ପୁଅ କହୁଛି ମୋ ବୋଉ ମୋତେ ଛାଡି ପ୍ରେ-ମି-କ ସହ ଚାଲି ଯାଇଥିଲା ୪ ବର୍ଷ ପରେ କହୁଛି ମୋତେ ନବ – ଦେଖନ୍ତୁ ଭିଡିଓ

ରାଜ୍ୟ

ମହିଳା ଙ୍କୁ ପ୍ରେମ ଏମିତି ବାୟା କଲା ଯେ ପୁଅ ମୁହଁ କୁ ଚାହିଁଲେ ନାହିଁ ମା , କୁନି ପୁଅ କୁ ଛାଡି ମା ପ୍ରେମିକ ପାଖ କୁ ଧାଇଁ ଯାଇଥିଲା । ନିଜ ପିଲା କୁ ପର କରି ପ୍ରେମିକ କୁ ନିଜର କରିଥିଲା । ନିଜ ସ୍ବାମୀ ଧୋକା ଦେଇ ପ-ର ପୁ-ରୁ-ଷ ସହ ସଂପର୍କ ରଖିଲା , ଗୋଟିଏ ପିଲା ହେଇଥିଲେ ମଧ୍ୟ ପା-ପ ସମ୍ପର୍କ ରେ ବୁଡି ରହୁଥିଲା ।


କଅଁଳ ଛୁଆ କୁ ଛାଡି ନିଜ ମାତୃତ୍ଵ କୁ ଭୁଲି ଗଲା ଓ ବର୍ତ୍ତମାନ୍ ସମୟ ରେ ମାନେ ଦୀର୍ଘ ୪ ବର୍ଷ ପରେ ଆସି କହୁଛି ଛୁଆ କୁ ସାଙ୍ଗ ରେ ନେବି । ହଁ ବନ୍ଧୁ ମାତ୍ର ପୁଅ କୁ ୬ ମାସ ହୋଇଥିଲା ମା ଚାଲିଗଲା ନିଜ ପ୍ରେମିକ ସହ , ସେ ପିଲା ଯେତେବେଳେ ଦିନ କୁ ଦିନ ବଡ ହେଲା ଓ ସେ ଜାଣିଥିଲା ଯେ ତାର ଜନ୍ମ ବେଳୁ ତାର ବାପା ମା ନାହାଁନ୍ତି ବୋଲି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ମାଆ ଫେରିଛି କିନ୍ତୁ ପୁଅ କହୁଛି ମୋ ମାଆ ମରି ଯାଇଛି । ଏହି କୁନି ପିଲା ଟି ତାର ଜେଜେମା ଓ ଜେଜେବାପା ଙ୍କ ପାଖ ରେ ବଡ ହୋଇଛି । ସେ ଛୋଟ ବେଳୁ ମାଆ ସୁଖ କଣ ସେ ଜାଣି ପାରିଲା ନାହିଁ , ମାଆ ବୋଲି ସେ କାହାକୁ ଡ଼ାକି ପାରିଲା ନାହିଁ । କେମିତି ବା ଡ଼ାକି ଥାଆନ୍ତା ଜନ୍ମ ହେବା ପରେ ନିଜ ମା ତ ପର କରିଦେଲା ।

ତାହେଲେ ନିଜ ପ୍ରେମିକ ସହ ଯିବା ପରେ ଦୀର୍ଘ ୪ ବର୍ଷ ପରେ ଆସି କହୁଛି ତାର ପୁଅ କୁ ନେଇଯିବ ବୋଲି । ମାଆ ଆସି କହୁଛି ଯେ ମୋ ପ୍ରେମିକ କହୁଛି ଯେ ସେ ମୋତେ ଓ ମୋର୍ ଛୁଆ କୁ ପୋଷିବ । ତାହେଲେ ଏପଟେ ଏହି ଛୋଟ ପିଲା ଟି କହୁଛି ଯେ ତାର ଜେଜେବାପା ଓ ଜେଜେମା ଙ୍କ ପାଖ ରେ ରହିବ ମୋର୍ ମ-ରି ଯାଇଛି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମାଆ ଶବ୍ଦ ଟି ସେ ବେଶ୍ ମଧୁର , ମାଆ ର ପଣତ୍ କାଣି ରେ ରହିଥାଏ ଅନେକ ଶକ୍ତି ଯାହାକି ନିଜ ପିଲା ମାନ ଙ୍କୁ ଅନେକ ସୁରକ୍ଷା ଦେଇଥାଏ , ମାଆ ଠାରୁ ଅଧିକ ଭଲ ପାଇବା କେହି ବି ଦେଇ ନାହାନ୍ତି । କିନ୍ତୁ ଇଏ କୁ ମାଆ ଯିଏ ନିଜ ଛୁଆ କୁ ଛାଡି ପ୍ରେମିକ କୁ ଅପଣାଉଛି ।

ମାତ୍ର ୬ ମାସ ର ହୋଇଥିଲା ଜିତୁ ତାକୁ ତାର ଜେଜେବାପା ଓ ଜେଜେ ମାଆ ପାଳନ କରିଥିଲେ । ସ୍ତ୍ରୀ କୁ ଝୁରି ଝୁରି ସ୍ବାମୀ ୨୦୧୯ ରେ ଚାଲି ଗଲା । ବର୍ତ୍ତମାନ୍ ସମୟ ରେ ମାଆ ଆସି କହୁଛି ପିଲା କୁ ନେଇଯିବ , ତେବେ ଏହି ମାମଲା ଟି ଯାଇ କାମାକ୍ଷା ନଗର ଥାନାରେ । ତାହେଲେ ବନ୍ଧୁଗଣ ଏହି ଭଳି ମାଆ ଭଗବାନ କାହାକୁ ନ ଦିଅନ୍ତୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.