ପ୍ରକୃତିଙ୍କ (Prakruti) ମା କୃଷ୍ଣପ୍ରିୟାଙ୍କ ପ୍ରତିକ୍ରିୟା ପରେ ବାବୁଶାନଙ୍କ (Babushan) ଭଉଣୀ ତାଙ୍କ ସବୁ ପ୍ରଶ୍ନ ଉତ୍ତର ଦେଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ଖବର ଏବଂ ଭିଡିଓ ଟି ବେଶ୍ ଚର୍ଚ୍ଚା ରେ ଥିବା ସମୟ ରେ ଉଭୟ ଙ୍କୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ତାହେଲେ ବନ୍ଧୁଗଣ ଏହାରି ଭିତରେ ପ୍ରକୃତି ମିଶ୍ର ଙ୍କ ମା କୃଷ୍ଣପ୍ରୀୟା ଙ୍କ କିଛି ପ୍ରତିକ୍ରିୟା ରଖିଛନ୍ତି ଓ ଏହି ସମସ୍ତ ପ୍ରତିକ୍ରିୟା ର ଉତ୍ତର ରଖୁଛନ୍ତି ବାବୁଶାନ୍ ଙ୍କ ଭଉଣୀ । ତାହେଲେ ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁଗଣ କୃଷ୍ନପ୍ରୀୟା କହିଛନ୍ତି ନଜର ଏହା ଘଟିବା ଆଗରୁ ପ୍ଲାନ ହୋଇଥିଲା , ସେ ମାଡ ଖାଉଥିବା ସମୟ ରେ ସେଠାରେ ସମସ୍ତେ ଥାଇ ମଧ୍ୟ କେହି ତାଙ୍କୁ ସାହାର୍ଯ୍ୟ କରି ନ ଥିଲେ ବରଂ ଜଣେ ଯୁବକ ସେଲଫି ନେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ବାବୁଶାନ୍ ଙ୍କ ଭଉଣୀ କହିଛନ୍ତି ଯେ ଜଣେ ମାଆ ହୋଇ ନିଜ ଝିଅ କୁ ଭଲ କହି ଆଉ ଜଣେ ଝିଅ କୁ ତଳେ ପକାଇଛନ୍ତି ।

ଯଦି ଏହି ଘଟଣା ଟି ଯଦି ତାଙ୍କ ଝିଅ ବିବାହ କରିବା ପରେ ଘଟି ଥାଆନ୍ତା , ତାହେଲେ ସେ ଗୋଟିଏ ଦିନ ଆଦୌମ ସହି ପାରିବେ ନାହିଁ କିନ୍ତୁ ମୋ ଭାଉଜ ଦୀର୍ଘ ୨ ବର୍ଷ ସହିଲେ । କୃଷ୍ଣ ପ୍ରିୟା ଙ୍କ ଆଉ ଏକ ବାଇଟ ର ପ୍ରତିକ୍ରିୟା ରଖିଛନ୍ତି ବାବୁଶାନ୍ ଙ୍କ ଭଉଣୀ , କୃଷ୍ଣପ୍ରୀୟା ସେହି ବାଇଟ ରେ କହିଛନ୍ତି ଯେ ନାଣ୍ଡି କରି ଦେବେ ଚୁଟି କାଟିବା ଭଳି ଅନେକ କଥା କହିବା ସହେ କହିଛନ୍ତି ଆପଣ ମାନେ ଦେଖିଥିବେ

ପ୍ରକୃତି ମିଶ୍ର ସେଠାରେ ତାଙ୍କୁ ନମସ୍କାର କରି ଆସିଛି କାରଣ ସେ ଜଣେ ଭଦ୍ର ପରିବାର ର ଝିଅ ତାକୁ ଆମେ ସେହି ଶିକ୍ଷା ଦେଇ ନାହୁଁ , କିନ୍ତୁ ସେହି ଅଭଦ୍ର ଝିଅ ଯାହା କରିଛି ଏହି ଭଳି କହୁଛନ୍ତି । ଏହା ର ପ୍ରତିକ୍ରିୟା ରେ ବାବୁଶାନ୍ ଙ୍କ ଭଉଣୀ କହିଛନ୍ତି ଯେ ତାଙ୍କ ଝିଅ ଘର୍ ଭଙ୍ଗିକି ଯଦି ତାକୁ ଏତେ ରାଗ ହେଉଛି

ତାହେଲେ ଆମେ ମାନେ ଚୁପ୍ ବସିଛୁ ମୋ ଭାଉଜ ଚୁପ କି ବସିଛନ୍ତି ସେ ତାଙ୍କ ସଭ୍ୟତା । ଘର୍ ଭାଙ୍ଗି ଥିବା ଯୁବତୀ ଙ୍କ ମାଆ କହୁଛନ୍ତି , ନାଣ୍ଡି କରିଦେବି ଚୁଟି କାଟି ଦେବି ବୋଲି । ତାହେଲେ ବନ୍ଧୁଗଣ ଏହି ଭଳି ଭାବେ ଉଭୟଙ୍କ ବାଇଟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.