ଆପଣ ମାନେ ଜାଣିଥିବେ ଆଜି ବି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଭିକ ମାଗି ଚଳୁଛନ୍ତି । ଆଉ ବହୁତ କଷ୍ଟ ରେ ମଧ୍ୟ ଅଛନ୍ତି । ତେବେ ସେଇଠି ପାଇଁ ଆମ ଭାରତ କୁ ଗରିବ ଦେଶ ଭାବରେ ବିବେଚିତ ହୁଏ । ଆଜି ବି ଆମ ଦେଶ ରେ ବେକାରୀ ଅବସ୍ଥା ଅଧିକ ଦେଖି ବାକୁ ମିଳିଥାଏ । କିଛି ଲୋକ ମାନଙ୍କୁ ପରିସ୍ଥିତି ହିଁ ବାଧ୍ୟ କରିଦିଏ ଭିକ ମାଗିବାକୁ ।
ତେବେ ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ମାନେ ଜାଣିଥିବେ କି ସୋସିଆଲ୍ ଆମ ଏମିତି ଏକ ପ୍ଲାଟଫର୍ମ୍ ବନି ସାରିଲାଣି ଯାହାକି ଯେଉଁଥାରେ କିଛି ବି ଘଟଣା ଘଟୁ ତାହା ବହୁତ ଶୀଘ୍ର ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ ହେବାକୁ ଲାଗୁଚି ।
ତେବେ ବର୍ତ୍ତମାନ ସମୟରେ କାହା ପାଖ ରେ ସମୟ ବି ନଥାଏ କି ଘରେ ବସି ନ୍ୟୁଜ ଟିଭି ରେ ଦେଖିବା ପାଇଁ କିମ୍ବା କିଏ ଘରେ ବସି ନ୍ୟୁଜ୍ ପଢିବା ପାଇଁ ତେବେ ସମସ୍ତେ ଏବେ ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ସମସ୍ତେ ବ୍ୟବହାର କରୁଛନ୍ତି ଆଉ ଏହି ସୋସିଆଲ୍ ମିଡିଆ ରେ ଏବେ ସବୁ ଦେଶ ବିଦେଶ ଖବର ବି ମିଳୁଅଛି ।
ତେବେ ଯେଉଁଠି ଯାହା ବି ହେଉ ତାହା ବହୁତ କମ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି ଆଉ ସମସ୍ତ ଙ୍କ ପାଖରେ ବହୁତ କମ ସମୟ ରେ ପହଞ୍ଚି ଯାଉଛି । ତେବେ ଆପଣ ମାନେ ଯଦି ଆମ ର ଏ ଲେଖା ବିଷୟ ରେ ସମ୍ପୁର୍ଣ୍ଣ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ।
ତେବେ ଭୁବନେଶ୍ଵର ରେ ଜଣେ ଭିକାରି ସହ ଭେଟ ହେଇଚି ଯିଏ କି ଇଂରାଜୀ କହିବା ରେ ଟିକେ ହେଲେ ବି ରୋକୁ ନାହାନ୍ତି । ତେବେ ତାଙ୍କର ଏଭଳି ଇଂରାଜୀ ଭାଷାରେ କଥା ବାର୍ତା ହେବା ସମସ୍ତ ଙ୍କୁ ଚକିତ କରି ଦେଉଛି । ତେବେ ସେ ଲୋକ ଟି ର ହାତ ଗୋଡ଼ ବିକଳାଙ୍ଗ ଅଟେ । ତେବେ ସେ 30 ବର୍ଷ ୟୁନିଭର୍ସିଟି ରେ ଭିକ ମାଗୁଥିଲେ ଆଉ ସେଥି ରେ ପଢୁ ଥିବା ପିଲା ମାନଙ୍କ ଠାରୁ କିଛି ଶବ୍ଦ ଇଂରାଜୀ ରେ କ’ଣ କୁହନ୍ତି ତାହା ପଚାରି ପଚାରି 30 ବର୍ଷ ପୁରା ଭିକ ମାଗିଥିଲେ ସେଠାରେ । ଆଉ ଏବେ ସେ ଅନରଗଳ ଇଂରାଜୀ କହୁଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।