ପୁଅ ହେବ ତ ଏମିତି, ମା ଙ୍କ 100 ତମ ଜନ୍ମ ଦିନରେ ମା ଙ୍କୁ ପୂଜା କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି – ଦେଖନ୍ତୁ Video

ଖବର

ଆପଣ ମାନେ ସମସ୍ତେ ଜାଣିଛନ୍ତି କି ନରେନ୍ଦ୍ର ମୋଦି ଆମ ଦେଶ ର ପ୍ରଧାନ ମନ୍ତ୍ରୀ ଅଟନ୍ତି ତେବେ ତାଙ୍କ ଖ୍ୟାତି କେବଳ ଆମ ଦେଶ ରେ ନୁହଁ ସେ ସମସ୍ତ ଦେଶ ରେ ନିଜର ଖ୍ୟାତି ଆର୍ଜନ୍ କରି ସାରିଲେଣି । ତାଙ୍କ ର ଭଲ କାମ ପାଇଁ ସମସ୍ତେ ଆମ ଦେଶ ବାସି ତାଙ୍କୁ ବହୁତ ଭଲ ପାଆନ୍ତି ଆଉ ସମ୍ମାନ ମଧ୍ୟ ଦିଅନ୍ତି ।

ତେବେ ତାଙ୍କ ବିଷୟ ରେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାକୁ ଲାଗୁଚି ଯାହା ଆପଣ ମାନେ ଜାଣିଲେ ମଧ୍ୟ ବହୁତ ଖୁସି ହେଇଯିବେ । ତେବେ ଆସାନ୍ତୁ ଜାଣିବା ଏହି ଭିଡିଓ ସମ୍ପର୍କ ରେ । ତେବେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଥିଲେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣି ପାରିବେ ।

ଆଜି 100 ବର୍ଷ ବୟସ ରେ ପାଦ ରଖିଲେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମାଆ ହୀରା ବେନ । ଏହି ଅବସର ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ଗାନ୍ଧୀ ନଗର ରେ ପହଞ୍ଚି ମାଆ ଙ୍କ ର ଆର୍ଶିବାଦ ନେଇଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଆ ଜନ୍ମ ଦିନ ରେ ତାଙ୍କ ମାଆ ଙ୍କ ପାଦ ଧୋଇଛନ୍ତି ମୋଦି । ଏହା ସହ ସେ ତାଙ୍କ ମାଆ ଙ୍କ ର ପାଦ ଧୋଆ ପାଣିକୁ ନିଜ ଆଖି ରେ ଲଗାଇଛନ୍ତି ।

ଏହି ସବୁ ଦୃଶ୍ଯ ସମସ୍ତ ଙ୍କୁ ବହୁତ ଆନନ୍ଦ କରାଇଛି । ଏହା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଆ ଙ୍କୁ ନିଜ ଭଲ ପାଇବା ର ସହ ବା ସମ୍ମାନ ର ସହ ତାଙ୍କ ମାଆ ଙ୍କୁ ଏକ ସାଲ୍ ଟେ ଉପହାର ରେ ଦେଇଛନ୍ତି । ମାଆ ଙ୍କୁ 100 ତମ ଜନ୍ମ ଦିନ ରେ ଆଜି ବାବାଗଡ୍ ରେ ଆଜି ତାଙ୍କ ମାଆ ଙ୍କ ସହ କାଳି ପୂଜା ମଧ୍ୟ କରିବେ ।

ହୀରା ବେନ ଙ୍କ ଜନ୍ମ ହେଉଛି 18 ଜୁନ 1923 ମସିହା ରେ ହୋଇ ଥିଲା ହେଲେ ସବୁଠାରୁ ବଡ଼ କଥା ହେଲା ପ୍ରତିଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ମାଆ ଯୋଗ କରି ଥାନ୍ତି । ଏଣୁ 100 ବର୍ଷ ବୟସ ହୋଇ ଥିଲେ ମଧ୍ୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମାଆ ସୁସ୍ଥ ଅଛନ୍ତି ଆଉ ଏହାର ଶ୍ରେୟ୍ ହେଉଛି ତାଙ୍କ ର ଯୋଗ ।

ଯୋଗ ପାଇଁ କେବଳ ତାଙ୍କ ମାଆ ହୀରା ବେନ ବହୁତ ସୁସ୍ଥ ରେ ଅଛନ୍ତି । ତାଙ୍କ ଜନ୍ମ ଦିନ ରେ ଆର୍ଶିବାଦ ନେବା ସହ ତାଙ୍କ ସହ ଫୋଟ ଉଠାଇ ଟ୍ୟୁଟର୍ ରେ ପୋଷ୍ଟ୍ କରିଛନ୍ତି ନିଜେ ନରେନ୍ଦ୍ର ମୋଦି । ସେପଟେ ପୁଣି 2 ଦିନିଆ ଗୁଜୁରାଟ ର ଗ୍ରସ୍ଥ କରିଛନ୍ତି ମାନ୍ୟବର ପ୍ରଧାନ ମନ୍ତ୍ରୀ ।

ଏହି ଅବସର ରେ ମୋଦି ଙ୍କର ଆଜି ଗୁଜୁରାଟ ରେ ଅନେକ କାର୍ଯ୍ୟକ୍ରମ୍ ରେ ଭାଗ ନେବା ରହିଛି । ବିଶେଷ କରିକି ବାବାଗଡ ପାହାଡ ରେ ମାଆ କାଳି ଙ୍କ ନିକଟ ରେ ପୂଜା ଅର୍ଚ୍ଚନା କରିବେ ନିଜେ ପ୍ରଧାନ ମନ୍ତ୍ରୀ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.