ପୂଜାରେ ମନ୍ଦାର ଫୁଲ ବ୍ୟବହାର କରୁଥିଲେ ଘରେ କେଉଁ ସମସ୍ୟା ଦେଖା ଦେଇଥାଏ – ଦେଖନ୍ତୁ

ମନୋରଞ୍ଜନ

ଆମେ ସମସ୍ତେ ମନ୍ଦିର କୁ ମହାଦେବ କୁ ଦର୍ଶନ କରିବାକୁ ଯାଉଛେ ମନେ ରଖିବେ ଯେତେବେଳେ ବି ବେଲ ପତ୍ର ନେଉଛନ୍ତି ତାହା ତାଜା ରହିବା ଆବଶ୍ୟକ। ଆଉ ବେଲ ପାତ୍ର ରେ ଦେମ୍ଫ କୁ ଭଲ ରେ ଛିଡେଇ ଦେବ । ଆଉ ବେଲ ପତ୍ର ଟି ଫଟା କଣା କିଛି ନହେବା ଦରକାର ।


ଧଳା ମନ୍ଦାର ହେଉଛି ତାନ୍ତ୍ରିକ ଫୁଲ । ଆଉ ଏହି ଫୁଲ ମହା ଦେବ ଙ୍କ ଉପରେ ଦେଲେ ଘର କୁ ତାନ୍ତ୍ରିକ ଶକ୍ତି ପଶି ପାରେନି । କି ସେହି ଘର ର ଭୀତ ରେ କୌଣସି ତାନ୍ତ୍ରିକ ଶକ୍ତି ପଶି ପାରେ ନାହିଁ ।ଆପଣ ମାନେ ଜାଣି ଥିବେ ଯେ ବୟସ୍କ ହେଲା ପରେ କାନ୍ କୁ ଭଲ ଲରି ସୋଭେ ନାହିଁ ।

ତେଣୁ ଯଦି ସବୁ ଶନି ବାର ରର କାନ ରେ ତେଲ ପକାଇବ ତାହେଲେ କୌଣସି ବି କାନ୍ ର ଅସୁବିଧା ହୋଇ ନଥାଏ । ଆଉ ଜୀବନ ସାରା କେବେ କାଲା ମଧ୍ୟ ହେବ ନାହିଁ । ତେଲ କୁ ଦିନ ବେଳେ ନୁହଁ ସୂର୍ଯ୍ୟ ଅସ୍ତ ହେଲା ପରେ ଯାଇ କାନ୍ ରେ ତେଲ ପକାଇଲେ ବହୁତ ଭଲ ।

ଆପଣ ମାନେ ଜାଣିଥିବେ ଗରୁଡ଼ ଘଣ୍ଟ ଥାଏ । ଯାହା ଘରେ ଗରୁଡ଼ ଘଣ୍ଟ ଥାଏ କେବେ ବି ତା ଘରେ ନିଆଁ ର ବିପଦ ନଥାଏ । ଆଉ ବଜ୍ର ଭୟ କି ଚୌର୍ ଭୟ କେବେ ବି ହୋଇ ନଥାଏ । ତେଣୁ କରି ଯଦି ଘରର ପୂଜା କରିବା ପାଇଁ ଘଣ୍ଟ ରଖୁ ଛନ୍ତି ତାହେଲେ ଗରୁଡ଼ ଘଣ୍ଟ ରହି ଥାଏ ।


ଘରେ କୌଣସି ପୂଜା ହେଲେ ଆମେ ଦୁବ୍ ଘାସ ଦିଆଜାଏ ପୂଜା କରା ଯାଏ । ତେବେ ମନେ ରଖନ୍ତୁ ଯେ କେବେ ବି ରବିବାର ଦିନ୍ ଦୁବ୍ ଘାସ କେବେ ବି ଆଣିବ ନାହିଁ । ତାହା ସହ ରବିବାର ଦିନ ଆଉ ବୁଧବାର ଦିନ କେବେ ବି ବରଗଛ ବା ଉସ୍ତ୍ ଗଛ ରେ ପାଣି ଦେବ ନାହିଁ ।

ଘରେ ତୁଳସୀ ଗଛ କୁ ସମସ୍ତେ ପୂଜା କରନ୍ତି । ଯଦି ତୁଳସୀ ଘରେ ଭଲ ରେ ବଢେ ତାହେଲେ ଆପଣ ମାନେ ଜାଣିବେ ଯେ ଆଗକୁ ବହୁତ ଭଲ ଖବର ଆସିବ ଆଉ ଯଦି ତୁଳସୀ ଗଛ ଭଲ ରେ ନ ବଢେ ତାହେଲେ ଜାଣିବ ଘରେ କାହାର କିଛି ଅସୁବିଧା ହେବ ନହେଲେ ରୁଗିଣା ହେଇ କି ପଡିବ ।।

Leave a Reply

Your email address will not be published.