ନିଜ ଦୁଇ ଝିଅ ସହ ଝିଲ୍ଲିକ (Jhilik) କରିଲେ ଗୃହପ୍ରବେଶ, ଘରେ ପୁରା ଖୁସିର ଲହରୀ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଦୁଇ ଯାଆଁଳା କନ୍ୟା ଙ୍କୁ ଜନ୍ମ ଦେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ହସ୍ପିଟାଲ୍ ରୁ ଘର୍ କୁ ଫେରିଛନ୍ତି ଅଭିନେତ୍ରୀ ଝିଲ୍ଲିକ , ତେବେ ଆଜି ଆମେ ଜାଣିବା ଯେ ଝିଲ୍ଲିକ ଏବଂ ତାଙ୍କ ଦୁଇ ଝିଅ ଙ୍କ ଗୃହ ପ୍ରବେଶ। କେମିତି କଲେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଝିଅ ଆସିବା ପରେ ବାପା ଡାନି ବହୁତ୍ ଖୁସି ଥିଲେ ଓ ବର୍ତ୍ତମାନ୍ ସମୟ ରେ ତାଙ୍କ ଖୁସି ଦ୍ଵିଗୁଣ । ହଁ ବନ୍ଧୁ ଦୁଇ ଝିଅ ହେବା ପରେ ମନ୍ତ୍ରୀ ପଦ ପାଇଲେ ଓ ଝିଅ ହେବା ପରେ ଏହା ତାଙ୍କୁ ମିଳିଛି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ହେବା ରେ ଲାଗିଛି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଝିଲ୍ଲିକି ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ । ତେବେ ତାଙ୍କ ପ୍ରକୃତ ଘର ହେଉଛି ପଶ୍ଚିମ ବଙ୍ଗ , ତେବେ ସେ ଅଭିନୟ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ ଓ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତାଙ୍କ ଅଭିନୟ ଦେଖିଥିବେ ବହୁ ସାରା ଚଳଚ୍ଚିତ୍ର ରେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଝିଲ୍ଲିକ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିଥିଲେ । ତେବେ ବଙ୍ଗାଳୀ ରୀତି ନୀତି ଅନୁଯାୟୀ ବାହାଘର ଟି ସମ୍ପନ୍ନ ହୋଇଥିଲା । ତେବେ ବିବାହ କରିବା ର ୨ ବର୍ଷ ପରେ ଅଭିନେତ୍ରୀ ଝିଲ୍ଲିକ ନିଜ ଜନ୍ମ ଦିନ ରେ ଯାଆଁଳା କନ୍ୟା ଙ୍କୁ ଜନ୍ମ ଦେଇଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମନ୍ତ୍ରୀ ମଣ୍ଡଳ ରୁ ଅନେକ ମନ୍ତ୍ରୀ ଙ୍କୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ ମଣ୍ଡଳ ରେ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ସାମିଲ କରା ଯାଇଛି । ତେବେ ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ଓ ତାଙ୍କ ଦୁଇ ଝିଅ ଙ୍କ ଗୃହ ପ୍ରବେଶ ହୋଇଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କ ବାପା ପ୍ରଫୁଲ୍ଲ ଘଡେଇ ଯିଏ କି ପୂର୍ବତନ ଅର୍ଥ ମନ୍ତ୍ରୀ ଥିଲେ ।

ତେବେ ଏହା।ପରେ ପ୍ରୀତି ରଞ୍ଜନ ଘଡେ଼ଇ ରାଜନୀତି ମଇଦାନ କୁ ଓହ୍ଲାଇ ଥିଲେ । ବିଧାୟକ ମଧ୍ୟ ହେଲେ । ତେବେ ପ୍ରୀତି ରଞ୍ଜନ ଘଡେ଼ଇ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ମାର୍ଚ୍ଚ ୧୨ ତାରିଖ ୨୦୨୦ ରେ ବିବାହ କରିଥଲେ ଓ ବିବାହ ପରେ ମାନେ ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ର ଦୁଇ କନ୍ୟା ସନ୍ତାନ ଜନ୍ମ ହୋଇଛି । ତେବେ ଦୁଇ କନ୍ୟା ସନ୍ତାନ ହେବା ପରେ ଡାନି ମନ୍ତ୍ରୀ ପଦ ପାଇଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.