ପୁରୀ ସମୁଦ୍ର କୂଳରେ ପୁଅ ଓ ସ୍ଵାମୀଙ୍କ ସହ କିପରି ମସ୍ତି କରୁଛନ୍ତି ଅଭିନେତ୍ରୀ କୋଏଲ୍ ବାନାର୍ଜୀ (Koyel Banerjee) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ନିଜ କୁନି ପୁଅ ଓ ସ୍ବାମି ଙ୍କ ସହ ପୁରୀ ସମୁଦ୍ର କୁଳ ରେ ନଜର ରେ ଆସିଛନ୍ତି କୋଏଲ୍ ବାନାର୍ଜୀ । ତେବେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତା ହେଲେ ଯାଇ ଆପଣ ମାନେ ଯାଇ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ । ତେବେ ଆପଣ ମାନେ ବଙ୍ଗାଳି ଅଭିନେତ୍ରୀ କୋଏଲ୍ ବାନାର୍ଜୀ କୁ ବହୁତ ଭଲ ଭାବରେ ଜାଣିଥିବେ ।

ତେବେ ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ଏହି ବଙ୍ଗାଳି ଅଭିନେତ୍ରୀ କୋଏଲ୍ ବାନାର୍ଜୀ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଥିବା ପ୍ରାୟ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି । କୋଏଲ୍ ବାନାର୍ଜୀ ନିଜର ଜବରଦସ୍ତୀ ଅଭିନୟ କରି ଲୋକପ୍ରିୟ ହେବା ସହ ବହୁତ ଜଣାଶୁଣା ଅଭିନେତ୍ରୀ ହୋଇ ପାରିଛନ୍ତି ।

ସେ ଓଡ଼ିଆ ସିନେମା ରେ ଅଭିନୟ କରିବା ସମୟ ରେ ସେ ବବି ମିଶ୍ର କୁ ଭଲ ପାଇଥିଲେ ଆଉ ପରେ ପରସ୍ପର ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ହେଲେ ତାଙ୍କ ସମ୍ପର୍କ ବହୁତ ଦିନ ଧରି ରହି ପାରିଲା ନାହିଁ । ପ୍ରଥମେ ବବି ମିଶ୍ର ଓ କୋଏଲ୍ ବାନାର୍ଜୀ ଅଲଗା ହୋଇ ରହି ଥିଲେ କିଛି ଦିନ । ତାପରେ ଦୁହିଁ ଙ୍କ ଭୀତ ରେ ଛାଡ଼ପତ୍ର ହୋଇଥିଲା ।

ଏବେ ବର୍ତ୍ତମାନ ସମୟରେ କୋଏଲ ବାନାର୍ଜୀ ଦ୍ବିତୀୟ ବିବାହ ମଧ୍ୟ କରି ସାରିଛନ୍ତି । ଆଉ ପରେ ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନଟିଏ ମଧ୍ୟ ହେଇ ସାରିଛି । କୋଏଲ୍ ବାନାର୍ଜୀ ଙ୍କ ପୁତ୍ର ସନ୍ତାନ ହେଲା ପରେ ସେ ତାଙ୍କ ପୁଅ ସହ ଅଧିକ ସମୟ ବିତେଇ ଥିବାର ନଜର ରେ ଆସିଛନ୍ତି ତାହା ସହ ସେ ବଙ୍ଗାଳି ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି ।

ପୁତ୍ର ଜନ୍ମ ପରେ କୋଏଲ୍ ବାନାର୍ଜୀ ଓ ତାଙ୍କ ସ୍ବାମି ଓ ତାଙ୍କ କୁନି ପୁଅ ସବୁ ମିଶି ଓଡିଶା କୁ ଆସିଥିଲେ । କୋଏଲ୍ ବାନାର୍ଜୀ ଓ ତାଙ୍କ ସ୍ବାମି ଦୁହେଁ ମିଶି ପୁରୀ ସମୁଦ୍ର କୂଳ କୁ ବୁଲିବାକୁ ଆସିଥିଲେ ଓ ଦୁହେଁ ମିଶି ବହୁତ ମଜ୍ଜା ଓ ମସ୍ତି କରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ହେଲା କୋଏଲ୍ ବାନାର୍ଜୀ ମାଆ ହୋଇ ଥିଲେ । ତେବେ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଝିଲ୍ଲିକ୍ ମଧ୍ୟ ବଙ୍ଗାଳି ହିରୋଇନ ଅଟନ୍ତି ।

ଝିଲିକ୍ ଓ କୋଏଲ୍ ଦୁହେଁ ବହୁତ ଭଲ ସାଙ୍ଗ ଅଟନ୍ତି । ଝିଲ୍ଲିକ ଙ୍କ ଦୁଇଟି କୁନି ଝିଅ ହେବା ଶୁଣି କୋଏଲ୍ ବାନାର୍ଜୀ ଝିଲ୍ଲିକ୍ ଓ ତାଙ୍କ ଦୁଇ କୁନି ଝିଅ ଙ୍କୁ ଦେଖା କରିବାକୁ ଆସିଛନ୍ତି । ପରେ କୋଏଲ୍ ବାନାର୍ଜୀ ଓ ତାଙ୍କ ସ୍ବାମି ଙ୍କ ସହ ଦୁହେଁ ମିଶି ପୁରୀ ସମୁଦ୍ର କୂଳ ରେ ଏକାଠି ମିଶି ବହୁତ ବୁଲା ବୁଲି କରିବା ସହ ବହୁତ ମଜ୍ଜା ମସ୍ତି କରୁ ଥିବାର ନଜର ରେ ଆସିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.