ଦେହ ଦେଖିଲୁ ମଜା ନେଲୁ ,ଏବେ ଟଙ୍କା ଦେ , ଆଉ ନ ଦେଲେ କରିବି ତୋର …. ଦେଖନ୍ତୁ

ବିଶେଷ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ଯେତିକି ସତର୍କ ରହିବ ବହୁତ୍ ଭଲ ରେ ରହିବ । ହଁ ବନ୍ଧୁ ଏହି କଥା ଟି କହିବା ର କାରଣ ହେଲା ଯେ ବହୁ କମ୍ ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ଟିକିଏ ସତର୍କ ଅବଲମ୍ବନ ନ କରି ନିଜେ ହଇରାଣ ହେଉଛନ୍ତି , ଏହି ଭଳି ଘଟଣା ଆପଣ ଙ୍କୁ ଆମେ କଣ ପାଇଁ କହୁଛୁ ଆସନ୍ତୁ ଜାଣିବା

 

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରେ ଏକ ବଡ ଗୁରୁତ୍ଵ ପୂର୍ଣ୍ଣ ଖବର । ହଁ ବନ୍ଧୁ ରାତି ୧୦ ଟା ୩୦ ମିନିଟ ରେ ଜଣେ ଯୁବକ ଙ୍କ ପାଖ କୁ ଅଜଣା ନମ୍ୱର୍ ରେ whatsapp ମେସେଜ ଆସିଲା , hii , ଡ଼ିଅର ଲେଖୁଛନ୍ତି

 

ପରେ ଯୁବକ ଜନକ କହୁଛନ୍ତି କିଏ ଜାଣି ପାରିଲି ନାହିଁ ପରିଚୟ ଦିଅ , ଏହା ପରେ ସେହି ଅଜଣା ନମ୍ୱର୍ ରୁ ଆସୁଛି ଭିଡିଓ କଲ୍ ଓ ପରେ ଏହି କଲ ଟି କୁ କାଟି ଦିଅନ୍ତି ଯୁବକ ଜଣକ କାରଣ ସେହି ସମୟ ରେ ରାତି ପ୍ରାୟ ୧୨ ଟା ହୋଇ ଗଲାଣି । ଅଲଗା ନମ୍ୱର୍ ରୁ ଭିଡିଓ କଲ ଗ୍ରହଣ କରିବା ପୂର୍ବ ରୁ ମନ ରେ ସଙ୍କୋଚ ଲାଗୁ ଥାଏ ।

 

ସେହି ନମ୍ବର ରେ whatsapp ଡିପି ରେ ଦେଖିଲା ବେଲ କୁ ଜଣେ ଅଜଣା ଝିଅ ର ନମ୍ୱର୍ । ପରେ ଅଡିଓ କଲ ଆସୁଥାଏ ସେହି ନମ୍ୱର୍ ରୁ ଏହି କଲ ଟି କଟି ଯିବା ପରେ ସିଧା ସଳଖ କରନ୍ତି ଭିଡିଓ କଲ୍ । ଏହି ଭିଡିଓ କଲ୍ ଟି କରିଥିଲା ଜଣେ ସୁନ୍ଦରୀ ଝିଅ ଓ ଏହି ଭିଡିଓ କଲ୍ ରେ ଥିଲା ନଗ୍ନ ଭିଡିଓ ।

। ତାହେଲେ ବନ୍ଧୁଗଣ ଏହି ଭିଡିଓ ସ୍କିନ ସର୍ଟ ଫଟୋ କିଛି ବେଶ୍ ଚର୍ଚ୍ଚା ରେ ଅଛି ଓ ଏହି ଫଟୋ କୁ ଜଣେ ସଚେତନ ଯୁବକ ଲୋକ ଲୋଚନ କୁ ଆଣିଛନ୍ତି । ସେ ଯୁବକ ଜାଣିଥିଲେ ଯେ ସୁନ୍ଦରୀ ଯୁବତୀ ମାନେ ଏହି ଭଳି ଭିଡିଓ କଲ କରି ନଗ୍ନ ଶରୀର ଦେଖେଇ ସ୍କିନ୍ ସର୍ଟ ନେଇ ବ୍ଲାକ ମେଳୀଙ୍ଗ କରି ଥାଆନ୍ତି ।

 

 

 

ଏମିତି କି ଲକ୍ଷ ଲକ୍ଷ ଟଙ୍କା ନେ଼ଇ ଯାଆନ୍ତି , ଏହି ଯୁବକ ଜଣକ ଟିକିଏ ଆଗୁଆ ସଚେତନ ହୋଇ ଯାଇଥିବାରୁ ସେ ବଞ୍ଚି ଯାଇଛନ୍ତି । ସେ ଭିଡିଓ କଲ ଟି ଗ୍ରହଣ କରିବା ପୂର୍ବ ରୁ ବ୍ୟାକ କ୍ୟାମେରା ଅନ୍ କରିଥିଲେ ଯାହା ଫଳ ରେ କି ତାଙ୍କ ମୁହଁ ଆସି ନ ଥିଲା । ଆପଣ ମାନ ଙ୍କୁ ଏହି ଖବର ଟା ଏଥି ପାଇଁ ଜଣା ହେଉଛି ଯେ ଆପଣ ମାନେ ବି ଟିକେ ସତର୍କ ଓ ସଚେତନ ରୁହନ୍ତୁ ।।

Leave a Reply

Your email address will not be published.