ପ୍ରକୃତି ମିଶ୍ରଙ୍କ (Prakruti Mishra) ଫୋନରେ ବାବୁଶାନଙ୍କ (Babushan) ସିକ୍ରେଟ ଭିଡିଓ! ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବାବୁଶାନ୍ ଙ୍କ ର କିଛି ସିକ୍ରେଟ୍ ଭିଡିଓ ରହିଛି ପ୍ରକୃତି ମିଶ୍ର ଙ୍କ ପାଖ ରେ । ଏହି ସବୁ କାରଣ ପାଇଁ ପ୍ରକୃତି ମିଶ୍ର ଙ୍କ କଥା ରେ ଉଠ ବାସ ହେଉଛନ୍ତି ବାବୁଶାନ୍ ମହାନ୍ତି । ତେବେ ଏହି ସି-କ୍ରେ-ଟ ଭିଡିଓ ଟି କ’ଣ ଏହି ସବୁ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବା ପାଇଁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

ତେବେ ବନ୍ଧୁଗଣ ଆପଣ ମାନେ ଦେଖି ଥିବେ ବାବୁଶାନ ଙ୍କ ସ୍ତ୍ରୀ ତୃପ୍ତି ଯେତେବେଳେ ପ୍ରକୃତି ମିଶ୍ର ଙ୍କ ଚୁଟି କୁ ଟାଣି କି ଧରି ଥିଲେ ସେତେବେଳେ ସେ ତାଙ୍କ ବ୍ୟାଗ ଓ ମୋବାଇଲ କୁ ଛଦେଇବା ପାଇଁ ଚାହୁଁ ଥିଲେ । ତେବେ ଗତ କିଛି ଦିନ ହେବ ପ୍ରକୃତି ମିଶ୍ର ଙ୍କ ମୋବାଇଲେ ଏମିତି କିଛି ଜିନିଷ ରହିଛି ଯାହା ଦ୍ବାରା ବାବୁଶାନ ପ୍ରକୃତି ମିଶ୍ର ଙ୍କ ପ୍ରତ୍ୟେକ କଥା ମନିବା ପାଇଁ ବାଧ୍ୟ ହେଉଛନ୍ତି । ଏହି ସବୁ କଥା ବାବୁଶାନ୍ ଙ୍କ ସ୍ତ୍ରୀ ସୋସିଆଲ୍ ମିଡ଼ିଆ ଦ୍ବାରା ସମସ୍ତ ଙ୍କୁ ଜଣେଇ ଛନ୍ତି ।

ଯାହା କି ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ଏବଂ ଏହା ଛଡା ବାବୁଶାନ୍ ମହାନ୍ତି ଙ୍କ ମାଆ ଅପରାଜିତା ମହାନ୍ତି ମଧ୍ୟ କହିଛନ୍ତି ବାବୁଶାନ୍ ମହାନ୍ତି ଙ୍କ ର କିଛି ଆପତ୍ତି ଜଣକ ଭିଡିଓ ରଖିଛନ୍ତି ପ୍ରକୃତି ମିଶ୍ର । ଯାହା କୁ ନେଇ ଦୀର୍ଘ ଦିନ ଧରି ବାବୁଶାନ ମହାନ୍ତି ଙ୍କୁ ବ୍ଲା-କ ମେ-ଲ କରୁଛନ୍ତି ପ୍ରକୃତି ମିଶ୍ର । ଏହି କାରଣ ରୁ ବାବୁଶାନ ମହାନ୍ତି ନିଜ ସ୍ତ୍ରୀ ପିଲା ଛୁଆ ଘର ସଂସାର ଙ୍କୁ ପ୍ରକୃତି ମିଶ୍ରମିଶ୍ର ଙ୍କ ପଛ ରେ ପାଗଳ ହୋଇ ବୁଲୁଛନ୍ତି ।

ତେବେ ଏହି ଭଳି କିଛି କଥା ବାବୁଶାନ୍ ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ସୋସିଆଲ ମିଡ଼ିଆ ରେ କହିଥିବା ର ନଜର ରେ ଆସିଛନ୍ତି । ଏବଂ ଅନ୍ୟ ପକ୍ଷ୍ ରେ ପ୍ରକୃତି ମିଶ୍ର ଏହା କୁ ଶୁଣିବାକୁ ନାରାଜ ହେଉଛନ୍ତି । କିନ୍ତୁ ତୃପ୍ତି ଙ୍କ ପାଖ ରେ ଏହା ବାବାଦ ରେ ପ୍ରମାଣ ରହିଛି ବୋଲି କହିଛନ୍ତି । ତେବେ ବର୍ତ୍ତମାନ ବାବୁଶାନ ଓ ପ୍ରକୃତି ମିଶ୍ର ଚେନ୍ନାଇ ଛାଡି ଦେଇଛନ୍ତି ।

ସେମାନେ ଚେନ୍ନାଇ କୁ ଏକାଠି ଯାଇଥିଲେ କିନ୍ତୁ ଚେନ୍ନାଇ ରେ ହେବା ପାଇଁ ଥିବା ଉତ୍କଳ ସମ୍ମିଳନୀ ରେ ଭାଗ ନେଇ ନଥିଲେ ସେମାନେଓ ଏହି ଉତ୍କଳ ସମ୍ମିଳନୀ ରେ ପ୍ରକୃତି ମିଶ୍ର ଙ୍କୁ ଗେଷ୍ଟ୍ ଭାବରେ ଡାକ ଯାଇ ନଥିଲା ।

କେବଳ ବାବୁଶାନ୍ ଙ୍କୁ ହିଁ ଏଠାକୁ ଦକା ଯାଇ ଥିଲା । କିନ୍ତୁ ପ୍ରକୃତି ମିଶ୍ର ଜବରଦସ୍ତୀ ବାବୁଶାନ ଙ୍କ ସହିତ ଯାଇଥିଲେ । ଆଉ ପ୍ରକୃତି ମିଶ୍ର ବାବୁଶାନ୍ ମହାନ୍ତି ଙ୍କୁ ଜିଦି କରି ଆଣ୍ଡାମନ ନେଇ ଯାଇଛନ୍ତି ବୋଲି ସୋସିଆଲ୍ ମିଡ଼ିଆ ରେ ଜାଣିବାକୁ ମିଳୁଛି । ତେବେ ବାବୁଶାନ ମହାନ୍ତି ଙ୍କ ଆସନ୍ତା ଜନ୍ମ ଦିନ ଜୁଲାଇ 30 ରେ ଅଛି ଆଉ ଏହି ଜନ୍ମଦିନ ପାଇଁ ପାଳନ କରିବା ପାଇଁ ଆଣ୍ଡାମନ ଯାଇଛନ୍ତି ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ର ।

ପ୍ରକୃତି ମିଶ୍ର ଓ ବାବୁଶାନ ମହାନ୍ତି ଆଣ୍ଡାମନ କୁ ଯାଇ ଥିଲେ ଏବଂ ଏହି ଖବର କୁ ବାବୁଶାନ ଙ୍କ ସ୍ତ୍ରୀ ତୃପ୍ତି ଜାଣିବାକୁ ପାଇଥିଲେ ସେଇଠି ପାଇଁ ରାସ୍ତା ମଝୀ ରେ ଦୁହିଁକୁ ଅଟକାଇ ଥିଲେ ଓ ପଚାରିଥିଲେ କୁଆଡେ ଯାଉଥିଲେ ଆଉ ଯଦି ଯାଉଛ ତେବେ ଏକା ଯାଅ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.