ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନଂକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଅଛନ୍ତି ଯେଉଁ ମାନେ ବହୁତ ଷ୍ଟଗଲ୍ କରି ସଫଳତା ପାଇ ପାରିଛନ୍ତି । ତେବେ ଅଭିନେତା ଦୀପକ କୁମାର ବାରିକ ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଜଣାଶୁଣା ଅଭିନେତା ହେବା ସହ ଲୋକପ୍ରିୟ ଅଭିନେତା ଅଟନ୍ତି । ତାଙ୍କ ଓଡ଼ିଆ ରେ ସମସ୍ତେ ବହୁତ ଭଲ ଭନ୍ରେ ଜାଣିଥିବେ ।
2018 ମସିହା ରେ ଦୀପକ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତାଙ୍କ ସ୍ତ୍ରୀ ନାଁ ହେଉଛି ତନୁଜା ସାହୁ । ତନୁଜା ଙ୍କ ବାପା ଘର ହେଉଛି ଯାଜପୁର । ଦୀପକ ଙ୍କ ଅଭିନୟ କୁ ସବୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦିଅନ୍ତି ଆଉ ବହୁତ ପସନ୍ଦ ମଧ୍ୟ କରନ୍ତି । ତେବେ ଦୀପକ ପ୍ରଥମେ ଓଡ଼ିଆ ଆଲବମ୍ ରୁ ଅଭିନୟ କରିବା ଆରମ୍ଭ କରିଥିଲେ ।
ତାଙ୍କର ଓଡ଼ିଆ ଅଲବମ୍ ରୁ ତାଙ୍କୁ ଦର୍ଶକ ମାନେ ଦେଖିବାକୁ ପସନ୍ଦ କରିଥିଲେ ତାଙ୍କ ର ଅଲବମ୍ ରାମା ରମା ଚିଲ୍ କାମା ର ଆଲବମ୍ ରୁ ଲୋକ ନଜରେ ଅଧିକ ଆସିଲେ ଏହି ଅଲବମ୍ ଟି ବହୁତ ଲୋକ ଙ୍କୁ ସେତେବେଳେ ପସନ୍ଦ ଆସିଥିଲା ।ତାପରେ ସେ ପ୍ରଥମ ଫିଲ୍ମ ମନ ମୋର ପ୍ରଜାପତି ସିନେମା ରେ ସୁଯୋଗ ପାଇଲେ ଅଭିନୟ କରିବା ପାଇଁ ।
ସେହି ସିନେମା ଟି ମଧ୍ୟ ସୁପରହିଟ ହୋଇଥିଲା ଆଉ ଲୋକ ମାନଂକୁ ବହୁତ ପସନ୍ଦ ମଧ୍ୟ ଆସିଥିଲା । ତାପରେ ଏପରି ଭାବରେ ବହୁତ ଚଳଚିତ୍ର୍ ରେ ଅଭିନୟ କରିବାର ସୁଯୋଗ ପାଇଥିଲେ ଦୀପକ । ତେବେ ବର୍ତ୍ତମାନ ସମୟରେ ସେ ରଜ କୁଇନ ରେ ଜର୍ଜ ଭାବରେ କାମ କରୁଛନ୍ତି ସାର୍ଥକ ଚ୍ୟାନେଲ୍ ରେ ।
ତେବେ ବର୍ତ୍ତମାନ ସମୟରେ ତାଙ୍କ ର ବହୁତ ଗୋଡିଏ ଫୋଟ ଆଉ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗୁଚି । ଆପଣ ମାନେ ଜାଣିଛନ୍ତି କି ଦୀପକ କେବେଠୁ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ଆଉ ତାଙ୍କ ପୁଅ ଟିଏ ମଧ୍ୟ ହୋଇଛି । ଏବେ ପୁଅ ସହ କିଛି ଖୁସିର ମୂହୁର୍ତ୍ତ ବିତାଉଥିବାର ନଜର ଆସିଛନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।