାଜୁଏଟ୍ ହୋଇ ସେ ଏମ ବି ଏ ପଢିବା ପାଇଁ ଦିଲ୍ଲି ଯାଇ ଥିଲେ । କିନ୍ତୁ ତାଙ୍କ ମାଆ ଙ୍କ ର ସ୍ବପ୍ନ୍ ଥିଲା ତାଙ୍କ ପୁଅ ପଢି ସିଭିଲ୍ ସର୍ଭିସ୍ କରୁ ।

ତାପରେ ଏମ ବି ଏ ପଢି ମାର୍କେଟ ଲାଇନ ରେ ଜବ ବି କରନ୍ତି । ଆଉ କିଛି କମ୍ପାନି ରେ କାମ ବାକୁ ସୁଯୋଗ ଦେଇଥିଲେ ସିର୍ଦ୍ଧାନ୍ତ୍ ମହାପାତ୍ର ଙ୍କୁ । କିନ୍ତୁ ତାଙ୍କ ଭାଗ୍ୟ ରେ ବୋଧଏ ଆଉ କିଛି ଲେଖା ଥିଲା ଆଉ ହଠାତ୍ ତାଙ୍କ ଏଣ୍ଟ୍ରି ହୁଏ ଓଡ଼ିଆ ଇଣ୍ଡଷ୍ଟ୍ରି ରେ । ସିର୍ଦ୍ଧାନ୍ତ ଙ୍କ ଜଣେ ସମ୍ପ୍ରକିୟ ଭାଇ ଙ୍କ ର ଇଚ୍ଛା ଥାଏ ସିନେମା ରେ ଅଭିନେତା ହୋଇ କାମ କରିବା ପାଇଁ ପାର୍ଶ୍ବ ଅଭିନେତା ହେବା ରେ ଅଭିନୟ କରିବାକୁ ସୁଯୋଗ ମିଳେ । ତାପରେ ଦୁହିଁ ଙ୍କୁ ଏକାଠି ସୁଯୋଗ ମିଳେ । ତେବେ ସିର୍ଦ୍ଧାନ୍ତ ମହାପାତ୍ର ଙ୍କ ପ୍ରଥମ ସିନେମା ହେଉଛି ଶ୍ରଦ୍ଧାଞ୍ଜଳି ଆଉ ଏହି ସିନେମା ରେ ହିରୋ ଙ୍କ ର ଅପୋଜିତ୍ ରେ ଥାଆନ୍ତି ମେଘା ନନ୍ଦ । କିନ୍ତୁ ଏହି ସିନେମା ଟି ରିଲିଜ ହେବା ପାଇଁ ସମୟ ଲାଗିଥିଲା

ତାପରେ ତାଙ୍କୁ ସୁଯୋଗ ମିଳିଥିଲା ପଥର ଖସୁଛି ବଡ଼ ଦେଉଳୁ । କିନ୍ତୁ ଏହି ସିନେମା ଟି ତାଙ୍କ ର ପ୍ରଥମ ସିନେମା ଭାବରେ ରିଲିଜ ହୋଇ ଥିଲା । ଏମିତି ଅନେକ ସିନେମା କଲେ ସେ ରଣଭୁମି ହେଉ କିମ୍ବା ସୁଭଦ୍ରା ସେଥି ରେ ଅନେକ ରିକ୍ସ୍ ଥାଇ ମଧ୍ୟ ସେ ସିର୍ଦ୍ଧାନ୍ତ ଙ୍କୁ ଅଭିନୟ କରିବାକୁ ପଡେ । 2000 ଠାରୁ 2005 ବର୍ଷ ପର୍ଯ୍ୟନ୍ତ ଲଗତାର 6 ବର୍ଷ ରାଜ୍ୟ ଚଳଚିତ୍ର୍ ପୁରସ୍କାର ପାଇଥିଲେ । ତାପରେ ସେ ଚୋରାବାଲି ଧାରାବାହିକ ରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ ।

ତା ପରେ ତାପରେ ସିର୍ଦ୍ଧାନ୍ତ୍ ମହାପାତ୍ର ଓ ମାମା ମିଶ୍ର ଦୁହେଁ ପ୍ରେମ ବିବାହ କରନ୍ତି । 2009 ରେ ବିଜୁ ଜନତା ଦଳ ର ଲୋକ ସଭା ଆସନ ପାଇଁ ସାଂସଦ ଭାବରେ ପ୍ରତିଜୋଗିତା କରି ବିଜୟ୍ ହୁଅନ୍ତି ଥରେ ନୁହନ୍ତି ବରଂ ଲୋକ ମାନଙ୍କ ର ଭଲ ପାଇବା କୁ ନେଇ 2014 ମସିହା ରେ ବି ନିଜ ପ୍ରତିଦ୍ବନ୍ଦିତା ଙ୍କ ପାଖ ରୁ 1 ଲକ୍ଷ ଭୋଟ ରେ ପୁନରବାର୍ ବିଜୟ୍ ହୁଅନ୍ତି । କେବଳ ଓଡ଼ିଆ ନୁହନ୍ତି ସେ ତାମିଲ ତେଲୁଗୁ ମରାଠୀ ବଙ୍ଗାଳି କାନାଡା ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି ।

Leave a Reply

Your email address will not be published.