ପୁଅର ଅନୁରୋଧ ରେ ମା ଗାଇଲେ ଗୀତ, ଏତେ ମାତ୍ରାରେ ଭାଇରାଲ ହେଲା ଯେ ସମସ୍ତେ କରିଲେ ପ୍ରଶଂସା – ଦେଖନ୍ତୁ ଭିଡିଓ

ଖବର

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତାହେଲେ ଏହି ସୋସିଆଲ ମିଡ଼ିଆ ବର୍ତ୍ତମାନ୍ ସମୟ ଏତେ ଲୋକ ପ୍ରିୟତା ତାହା କହିବା ଟା ସମ୍ଭବ ନୁହେଁ । ସୋସିଆଲ ମିଡ଼ିଆ ଆଜି ଅନେକ ଲୋକ ଙ୍କୁ ଲୋକ ପରିଚିତ କରାଇ ନିଜେ ଲୋକ ପ୍ରିୟ ହୋଇ ପାରୁଛି ।

ହଁ ବନ୍ଧୁ ଯେତେବେଳେ ସୋସିଆଲ ମିଡ଼ିଆ ନ ଥିଲା ସେହି ସମୟ ରେ ମଧ୍ୟ ଅନେକ ପ୍ରତିଭା ଥିଲେ କିନ୍ତୁ କିଏ ଅର୍ଥ ଅଭାବ ରୁ ନିଜ ପ୍ରତିଭା ଟି କୁ ସେ କାହାକୁ ବି ଦେଖାଇ ପାରୁ ନ ଥିଲା । ତାହେଲେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଅନେକ ଲୋକ ନିଜ ପ୍ରତିଭା ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରୁଛନ୍ତି ।

ତାହାଲେ ବନ୍ଧୁଗଣ ଆମେ ଦେଖିବାକୁ ଗଲେ ସୋସିଆଲ ରେ ଅନେକ ଭିଡିଓ ପୋଷ୍ଟ ହୋଇଥାଏ କିନ୍ତୁ କିଛି ଭିଡିଓ ଭାଇରାଳ ହୋଇଥାଏ ଓ ଆଉ କିଛି ଭିଡିଓ ହୋଇ ନ ଥାଏ , ଦର୍ଶକ ମାନେ ଯେଉଁ ଜିନିଷ ଟି କୁ ବହୁତ୍ ସାରା ଭଲ ପାଇବା ଦେଲେ ତାହା ଭାଇରାଳ ହେଲା । ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆଉ ଜଣେ ମହିଳା ଙ୍କ ଭିଡିଓ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରେ ତାଙ୍କ ପ୍ରତିଭା ଯିଏ ବି ଦେଖିବ ସେ ଆଶ୍ଚର୍ଯ୍ୟ ହୋଇ ଯିବ ।

ତାହେଲେ ବନ୍ଧୁଗଣ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ପୁଅ ର ଅନୁରୋଧ ରେ ମାଆ ଏକ ଗୀତ ଗାଇଛନ୍ତି ଓ ଯାହାକି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି । ଦର୍ଶକ ମାନେ ବହୁତ୍ ପସନ୍ଦ କରିଛନ୍ତି । ମହିଳା ଜଣକ ଏପଟେ ରୁଟି କରୁଥିବା ସମୟ ରେ ସେପଟେ ପୁଅ ର ଅନୁରୋଧ ପାଇଁ ଗୀତ ଗାଇଛନ୍ତି ।

ତାହେଲେ ମହିଳା ଜଣକ ଗାଉଥିବା ଗୀତ ଟି ହେଉଛି ୧୯୭୬ ମସିହା ର ଏଲ୍ ଲୋକ ପ୍ରିୟ ହିନ୍ଦୀ ଗୀତ । ଯେଉଁ ଭଳି ଭାବେ ନିଜ ସୁମଧୁର କଣ୍ଠ ରେ ସେ ଗୀତ ଗାଇଛନ୍ତି ସତେ ଯେମିତି ମାଆ ସରସ୍ଵତୀ ତାଙ୍କ କଣ୍ଠ ରେ ବିଦ୍ୟମାନ ଅଛନ୍ତି । ଆପଣ ମାନେ ଏହି ଭିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.