ପୁଅ ବାବୁଶାନ (Babushan) ଓ ମା ଅପରାଜିତା (Aparajita) ଙ୍କ ମସ୍ତି ଦେଖିଲେ ହସି ହସି ଗଡିବେ – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ସମସ୍ତେ ବାବୁଶାନ୍ ମହାନ୍ତି ଙ୍କ ବିଷୟ ରେ ବହୁତ କିଛି ଜାଣି ଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ବହୁତ ଜଣାଶୁଣା ଅଭିନେତା ହେବା ସହ ସେ ଲୋକପ୍ରିୟ ଅଭିନେତା ମଧ୍ୟ ଅଟନ୍ତି । ସେ ଭଲ ଅଭିନୟ୍ କରିବା ସହ ସେ ବହୁତ ଭଲ ଗୀତ ମଧ୍ୟ ଗାଆନ୍ତି । ସେ ତାଙ୍କ ଅଭିନୟ ପାଇଁ ବହୁ ଚର୍ଚ୍ଚା ରେ ଥାଆନ୍ତି ସୋସିଆଲ୍ ମିଡ଼ିଆ ରେ । ଆପଣ ମାନେ ଜାଣିଛନ୍ତି କି ସେ ବହୁତ ଭଲ ଆକ୍ଟର ଅଟନ୍ତି ଆଉ ତାଙ୍କ ର ପ୍ରତ୍ୟେକ ସିନେମା ସୁପରହିଟ ମଧ୍ୟ ହେଇଚି ତେଣୁ ବାବୁଶାନ୍ ମହାନ୍ତି ବହୁତ କମ ଦିନ ରେ ପପୁଲାର ହେଇ ଥିଲେ । ସେଇଠି ପାଇଁ ତାଙ୍କୁ ସମସ୍ତେ ସୁପରଷ୍ଟାର କହି ମଧ୍ୟ ଡାକନ୍ତି ।

ବାବୁଶାନ୍ ମହାନ୍ତି ବହୁତ ଓଡ଼ିଆ ସିନେମା ରେ ଅଭିନୟ କରି ନିଜର ଟ୍ୟାଲେଣ୍ଟ୍ କୁ ସୋ କରି ସାରିଛନ୍ତି ଲୋକ ମାନଙ୍କ ଆଗରେ । ବାବୁଶାନ୍ ମହାନ୍ତି ଙ୍କ ପ୍ରଥମ ସିନେମା ରୋମିଓ ଡ଼ି ଲଭର ବଏ ସିନେମା ଟି ବହୁତ ସୁପରହିଟ ହେଇ ଥିଲା ଯାହାକି ଏହି ପ୍ରଥମ ସିନେମା ରୁ ହିଁ ଦର୍ଶକ ମାନେ ବାବୁଶାନ୍ ମହାନ୍ତି ଙ୍କୁ ବହୁତ ଭଲ ପାଇବା ଦେବା ସହ ନିଜ ହୃଦୟ ରେ ମଧ୍ୟ ସ୍ଥାନ ଦେଇଥିଲେ । ତାଙ୍କ ର ରୋମାନ୍ସ ସିନ ହେଉ କିମ୍ବା ଆକସନ୍ କିମ୍ବା କୌଣସି ସ୍ୟାଡ୍ ସିନ ହେଲେ ମଧ୍ୟ ସେ ଅଭିନୟ ରେ ସବୁ ଅଭିନୟ ବହୁତ ସୁନ୍ଦର ଭାବରେ କରିଥାନ୍ତି ।

ତେବେ ବାବୁଶାନ୍ ମହାନ୍ତି ଙ୍କ ବାପା ମାଆ ଙ୍କ ବିଷୟ ରେ କହିଲେ ମଧ୍ୟ କମ ହେବନି । ତାଙ୍କ ବାପା ଉତ୍ତମ ମହାନ୍ତି ଓ ତାଙ୍କ ମାଆ ଅପରାଜିତା ମହାନ୍ତି ସେ ତାଙ୍କ ବେଳ ରେ ମଧ୍ୟ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ର ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହୋଇ ପାରିଥିଲେ । ତାଙ୍କ ଅଭିନୟ ଅଭୁଲା ସ୍ମୁତି ଅଟେ । ତେବେ ଏବେ ତାଙ୍କ ର କିଛି ସିନ ରେ ମଧ୍ୟ୍ ତାଙ୍କ ର ପୂର୍ବ ସ୍ମୁତି ଦେଖି ବାକୁ ମିଳେ ।

ତେବେ ଆପଣ ମାନେ ଜାଣିଥିବେ ତାଙ୍କ ପୁଅ ବାବୁଶାନ୍ ମହାନ୍ତି ତାଙ୍କ ଭଳି ଅଭିନୟ ଜଗତ ରେ ପାଦ ଦେଇ ସେ ବି ଅଭିନେତା ଭାବରେ ସମସ୍ତ ଙ୍କ ନଜରେ ଆସିଛନ୍ତି ବାବୁଶାନ୍ ପ୍ରାୟ ତାଙ୍କ ବାପା ଭଳି ଅଭିନୟ କରନ୍ତି । ସେଇଠି ପାଇଁ ଅଭିନୟ ରେ ଉତ୍ତମ ମହାନ୍ତି ଡ଼ଙ୍ଗା ବାଳୁଙ୍ଗା କହୁଥିଲା ବେଳେ ବାବୁଶାନ୍ ମହାନ୍ତି ଙ୍କୁ ଢାହା ବାଳୁଙ୍ଗା ବୋଲି କହୁଛନ୍ତି । ତେବେ ବାବୁଶାନ୍ ମହାନ୍ତି ଭଲ ଆକ୍ଟର୍ ହେବା ସହ ବହୁତ ଭଲ ଗୀତ ଗାଇ ଥାନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଅଭିନେତା ବାବୁଶାନ୍ ମହାନ୍ତି ବହୁ ଆଗରୁ ସେ ଜଣେ ଝିଅ କୁ ଭଲ ପାଇ ବିବାହ କରି ସାରିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ବାବୁଶାନ୍ ମହାନ୍ତି ଓ ତାଙ୍କ ମାଆ ଅପରାଜିତା ମହାନ୍ତି ଦୁହେଁ ଘରେ ବାସି ବାହୁର ମଜ୍ଜା ଓ ମସ୍ତି କରୁଛନ୍ତି । ଛୋଟ ପିଲା ଭଳି ଖେଳୁଛନ୍ତି ଖେଳନା ବନ୍ଧୁକ ରେ । ପରିବାର ର ସମସ୍ତେ ମିଶି ବହୁତ ମସ୍ତି କରୁଛନ୍ତି ଅପରାଜିତା ମହାନ୍ତି ତ ବହୁତ ଖୁସି ଅଛନ୍ତି । ଆପଣ ବି ଦେଖିଲେ ଆପଣ ବି ବହୁତ ଖୁସି ହେଇଯିବେ । କିଭଳି ଭାବରେ ମାଆ ପୁଅ ଦୁହେଁ ଘର କୁ ମସ୍ତି ରେ ପକାଉଛନ୍ତି ଆଉ ଉଠାଉଛନ୍ତି ।

Leave a Reply

Your email address will not be published.