ପ୍ରକୃତିଙ୍କ (Prakruti) ବାପା-ମା ବାବୁଶାନ (Babushan) ଙ୍କ ସ୍ତ୍ରୀ ତୃପ୍ତିଙ୍କ ନାମରେ ଏତଲା ଦେଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବର୍ତ୍ତମାନ ସମୟରେ ଗୋଟିଏ ଭିଡିଓ ଖୁବ ଜୋରେ ଭାଇରାଲ ହେବାକୁ ଲାଗୁଚି । ତେବେ ଏହି ଭିଡିଓ କୁ ନେଇ ବହୁତ କିଛି କଥା ସାମ୍ନା କୁ ଆସୁଛି । ଆପଣ ମାନେ ଜାଣିଛନ୍ତି ଯେଉଁ ୩ ଜଣ ଙ୍କୁ ନେଇ ଏବେ ଝଗଡା ସାମ୍ନା କୁ ଆସୁଛି । ବାବୁଶାନ ତାଙ୍କ ପାରିବାରିକ ଘର କୁ ଜମା ଯାଉ ନାହାନ୍ତି । ବାବୁଶାନ ଙ୍କ ପତ୍ନୀ ଯେତେବେଳେ ତାଙ୍କ ସ୍ବାମି ଙ୍କ ସହ ଆଉ ଜଣକୁ ଦେଖିଥିଲେ ସେତେବେଳେ ବାବୁଶାନ ଙ୍କୁ ଗାଡି ରୁ ଟାଣି ଆଣି ଥିଲେ ବାବୁଶାନ ଙ୍କ ସ୍ତ୍ରୀ ।

ତାହା ସହ ତାଙ୍କ ବହୁତ ମାଡ ମଧ୍ୟ ମାରିବାର ବି ଜଣା ପଡିଛି । କିନ୍ତୁ ଏ ନେଇ ବାବୁଶାନ କିମ୍ବା ତାଙ୍କ ପତ୍ନୀ କିମ୍ବା ପ୍ରକୃତି ମିଶ୍ର ଏ ନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ଏହି ଭିଡିଓ ଟି ସ୍ଥାନୀୟ ଲୋକ ଙ୍କ ଦ୍ବାରା ସୁଟ୍ ହୋଇ ଏବେ ନିଆଁ ଭଳି ଭାଇରାଲ ହେବାକୁ ଲାଗୁଚି । ବାବୁଶାନ ଙ୍କ ସ୍ତ୍ରୀ ପ୍ରକୃତି ମିଶ୍ର ଙ୍କୁ କେଉଁ ଭଳି ଭିଡି ଆଣି ସିଧା ସାଧା ଟାର୍ଗେଟ କରିଛନ୍ତି ତାହା କଥା କୁ ସ୍ପର୍ଶ କରି ଦେଉଛି । ତୃପ୍ତି କହୁଛନ୍ତି ଯେ 3 ବର୍ଷ ହେବ ତୁ ମୋର ସଂସାର କୁ ନଷ୍ଟ୍ କରିଦେଉଛି ଆଉ ଆମ ପାରିବାରିକ ଖୁସି କୁ ନଷ୍ଟ କରୁଛୁ ।

ପ୍ରକୃତି ମିଶ୍ର ଯେତେବେଳେ ଗାଡି ରୁ ଓହ୍ଲେଇ କି ଯାଉଥିଲେ ସେତେବେଳେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ପ୍ରକୃତି ମିଶ୍ର ଙ୍କ ପଛେ ପଛେ ଯାଇଥିଲେ ଆଉ ଜୋରେ ଚିଲେଇକି କହିଥିଲେ କି ରହିଯା ଆଉ ପ୍ରକୃତି ମିଶ୍ର ଙ୍କୁ ଟଣାଓଟରା କରିକି କହିଲେ ତାଙ୍କ ଘର ଓ ପରିବାର କୁ ଭାଙ୍ଗୁଛୁ ଆଉ ପରବର୍ତୀ ସମୟ ରେ ପ୍ରକୃତି ମିଶ୍ର ଙ୍କୁ ତୃପ୍ତି ଠେଲି ଦେଇଛନ୍ତି ।

ସେଇଠି ପ୍ରକୃତି ମିଶ୍ର ରହି କି କହୁଛନ୍ତି ତୃପ୍ତି ଙ୍କୁ କି ତୃପ୍ତି ପାଗଳ ହେଇ ଯାଇଛି କ’ଣ କରୁଛି ସେ ନିଜେ ବି ଜାଣି ପାରୁନି । ତେବେ ଏ ସବୁ କାହିଁକି ହେଇଚି ଆଉ କାହିଁକି ଏତେ ସବୁ କଳି ଝ-ଗ-ଡା ହୋଇଛି ଏ ସବୁ କିଛି ବି ଜଣା ପଡି ନାହିଁ ।

ଯାହା କି ଏ ସବୁ ବିଷୟ ରେ କିଛି ଜଣା ପଡି ନାହିଁ କି ଘଟଣା ର ସତ୍ୟତା କ’ଣ ଏତେ । ତେବେ ଆଉ ଏକ ଭିଡିଓ ସାମ୍ନା କୁ ଆସିଛି କି ପ୍ରକୃତି ମିଶ୍ର ଙ୍କ ବାପା ମନ୍ମଥ ମିଶ୍ର ଓ ତାଙ୍କ ମାଆ ଦୁହେଁ ମିଶି ଥାନା କୁ ଯାଇଛନ୍ତି ବାବୁଶାନ ଙ୍କ ସ୍ତ୍ରୀ ଙ୍କ ବିରୋଦ୍ଧ୍ ରେ ଏଫେୟାର ଦେବା ପାଇଁ ସେ ଯେପରି ଭାବ ରେ ବିହେବ୍ କରିଛନ୍ତି ପ୍ରକୃତି ମିଶ୍ର ଙ୍କ ଉପରେ ଏ ନେଇ ଥାନା ରେ କେସ୍ ଦେବାକୁ ଯାଇଛନ୍ତି ପ୍ରକୃତି ମିଶ୍ର ଙ୍କ ବାପା ଓ ମାଆ

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.