ନିଜେ ସିନେମା ର ପ୍ରମୋସନ ପାଇଁ ବିଜେଡି ଅଫିସ ଗଲେ ହିରୋ ବାବୁଷାନ (Babushan) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଛନ୍ତି କି ବାବୁଶାନ ମହାନ୍ତି ଜଣେ ସୁପରଷ୍ଟାର ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ । ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ନାମିଦାମି ଅଭିନେତା ଅଭିନୟ କରୁଛନ୍ତି । ଏ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଆମର ବହୁତ ସୁପରଷ୍ଟାର ଅଭିନୟ କରିବା ର ନଜର ରେ ଆସିଛନ୍ତି । ତେବେ ବର୍ତ୍ତମାନ ସମୟରେ ରେ ବାବୁଶାନ ଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏହି ଭିଡିଓ ରେ ବିଜେପି ଏମଏଲ୍ ଙ୍କ କାର୍ଯ୍ୟଳୟ ରେ ଦେଖିବାକୁ ମିଳିଲା ହିରୋ ବାବୁଶାନ ମହାନ୍ତି ଙ୍କୁ । ବିଜେପି ଏମଏଲ୍ ପ୍ରଣବ ପ୍ରକାଶ ଦାସ ଙ୍କ କାର୍ଯ୍ୟଳୟ ଙ୍କୁ ଯାଇ ଥିବାର ଦେଖିବାକୁ ମିଳିଥିଲା ବାବୁଶାନ୍ ମହାନ୍ତି ଙ୍କୁ । ବାବୁଶାନ ମହାନ୍ତି କ୍ୟାମେରା ଆଗରୁ ଦୂର ରେ ଥିଲେ ମଧ୍ୟ ସେ ଏ ଭିଡିଓ ଟି ନିଜ ଆକଉଣ୍ଡ ରେ ସେୟାର କରିଛନ୍ତି । କ’ଣ ପାଇଁ ସେ ବିଜେପି କାର୍ଯ୍ୟାଳୟ୍ କୁ ଯାଇଥିଲେ । ତେବେ ସମ୍ପୁର୍ଣ୍ଣ ତଥ୍ୟ ଟି ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଏହି ଆର୍ଟିକିଲ୍ ଟିକୁ ସମ୍ପୁର୍ଣ୍ଣ ପଢ଼ନ୍ତୁ ।

ତେବେ ଆପଣ ମାନେ ଜାଣିଥିବେ କି କୋଭିଡ ଲକଡାଉନ୍ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ କୌଣସି ସିନେମା ସୁଟିଂ ହୋଇ ନଥିବା ବା କୌଣସି ସିନେମା ରିଲିଜ ମଧ୍ୟ ହୋଇ ନାହିଁ । ତେବେ ବହୁତ ଦିନ ପରେ ବାବୁଶାନ୍ ମହାନ୍ତି ଙ୍କ ଏକ ସିନେମା ପ୍ରେମମ୍ ରିଲିଜ ହେଇଚି ଆଉ ତାହା ସହ ଏବେ ଆଉ ଗୋଟିଏ ସିନେମା ରିଲିଜ ହେବାକୁ ଯାଉଛି ।

ବର୍ତ୍ତମାନ ସମୟରେ ବାବୁଶାନ ମହାନ୍ତି ଙ୍କ ର ଆଉ ଏକ ସିନେମା ରିଲିଜ୍ ହେବାକୁ ଯାଉଛି ଚଳଚିତ୍ର ଦମନ । ଦମନ ର ଟ୍ରେଲର୍ ରିଲିଜ ହୋଇ ସାରିଛି ଆଉ ଏ ଟ୍ରେଲର୍ କୁ ନେଇ ବିଜେପି କାର୍ଯ୍ୟାଳୟ ଙ୍କୁ ନେଇ ଯାଇଛନ୍ତି ବାବୁଶାନ ଓ ପୁରା ଦମନ ର ଟିମ । ପ୍ରଣବ ପ୍ରକାଶ ଦାସ ଙ୍କୁ ସେ ଭିଡିଓ ଟି ଦେଖେଇ ଥିବାର୍ ନଜର ରେ ଆସିଥିଲେ ।

ଆଉ ପ୍ରଣବ ପ୍ରକାଶ ଦାସ ଏହି ଭିଡିଓ ଟ୍ରେଲର୍ କୁ ଖୁବ ସୁନ୍ଦର ଭାବରେ ଦେଖିଥିଲେ ଆଉ ବହୁତ ଭଲ ରିଭିଓ ଦେଇଥିବାର୍ ବାବୁଶାନ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଡ୍ ରେ ପୋଷ୍ଟ୍ କରି କହିଛନ୍ତି । ବାବୁଶାନ ମହାନ୍ତି ନିଜେ କହିଛନ୍ତି କି ପ୍ରଣବ ପ୍ରକାଶ ଦାସ ଏମଏଲ୍ ଙ୍କୁ ଭେତିଲା ପରେ ସେ ଆମ ଟ୍ରେଲର୍ ଟିକୁ ଖୁବ ଭଲ ଭାବରେ ଦେଖିଥିଲେ । ଏବଂ ବହୁତ ଭଲ ଭାବରେ ଦେଖି ଆମ କୁ ଶୁଭେଚ୍ଛା ମଧ୍ୟ ଜଣେଇଥିଲେ ବୋଲି ନିଜେ ବାବୁଶାନ ମହାନ୍ତି କହିଛନ୍ତି ।

ଏମଏଲ୍ ପ୍ରଣବ ପ୍ରକାଶ ଦାସ ଏବେ ବିଜେଡି ର ମୁଖ୍ୟ କହିଲେ କିଛି ଭୁଲ ହେବ ନାହିଁ ବାବୁଶାନ ମହାନ୍ତି ଙ୍କ ଭେଟିବା ନେଇ ଏବେ ସୋସିଆଲ୍ ମିଡ଼ିଆ ରେ ଜୋର ଚର୍ଚ୍ଚା କାଳେ ବାବୁଶାନ ମହାନ୍ତି ବିଜେଡି ରେ ମିଶିବାକୁ ଯାଉଛନ୍ତି । ତେବେ ଏହା କେତେ ସତ ତାହା ଆଗାମୀ ଦିନ ମାନଙ୍କ ରେ ଜଣା ପଡିବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.