ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହିଁ ।ତେବେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ମେଘ୍ନା ମିଶ୍ର , ତେବେ ଆଜି ଆମେ ମେଘ୍ନା ଙ୍କ ବିଷୟ ରେ କିଛି ଜାଣିବା ।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ମେଘ୍ନା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ଅନେକ ଧାରାବାହିକ ଓ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ଆପଣ ମାନେ ମେଘ୍ନା ଙ୍କୁ ଦେଖିଥିବେ ଆମ ପ୍ରସିଦ୍ଧ ଧାରାବାହିକ ଶ୍ରୀ ଜଗନ୍ନାଥ ରେ ଲକ୍ଷ୍ମୀ ଭୂମିକା ରେ ଅଭିନୟ କରିଥିଲେ । ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି ।
ତେବେ ଏହି ଅଭିନେତ୍ରୀ ଜଣକ ବିବାହ ବନ୍ଧନ ରେ ହେବା ପରେ ଅଭିନୟ ଦୁନିଆ ଠାରୁ ଦୂରେଇ ହୋଇଛନ୍ତି । ତେବେ ବନ୍ଧୁଗଣ ମେଘ୍ନା ଙ୍କ ସ୍ୱାମୀ ଙ୍କ ନାମ ହେଉଛି ଚନ୍ଦନ ଓ ଉଭୟ ଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ମେଘ୍ନା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ।
ତେବେ ଏହି ଭିଡିଓ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ବିଷୟ ମେଘ୍ନା କିଛି କହିଛନ୍ତି ଓ ନିଜ ସ୍ବାମୀ ବିଷୟ ରେ କିଛି କହିଛନ୍ତି । ତେବେ ମେଘ୍ନା କହିଛନ୍ତି ସବୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଝଗଡା ଅଛି ମୁଁ ମୋ ସ୍ବାମୀ ସହ ଝଗଡା କରେ ସେ ମଧ୍ୟ ଝଗଡା କରନ୍ତି କିନ୍ତୁ ପରବର୍ତ୍ତୀ ସମୟ ରେ ସେମାନେ କଥା ବାର୍ତ୍ତା ହୋଇ ବେଶ୍ ଖୁସି ରେ ରହି ଥାଆନ୍ତି ।
ତେବେ ବନ୍ଧୁଗଣ ଦୀର୍ଘ ବର୍ଷ ପରେ ମେଘ୍ନା ଅଭିନୟ ଦୁନିଆ କୁ ଫେରୁଛନ୍ତି ଓ ସେ ନିଜ ପରିବାର ଲୋକ ମଧ୍ୟ ସମୟ ଦେଇ ପାରୁ ନାହାଁନ୍ତି ବୋଲି ମେଘ୍ନା ନିଜେ କହିଛନ୍ତି ଏକ ସାକ୍ଷାତକାର ରେ , ତେବେ ଅନେକ କଥା କହିଛନ୍ତି । ତେବେ ବନ୍ଧୁଗଣ ମେଘ୍ନା ଙ୍କ କଥା ରୁ ସ୍ପଷ୍ଟ ଭାବରେ ଜଣା ପଡ଼ୁଛି ଯେ ସେ ନିଜ ଶାଶୁଘରେ ନିଜ ସ୍ବାମୀ ଙ୍କ ସହ ବେଶ୍ ଖୁସି ରେ ଅଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।