ପୁତୁରା ବୋହୁ ସହ ଖେଳ କରିଦେଲା ଦାଦା ଶ୍ଵଶୁର, ପିଲା ଛୁଆକୁ ଛାଡି ମା ପଳେଇଲା ଦାଦା ଶ୍ଵଶୁର ସହ – ଦେଖନ୍ତୁ ଭିଡିଓ

VIRAL ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଯୁଗ ଏମିତି ହେଲାଣି ଯେ ପୁରୁଷ ମାନେ ବର୍ତ୍ତମାନ୍ ସମୟ ରେ ବିବାହ କରିବା ପାଇଁ ଶହେ ଥର ଭାବିବେ , କାରଣ ବର୍ତ୍ତମାନ୍ ପ୍ରେମ ଏତେ ମଜବୁତ୍ ହୋଇ ଯାଇଛି , ଯେ ପ୍ରେମ ପାଇଁ ବିବାହ କରିଥିବା ସ୍ବାମୀ ଓ ପିଲା ଙ୍କୁ ଛାଡି ଚାଲି ଯାଉଛନ୍ତି । ତେବେ ଏହା କେବଳ ନାରୀ ମାନ ଙ୍କ ପାଇଁ ସମ୍ଭବ , ତେବେ ସବୁ ନାରୀ ସମ୍ମାନ ନୁହଁନ୍ତି କିନ୍ତୁ କିଛି ନାରୀ ଙ୍କ କୁ କାର୍ଯ୍ୟ ପାଇଁ ଆଜି ନାରୀ ଜାତି ନିନ୍ଦା ଅପବାଦ ସୁଣୁଛି ଠିକ୍ ସେହିଭଳି କିଛି ପୁରୁଷ ପାଇଁ ମଧ୍ୟ ।


କି ବାୟା କଲା ପର ପରକୀୟା ପ୍ରୀତି , ତେବେ ସଂପର୍କ ସଂପର୍କ ମଧ୍ୟ ରେ ଗଢି ଉଠିଲା ପାପ ସମ୍ପର୍କ , ପିଲା ଛୁଆ ଙ୍କୁ ଛାଡି ପଳାଇଲା ମା । ପୁଣି ଆଉ କାହା ସହିତ ଯାଇ ନାହିଁ ନିଜ ଦାଦା ସଶୁର ଙ୍କ ସହ ପୁତୁରା ବୋହୂ ଗାୟବ । ତେବେ ପିଲା ଙ୍କୁ ଖାଇବାକୁ ଦେଇ କହିଲା ତୁମେ ଖାଅ ମୁଁ ଆସୁଛି । ତେବେ ପିଲା ମାନେ ମା କଥା କୁ ବିଶ୍ଵାସ ମଧ୍ୟ କଲେ ।

କିନ୍ତୁ ମା ଆଉ ଫେରିଲା ନାହିଁ , କାରଣ ଦାଦା ଶଶୁର ସହ ଫେରାର ହୋଇ ଯାଇଛି । ତେବେ ପ୍ରେମୀ ଯୁଗଳ ମାନ ଙ୍କ ଠାରୁ ଟପି ଯାଉଛନ୍ତି ଏହି ବୟସ୍କ ବିବାହିତ ମହିଳା ଓ ପୁରୁଷ । ତେବେ ବିବାହ ପରେ ପରକୀୟା ପ୍ରୀତି ପାଇଁ ମନ ପରିବର୍ତ୍ତନ କରୁଛନ୍ତି ।ତେବେ ଘରେ ପିଲା ଛୁଆ ଶାଶୂ ଖୁଡି ସମସ୍ତେ ଅଛନ୍ତି ।

ହେଲେ ଏଠାରେ ମହିଳା ଜନକ ନିଜ ପିଲା ଛୁଆ ଓ ସ୍ବାମୀ ଙ୍କୁ ଭଲ ପାଇବା ପରିବର୍ତ୍ତେ । ନିଜ ଦାଦା ଶଶୁର କୁ ମନ ଦେଇ ବସିଲେ , ତେବେ ଦାଦା ଶଶୁର ମଧ୍ୟ ନିଜ ପତ୍ନୀ ଙ୍କୁ ଭୁଲି ପୁତୁରା ବୋହୂ ପ୍ରେମ ରେ ଉବୁଟୁବୁ । ତେବେ ପରେ ଉଭୟ ଏକାଠି ଫେରାର ହୋଇ ଗଲେ । ତେବେ ଏହି କୁ କାର୍ଯ୍ୟ ପାଇଁ ଉଜୁଡ଼ି ଗଲା ଦୁଇ ଦୁଇ ଟି ପରିବାର ।

ତେବେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ବଦୂଲ୍ ଗ୍ରାମ ର ୪୫ ବର୍ଷିୟ ଦାଦା ଶଶୁର ମହେଶ୍ୱର ମହାନ୍ତି ପୁତୁରା ବୋହୂ କୁ ନେଇ ଫେରାର ହୋଇ ଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳ ରେ ବର୍ତ୍ତମାନ୍ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଦାଦା ଶଶୁର ଓ ପୁତୁରା ବୋହୂ ବର୍ତ୍ତମାନ୍ ସମୟ ରେ କୋର୍ଟ ମ୍ୟାରେଜ କରି ସାରିଛନ୍ତି।

ତେବେ ସବୁଠାରୁ ବଡ଼ କଥା ହେଲା ଯେ ଉଭୟ ଙ୍କ ର ପିଲା ଛୁଆ ଅଛନ୍ତି ଦାଦା ଶଶୁର ଙ୍କ ଝିଅ ବାହା ହୋଇ ସାରିଥିବା ସମୟ ରେ ୧୮ ବର୍ଷ ର ପୁଅ ମଧ୍ୟ ଅଛି । ତେବେ ସେପଟେ ପୁତୁରା ବୋହୂ ବୈଶାଖୀ ଙ୍କ ୧୩ ବର୍ଷ ର ପୁଅ ଓ ୧୦ ବର୍ଷ ର ଝିଅ ମଧ୍ୟ ରହିଛି । ତେବେ ଉଭୟ ପିଲା ଛୁଆ ନ ଚାହିଁ ଫେରାର ହୋଇ ଗଲେ । ତେବେ ଏପଟେ ରବୀନ୍ଦ୍ର ସୁକିନ୍ଦା ଥାନା ରେ ଅଭିଯୋଗ କରିଛନ୍ତି ଓ ପୋଲିସ୍ ୧୯ ,୨୦୨୨ ରେ ଏକ ମିଶିଂ ମାମଲା ରୁଜୁ କରି ତଦନ୍ତ କରୁଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.