ନିଜର ଦୁଃଖ କୁ ଭୁଲିବା ପାଇଁ ବର୍ଷା (Varsha) ଏବେ ଏମିତି କାମ କରୁଛନ୍ତି ଦେଖିଲେ ଆଖି ଓଦା ହୋଇଯିବ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ପ୍ରତି ମାସର ୧୦ ତାରିଖ ପୂର୍ବରୁ ୩୦ ହଜାର ଦେବେ ବୋଲି ମଧ୍ୟ ନିର୍ଦ୍ଦେଶ ମଧ୍ୟ ରହିଛି । ଆଉ ଏହି ନିର୍ଦ୍ଦଶେ ଅନୁଯାୟୀ ଅନୁଭବ ବର୍ଷା ଙ୍କୁ 30 ହଜାର ଟଙ୍କା ଦେଇ ସାରିଲେଣି । କୋର୍ଟ ର ଅର୍ଡର ଅନୁସାରେ ବର୍ଷା ନିଜ ପାଇଁ ଗୋଟିଏ ଘର ଖୋଜିବେ । ଏହା ବାବଦ ରେ ଅନୁଭବ ବର୍ଷା ଙ୍କୁ ପ୍ରତି ମାସ ରେ 30 ହଜାର ଟଙ୍କା ଦେବେ । ବର୍ତ୍ତମାନ ସମୟରେ କୋର୍ଟ ବର୍ଷା ଙ୍କୁ ଦୁଇ ମାସ ର ସମୟ ଦେଇଛନ୍ତି ନୂଆ ଘର ଖୋଜିବା ପାଇଁ ।

ଆପଣ ମାନେ ଜାଣିଥିବେ କି ଅନୁଭବ ଓ ବର୍ଷା ଙ୍କ ଭିତ ରେ ବହୁତ ଭଲ ପାଇବା ଥିଲା ଆଉ ସେ ଭଲ ପାଇଁ 2014 ମସିହା ରେ ପରସ୍ପର କୁ ବିବାହ କରିଥିଲେ । ତେବେ ବାହାଘର ପରେ ସେ କିଛି ଦିନ ସେମାନେ ଭଲ ରେ ରହିଥିଲେ । ଆଉ ବହୁତ ଦିନ ତାଙ୍କ ର ଯୋଡି ବେସ ଜମୁଥିଲା ।

ତେବେ କିଛି ଦିନ ପରେ ତାଙ୍କ ଭିତରେ କଳି ଝଗଡା ଆରମ୍ଭ ହୋଇ ଥିଲା ଆଉ ଦୁହେଁ ପରସ୍ପର ଙ୍କ ଠାରୁ ଅଲଗା ହେବାକୁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ । ତେବେ ଅନୁଭବ ମହାନ୍ତି ବର୍ଷା ଙ୍କ ଠାରୁ ଅଲଗା ହେବା ପାଇଁ ଚାହୁଁଥିଲା ବେଳେ ବର୍ଷା କିନ୍ତୁ ଅନୁଭବ ଙ୍କ ଠାରୁ ଅଲଗା ହେବା ପାଇଁ ଜମା ବି ଚାହୁଁ ନାହାନ୍ତି ।

ତେବେ ଏହରି ମଧ୍ୟ ରେ ଅନୁଭବ ବର୍ଷା ଙ୍କ ଠାରୁ ଦୁରେଇ ରହିଛନ୍ତି । ଅନୁଭବ ଏବେ ଗୋଟେ ଭଡା ଘରେ ରହୁଛନ୍ତି ତାଙ୍କ ପରିବାର ଲୋକ ଙ୍କ ସାଥି ରେ ରହୁଛନ୍ତି । ଦୀର୍ଘ ଦେଢ଼ ବର୍ଷ ହେବ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଲୋକ ବାହା ରେ ରହୁଛନ୍ତି ଭଡା ଘର ରେ । ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଭଡା ଘରେ ରହୁଥିବା ବେଳେ ବର୍ଷା ଅନୁଭବ ଙ୍କ ପୈତୃକ ଘରେ ରହୁଛନ୍ତି । ତେବେ ବର୍ଷା ଙ୍କୁ ନିଜ ଘରୁ ବାହାର କରିବା ପାଇଁ ଅନୁଭବ ମହାନ୍ତି କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ।

ତେବେ କୋର୍ଟ ର ଅର୍ଡର ଅନୁସାରେ ଅନୁଭବ ପ୍ରତି ମାସ ରେ 30 ହଜାର ଟଙ୍କା ଦେବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ । ତେବେ ବର୍ତ୍ତମାନ ସମୟରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ଠାରୁ ଟଙ୍କା ପାଇଲା ପରେ ନିଜେ ରହିବା ପାଇଁ ନୂଆ ଘର ଖୋଜିବା ରେ ଲାଗି ପଡିଛନ୍ତି । ଏପର୍ୟ୍ଯନ୍ତ ଯାହା ଜଣା ପଡିଛି ବର୍ଷା ଆଗାମୀ ଦିନ ମାନଙ୍କ ରେ କୋର୍ଟ ର ଅର୍ଡର ବିରୋଦ୍ଧ ରେ ଯାଇ ହାଇକୋର୍ଟ କୁ ଯାଇ ପାରନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.