ଦେଖରେ ମଣିଷ ଦେଖ, କାଉ ଓ ମୂଷା କିପରି ମିତ୍ର ହୋଇ ଖାଦ୍ୟ ଭାଗ ବାଣ୍ଟି ଖାଉଛନ୍ତି – ଦେଖନ୍ତୁ ଭିଡିଓ

VIRAL

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ କେହି କାହାର ନୁହଁ । ନିଜ ବଞ୍ଚିଲେ ବାପ ର ନାଁ । ତେବେ ଆଜିକା ଦିନ ରେ ମଣିଷ କେଉଁଠି ବି କାହାକୁ ସାହାଯ୍ୟ କରିବାର ଦେଖିବାକୁ ମିଳୁ ନାହିଁ । ତେବେ ବହୁତ କିଛି ଭିଡିଓ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ତେବେ ସେହି ଭିଡିଓ ରେ ଦେଖି ବାକୁ ମିଳୁଛି କିଏ କାହାକୁ ମାରି ଦେଇଛି ତ କିଏ କାହାକୁ ଧୋକ୍କା ଦେଉଛି । ଆଉ କିଏ ବହୁତ କଷ୍ଟ ଦେଉଛି କାହାକୁ । ବହୁତ କମ ଦେଖିବାକୁ ମିଳିଥାଏ କିଏ କାହାକୁ ସାହାଯ୍ୟ କରୁଛି ଏହା ବହୁତ କମ ଦେଖି ବାକୁ ମିଳିଥାଏ ।

ତେବେ ମଣିଷ ଭାବେ ସେ କାହାକୁ ସାହାଯ୍ୟ ନକରି ତାହା ନିଜ ପାଇଁ ସମ୍ଭାଳି କି ରଖିଲେ କିଛି ଲାଭ ଅଛି କିନ୍ରୁ ଅନ୍ୟ କୁ ସାହାଯ୍ୟ କରିବାରେ ତା ହାତ କମ ଉଠି ଥାଏ । ଅନ୍ୟ କାହାକୁ ସାହାଯ୍ୟ କରିବା ପୂର୍ବ ରୁ 50 ଥର ଭାବେ ହେଲେ ନିଜ ପାଇଁ କିଛି କରିବା ପାଇଁ 1 ଥର ବି ଭାବି ନଥାଏ । କିନ୍ତୁ ଆଜିର ଭିଡିଓ ଟି ରେ କିଛି ଆଲଗା ଦେଖି ବାକୁ ମିଳିଥାଏ ।

ଗୋଟିଏ ପଶୁ ବା ପକ୍ଷୀ ଟେ ହେଇ କେମିତି ଅନ୍ୟ କୁ ସାହାଯ୍ୟ କରୁଛି । ସେ ଭାଗ କରି ରଖି ଦେଉଛି କିଛି ନିଜ ପାଇଁ ଆଉ କିଛି ଆଉ ଜଣକ ପାଇଁ । ତେବେ ଆଜି ର ଏ ଲେଖା ଟିକୁ ଜାଣିବେ ଆଜି ବି ପରୋପକାରୀ ଅଛି । ତେବେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବାକୁ ହେଲେ ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ବିବରଣୀ ଟି ।
ରାସ୍ତା ମାଝୀ ରେ ଗୋଟିଏ ପଡିଥିଲା ପାଉଁରୁଟି ଆଉ ଦେଖି ଧାଇଁ ଆସିଲା ଗୋଟିଏ କାଉ । ଆଉ ତାକୁ ଖୁସି ରେ ଖୁମ୍ପି ଚାଲିଲା ଖାଇବା ପାଇଁ କାଉ । ଟିକେ ଟିକେ ସମୟ ରେ ସେ ପାଉଁରୁଟି ଖାଇବା ପାଇଁ ଧାଇଁ ଆସିଲା ମୂଷା ।

ପାଉଁରୁଟି ପାଖ କୁ ଯିବା ପାଇଁ ବହୁତ ଚେଷ୍ଟା କଲା । ହେଲେ ସେ କାଉ କୁ ଡରି ତା ପାଖ କୁ ଯାଇ ପାରିଲା ନାହିଁ ବା ତାର ସାହସ ହେଲା ନାହିଁ କାଳେ କାଉ ମୂଷା କୁ ଥଣ୍ଟ ଖୁମ୍ପି ଦେବ କାଉ । ବବୁତ ଥର ଚେଷ୍ଟା କଲା ପରେ ବି ମୂଷା ସେ ପାଉଁରୁଟି ପାଖ କୁ ଯାଇ ପରିଲା ନାହିଁ କାଉ କୁ ଡରି କି । ଶେଷ ରେ ନିରାଶ ହୋଇ ରାସ୍ତା କଡକୁ ଫେରି ଗଲା ମୂଷା ।

ହେଲେ କାଉ ଟି ବୋଧଏ ମୂଷା ର ମନ କଥା ବୁଝି ପାରିଲା ସେ ବୁଝି ପାରିଲା କି ମୂଷା ମଧ୍ୟ ସେ ପାଉଁରୁଟି କୁ ଖାଇ ବାକୁ ଚାହୁଁଛି କିନ୍ତୁ କାଉ କୁ ଡରି କି ଆସୁ ପାରୁ ନାହିଁ ପାଉଁରୁଟି ପାଖ କୁ ଆଉ ଏହା ଜାଣି କାଉ ବୋଧଏ ଭାବିଲା ଏକୁଟିଆ ଖାଇବା ରେ କି ମଜ୍ଜା ଅଛି । ଭାଗ କରି ଖାଇଲେ ମୂଷା ର ବି ପେଟ ପୋରିବ ଆଉ ମୋର ବି ପେଟ ପୋରିବ ।

ଆଉ ସତ କୁ ସତ ଭଳି ମଣିଷ ଭଳି ପାଉଁରୁଟି ରି ଟିକେ ଥଣ୍ଟ ରେ ଛିଡାଇ ନେଇ ମୂଷା ପାଖରେ ନେଇ ଥୁଇ ଦେଇ ଆସିଲା । କାଉ ଟି ପାଖ ରୁ ଚାଲି ଯିବା ଦେଖି ମୂଷା ମଧ୍ୟ ପାଉଁରୁଟି ଖଣ୍ଡ କୁ ଧରି ତା ରାସ୍ତା ରେ ଚାଲିଗଲା । ସୋସିଆଲ୍ ମିଡ଼ିଆ ରେ ଏହି ଭିଡିଓ ଟି ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ଟି ମଣିଷ କୁ ବୋଧଏ ବାର୍ତା ଦେଉଛି ଦେଖ ରେ ମଣିଷ ଟିକେ ବୁଦ୍ଧି ଶିଖ

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.