ପୁଅକୁ ଗୀତ ଶିଖାଉଛନ୍ତି ଓଡିଶାର ଏକ ନମ୍ବର ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବର୍ତ୍ତମାନ ସମୟରେ ଆସିଗଲା ଗୋଟିଏ ଖୁସି ଖବର । ଆଗାମୀ ଦିନ ମାନଙ୍କ ରେ ନମିତା ଅଗ୍ରୱାଲ ଙ୍କ ସାନ ପୁଅ ମଧ୍ୟ ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ଗୀତ ଗାଇବା ପାଇଁ ଯାଉଛନ୍ତି । ତେବେ ତାଙ୍କ କଣ୍ଠ ରୁ ସୁନ୍ଦର ଗୀତ ଶୁଣିବାକୁ ପାଇବେ ସାରା ଓଡିଶା ବାସୀ । ତେବେ ସେଇଠି ପାଇଁ ନିଜ ସାନ ପୁଅ କୁ ଗୀତ ଗାଇବା ପାଇଁ ଟ୍ରେନିଙ୍ଗ୍ ଦେଉଛନ୍ତି ନିଜେ ନମିତା ଅଗ୍ରୱାଲ । ତେବେ ଏହି ଭଳି ବର୍ତ୍ତମାନ ସମୟରେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି ।

ତେବେ ବନ୍ଧୁଗଣ ଆପଣ ମାନେ ନମିତା ଅଗ୍ରୱାଲ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ନମିତା ଅଗ୍ରୱାଲ ବହୁତ ସାରା ଓଡ଼ିଆ ଭଜନ ଓ ବହୁତ ସାରା ଓଡ଼ିଆ ଆଲବମ୍ ଓ ସିନେମା ରେ ସୁନ୍ଦର ସୁନ୍ଦର ଗୀତ ଗାଇ ସାରିଛନ୍ତି । ସାରା ଓଡିଶା ବାସି ତାଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି । ନମିତା ଅଗ୍ରୱାଲ 80 ଦସକ ରୁ ଓଲିଓଡ୍ ରେ ଗୀତ ଗାଇବା ଆରମ୍ଭ କରଥିଲେ । ନମିତା ଅଗ୍ରୱାଲ 1987 ମସିହା ରେ ପ୍ରଥମ ଥର ପାଇଁ ଓଡ଼ିଆ ଗୀତ ଗାଇବା ଆରମ୍ଭ କରି ଥିଲେ ।

ସେ ପିଲା ବେଳ ରୁ ଗୀତ ଗାଇବା ପାଇଁ ତାଙ୍କ ବହୁତ ଅଧିକ୍ ପସନ୍ଦ ଥିଲା । ଆଉ ସେ ବହୁତ ସୁନ୍ଦର ସୁନ୍ଦର ଗୀତ ଗାଇ ବହୁତ ସାରା ଆୱାଡ ଜିତିଛନ୍ତି । ତେବେ ସେ ସିନେମା ରେ ନୁହଁ ସେ ବହୁତ ସାରା ଧାରାବାହିକ ପାଇଁ ମଧ୍ୟ ବହୁତ ସାରା ଗୀତ ଗାଇ ଛନ୍ତି ଆଉ ତାଙ୍କ ଗୀତ ଶୁଣିବା ପାଇଁ ସମସ୍ତେ ବହୁତ ଭଲ ମଧ୍ୟ ପାଅନ୍ତି । ତେବେ ସେ ଗୀତ ଗାଇବା ପରେ ସୀତାରାମ ଅଗ୍ରୱାଲ ତାଙ୍କୁ ପସନ୍ଦ କରିବାକୁ ଲାଗିଥିଲେ ।

ଆଉ ଏହା ପରେ ସୀତାରାମ ଅଗ୍ରୱାଲ ନମିତା ଅଗ୍ରୱାଲ ବିବାହ ମଧ୍ୟ କରିଥିଲେ । ଆଉ ଏହା ପରେ ନମିତା ଅଗ୍ରୱାଲ ବହୁତ ସାରା ଗୀତ ଗାଇ ଥିଲେ । ଆଉ ତାଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସାର୍ଥକ ଟିଭି ପାଇଁ ମଧ୍ୟ ଗୀତ ଗାଇ ଥିଲେ । ଆଉ ବର୍ତ୍ତମାନ ସମୟ ରେ ନମିତା ଅଗ୍ରୱାଲ ନିଜ ସାନ ପୁଅ କୁ ଗୀତ ଗାଇବା ପାଇଁ ଟ୍ରେନିଂ ଦେଉ ଥିବାର ନଜର ରେ ଆସିଛନ୍ତି । ଯାହା ଦ୍ବାରା ନମିତା ଅଗ୍ରୱାଲ ଙ୍କ ସାନ ପୁଅ ଙ୍କୁ ଗୀତ ଗାଉ ଥିବାର ଦେଖୁ ଥିବାର ପାଇବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.