ପୋଷ୍ଟ ଅଫିସର ଦମଦାର ସ୍କିମ, ଥରେ ଜମା କରି ସବୁ ମାସରେ ପାଆନ୍ତୁ ଟଙ୍କା, କଣ କରିବେ – ଦେଖନ୍ତୁ ଭିଡିଓ

ବିଶେଷ

ଦର୍ଶକ ବନ୍ଧୁ ପୋଷ୍ଟ ଅଫିସ୍ ଏମିତି ଏକ ନୂଆ ଯୋଜନା ଆଣିଛି ଯେଉଁଥିରେ ଆପଣ ନିବେଶ କରିବା ମାତ୍ର କେ ମିଳିବ ଡବଲ ଫାଇଦା । ପ୍ରତିମାସ ରେ ମିଳିବ ଆପଣ ଙ୍କୁ ପୋଷ୍ଟାଳ ଏହି ଯୋଜନା ରେ ଡବଲ ଫାଇଦା । ଆସନ୍ତୁ ଜାଣିବା

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୋଷ୍ଟାଲ ରେ ଅନେକ ଲୋକ ଭିନ୍ନ ଭିନ୍ନ ଯୋଜନା ରେ ନାମ ନିବେଶ କରି ଥାଆନ୍ତି କାରଣ ଏହା ହେଉଛି ସୁରକ୍ଷିତ । ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ନିବେଶ କରିବାକୁ ଚାହିଁ ଥାଆନ୍ତି । ଏଥିରେ ଆପଣ ଙ୍କୁ ଭଲ ଟଙ୍କା ମିଳିବା ସହିତ ଭଲ ରିଟର୍ଣ୍ଣ ମିଳିଥାଏ ।


ଆଜି ଆମେ ଆପଣ ଙ୍କୁ ଏମିତି ଏକ ଯୋଜନା ବିଷୟ କହିବୁ ଯେଉଁଠୀ ଆପଣ କମ ଟଙ୍କା ନିବେଶ କରି ଡବଲ ଫାଇଦା ପାଇ ପାରିବେ । ଖାସ୍ କରି ଏଥିରେ ଦିଆ ଯାଉଥିବା ଜମା ଉପରେ ସୁଧ ପ୍ରତିମାସ ରେ ମିଲିବ । ଉଦାହରଣ ସ୍ୱରୂପ ଯଦି ଆପଣ ଏହି ଯୋଜନା ମାସ ର ୧ ତାରିଖ ରେ ୨ ହଜାର ଟଙ୍କା ନିବେଶ କରନ୍ତୁ ତେବେ , ମାସ ଶେଷ କୁ ଆପଣ ଙ୍କୁ ଏହାର ସୁଧ ମିଳିଯିବ ।


ତାହେଲେ ପ୍ରତିମାସ ରେ ଏହା ର ସୁଧ ବଢିବା ସହିତ ଜମା ରାଶି ମଧ୍ୟ ବଢିବ । ସୁଧ ହାର ବାର୍ଷିକ ସୁଧ ହାର ଭାବେ ରହିବ । ଏହି ଯୋଜନା ଟି ହେଉଛି ପୋଷ୍ଟ ର ମାସିକିଆ ଯୋଜନା mis । ଏହି ଯୋଜନା ରେ ଆପଣ ମାନେ ୧ ହଜାର ଟଙ୍କା ରୁ ଅଧିକ ନିବେଶ କରି ପାରିବେ । ତାହେଲେ ଏହି ଯୋଜନା ରେ ଜଣେ ବ୍ୟକ୍ତି ୪ ଲକ୍ଷ ୫୦ ହଜାର ଟଙ୍କା ଜମା କରି ପାରିବେ ।

ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ରେ ଟଙ୍କା ନିବେଶ କରି ପାରିବେ । ଏହି ଯୋଜନା ରେ ନିବେଶ କରିଥିବା ବ୍ୟକ୍ତି ଙ୍କୁ ୬.୬ ବାର୍ଷିକ ସୁଧ ମିଳିଥାଏ । ଯଦି ଆପଣ ମାସିକ ସୁଧ ନେଉ ନାହାନ୍ତି , ତାହା ଅଲଗା ରହିବ କିନ୍ତୁ ତାହା ପାଇଁ କିଛି ସୁଧ ରହିବ ନାହିଁ । ଏହାକୁ ସର୍ବନିମ୍ନ ଏକ ବର୍ଷ ରଖିବାକୁ ହେବ ।

ଯଦି ଆପଣ ମାନେ ୧ ବର୍ଷ ପୂର୍ବ ରୁ ଆପଣ ମାନେ ଚାହିଁଲେ ଟଙ୍କା ଉଠାଇ ପାରିବେ କିନ୍ତୁ ସେଥିପାଇଁ ଆପଣ ଙ୍କୁ ଏକ ପେନାଲ୍ଟି ଭରିବାକୁ ହେବ । ସେହିଭଳି ୩ ବର୍ଷ ପରେ ଏଵଂ ୫ ବର୍ଷ ପରେ ଟଙ୍କା କାଢ଼ିଲେ ୧ ପ୍ରତିଶତ କାଟି ଟଙ୍କା ଫେରସ୍ତ କରା ଯିବ । ତେବେ ନିବେଶ ଅବଧି ସମୟ ରେ ଯଦି ଖାତାଧିକରି ଙ୍କ ମୃତ୍ୟୁ ହେଉଛି । ତାଙ୍କ ଟଙ୍କା ନୋମିନି ଭାବ ରେ ନାମିତ ବ୍ୟକ୍ତି ବା ଆଇନିଗତ ସମ୍ପର୍କୀୟ ଙ୍କୁ ଦିଆଯିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.