ଦେଖନ୍ତୁ ହିରୋ ବାବୁଶାନ (Babushan) ତାଙ୍କ ପୁଅ ସହ କିପରି ମଜା ମସ୍ତି କରି ସମୟ ବିତାଉଛନ୍ତି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ କି ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ବିଷୟରେ । ବାବୁଶାନ୍ ମହାନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତା ତାହା ସହ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି ବାବୁଶାନ୍ ମହାନ୍ତି । ତେବେ ବାବୁଶାନ୍ ମହାନ୍ତି ତାଙ୍କ ଅଭିନୟ ରେ ସମସ୍ତ ଙ୍କ ମନ ଜିତି କି ରଖି ଛନ୍ତି ଯାହା ଦ୍ବାରା କି ଦର୍ଶକ ମାନେ ବହୁତ ଭଲ ପାଅନ୍ତି ବାବୁଶାନ୍ ମହାନ୍ତି ଙ୍କ ଅଭିନୟ କୁ ।

ତେବେ ବାବୁଶାନ୍ ମହାନ୍ତି ଙ୍କ ପ୍ରତ୍ୟେକ ସିନେମା ରେ ତାଙ୍କ ର କିଛି ନା କିଛି ସୁପରଷ୍ଟାର ଙ୍କ ନଜରିଆ ଅଛି । ତାଙ୍କ ସିନେମା ବାବୁଶାନ୍ ମହାନ୍ତି ଙ୍କ ପ୍ରତ୍ୟେକ ସିନେମା କୁ ଦେଖିବାକୁ ବହୁତ ଭଲ ପାଆନ୍ତି ଦର୍ଶକ ମାନେ । ବାବୁଶାନ୍ ମହାନ୍ତି ତାଙ୍କ ର ଅଭିନୟ ରେ ପ୍ରତ୍ୟେକ ସିନେମା ରେ କମେଡି ସହ ସ୍ୟାଡ କୁ ଓ ଆକ୍ସନ୍ କୁ ବହୁତ ଭଲ ଭାବରେ ଲୋକ ନଜର ରେ ଆଣି ଥାନ୍ତି।

ତାଙ୍କ ର ରୋମାନ୍ସ ସିନ ହେଉ କିମ୍ବା ଆକସନ୍ କିମ୍ବା କୌଣସି ସ୍ୟାଡ୍ ସିନ ହେଲେ ମଧ୍ୟ ସେ ଅଭିନୟ ରେ ସବୁ ଅଭିନୟ ବହୁତ ସୁନ୍ଦର ଭାବରେ କରିଥାନ୍ତି ଯାହା କି ସବୁବେଳେ ବହୁତ ପସନ୍ଦ କରିଥାନ୍ତି ଦର୍ଶକ ବନ୍ଧୁ ମାନେ । ତେବେ ବାବୁଶାନ୍ ମହାନ୍ତି ଙ୍କ ବାପା ମାଆ ମଧ୍ୟ ଆଗରୁ ବହୁତ ସୁନ୍ଦର ଅଭିନୟ କରି ସୁପରଷ୍ଟାର ଙ୍କ ନାଁ ଗଣନା ହେଇ ସାରି ଛନ୍ତି ତାଙ୍କ ଅଭିନୟ କୁ ଦେଖିବାକୁ ବହୁତ ଦର୍ଶକ ମାନେ ଖୁବ ପସନ୍ଦ କରି ଥାନ୍ତି ।

ବାବୁଶାନ୍ ମହାନ୍ତି ଙ୍କ ବାପା ଉତ୍ତମ ମହାନ୍ତି ଓ ତାଙ୍କ ମାଆ ଅପରାଜିତା ତାଙ୍କ ବେଳ ରେ ଅଭିନୟ କରି ବହୁତ ଦର୍ଶକ ମାନଂକୁ ତାଙ୍କର ଫ୍ୟାନ୍ ବନେଇ ପରିଛନ୍ତି ଆଉ ତାଙ୍କ ଯୋଡି କୁ ବହୁତ ଲୋକ ମାନେ ପସନ୍ଦ ମଧ୍ୟ କରନ୍ତି । ତାଙ୍କର ସବୁ ସିନେମା ସୁପରହିଟ ମଧ୍ୟ ହୋଇ ସାରିଛି। ତାଙ୍କ ଅଭିନୟ ଅଭୁଲା ସ୍ମୁତି ଅଟେ ଯାହା କେବେ କାହା ମନରୁ କେବେ ବି ଲୁଚିବ ନାହିଁ ।ଆଉ ତାଙ୍କ ଅଭିନୟ ଦେଖିବା ପାଇଁ ଏବେ ବି ଲୋକ ଆଶା ଭିଡି ବସିଛନ୍ତି । ତେବେ ଏବେ ତାଙ୍କ ର କିଛି ସିନ ରେ ମଧ୍ୟ୍ ତାଙ୍କ ର ପୂର୍ବ ସ୍ମୁତି ଦେଖି ବାକୁ ମିଳେ ।

ତେବେ ଆପଣ ମାନେ ଜାଣିଥିବେ ତାଙ୍କ ପୁଅ ବାବୁଶାନ୍ ମହାନ୍ତି ବହୁତ ସୁନ୍ଦର ଅଭିନୟ କରନ୍ତି । ଯାହାକି ଆମେ ଆପଣ ମାନକୁ ପୂର୍ବ ରୁ କହି ସାରିଛୁ ବାବୁଶାନ୍ ମହାନ୍ତି ଙ୍କ ବିଷୟ ରେ । ତେବେ ବାବୁଶାନ୍ ମହାନ୍ତି ଭଲ ଆକ୍ଟର୍ ହେବା ସହ ବହୁତ ଭଲ ଗୀତ ଗାଇ ଥାନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଅଭିନେତା ବାବୁଶାନ୍ ମହାନ୍ତି ବହୁ ଆଗରୁ ସେ ଜଣେ ଝିଅ କୁ ଭଲ ପାଇ ବିବାହ କରି ସାରିଛନ୍ତି ।

ତେବେ ସେ ତାଙ୍କ ପୁତ୍ର ସନ୍ତାନ ସହ ବହୁତ ଖୁସି ଅଛନ୍ତି । ଯାହା କି ଶୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ୍ ହେଉଛି । ତେବେ ବାବୁଶାନ୍ ମହାନ୍ତି ତାଙ୍କ ସ୍ତ୍ରୀ ଓ ତାଙ୍କ ବାପା ଉତ୍ତମ ମହାନ୍ତି ଓ ତାଙ୍କ ମାଆ ଅପରାଜିତା ମହାନ୍ତି ବହୁତ ସମୟ ବିତେଉଛନ୍ତି କୁନି ପିଲା ସହ ଯାହା କି ଏ ଭିଡିଓ ଟି ବହୁତ ଭାଇରାଲ ହେବାକୁ ଲାଗୁଚି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ସମୟ ରେ ତେବେ କିଛି ଫଟୋ ବାବୁଶାନ୍ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଆଉ ବହୁତ ଖୁସି ଅଛନ୍ତି ବୋଲି ସୋସିଆଲ ମିଡ଼ିଆ ରେ ଜଣାଇଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.