ଦେଖନ୍ତୁ ନୂଆ ନୂଆ ବିବାହ ହୋଇଥିବା ହିରୋଇନ ମାନେ ଶାଶୂ ଘରେ କିପରି ରଜ ପାଳନ କରିଲେ – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ସବୁ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ସବୁ ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କ ର ଦମଦାର୍ ଅଭିନୟ ପାଇଁ ସବୁ ବେଳେ ଖୁବ ଚର୍ଚ୍ଚା ରେ ରହି ଆସୁଛନ୍ତି ସୋସିଆଲ୍ ମିଡ଼ିଆ ରେ ।

ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଚଳଚିତ୍ର ଆଉ ଧାରାବାହିକ ହେଉଛି ଯେଉଁଥି ରେ ଆମେ ମାନେ ଦେଖିବାକୁ ପାଉଛେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ କିପରି ଅଭିନୟ କରୁଛନ୍ତି । ଏହି ସୁନ୍ଦର ଅଭିନୟ ଦେଖି ଲୋକ ମାନେ ବେସ ପସନ୍ଦ ମଧ୍ୟ କରୁଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ।
ତେବେ ଆପଣ ମାନେ ଆଜି ଭାବୁଥିବେ କି ଆଜି ଆମେ କାହା ବିଷୟ ରେ କହିବାକୁ ଯାଉଛୁ ତେବେ ଯଦି ଆପଣ ମାନେ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ତେବେ ଆଜି ଆମେ ଆଉ କାହା ବିଷୟ ରେ କହିବାକୁ ଯାଉଛୁ । ତେବେ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ପର୍ବ ବହୁତ ଥାଏ । ଯେପରିକି 12 ମାସ ରେ 13 ପର୍ବ ପାଳନ କରା ଯାଏ । ତେବେ ସବୁ ପର୍ବ ଆମ ଓଡ଼ିଆ ଘର ସ ସଂସ୍କୃତି ଏତେ ଯାହା ଆମ ଓଡ଼ିଆ ଙ୍କ ର ଗୌରବ ଅଟେ ।

ସବୁ ପର୍ବ ଠାରି ରଜ ପର୍ବ ଟି ବହୁତ ପସନ୍ଦ ଥାଏ ସମସ୍ତ ଙ୍କ ର ଆପଣ ମମେ ରାଜ ବିସୟ୍ ରେ ତ ବହୁତ କିଛି ଜାଣିଛନ୍ତି ଏହି ରଜ ପର୍ବ ଆମ ପାଇଁ କେତେ ବଡ଼ ପର୍ବ ତାହା କେବେ ବି ଆମେ ତାର ଧାରଣା ଲଗାଇ ପରିବା ନାହିଁ । ଏହି ପର୍ବ ରେ ସମସ୍ତେ ବହୁତ ସାରା ମଜ୍ଜା ମସ୍ତି ମଧ୍ୟ କରିଥାନ୍ତି ।ତେବେ ଏହି ରଜ କୁ ଝିଅ ମାନେ ଅନେଇ ବସିଥାନ୍ତି ଆଉ ରଜ ରେ ରଜ ପାନ ତାଥାରୁ ଅଧିକ ଭଲ ଲାଗେ । ରଜ ସବୁ ଝିଅ ବୋହୁ ମାନେ ସଜେଇ ହୁଅନ୍ତି ହାତ ରେ ମେହେନ୍ଦି ଆଉ ପାଦ ରେ ଅଳତା ନାଇଁ ସମସ୍ତେ ସଜେଇ ହେଇ ଜାଆନ୍ତି ଦୋଳି ଖେଳିବା ।

ତେବେ ଏହି ରଜ ରେ ଛାଡ଼ ପଡି ନାହାନ୍ତି ଆମର ସବୁ ଓଡ଼ିଆ ହିରୋଇନ ମାନେ । ସମସ୍ତେ ସଜ ହୋଇ ଦୋଳି ଖେଲିଛନ୍ତି ବରଷ ଇ ଥରେ ରଜ ଆସେ ଆଉ ଏ ରଜ ଦୋଳି ନଖେଳି କେହି ବି ତାକୁ ଛାଡି ପାରିବେ ନାହିଁ । ତେବେ ରଜ ସମସ୍ତ ଙ୍କ ପାଇଁ ବହୁତ ଖୁସି ନେଇ ଆସେ । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଥିବେ ସବୁ ହିରୋଇନ ଆଜି ବହୁତ ଦୋଳି ଖେଳିଛନ୍ତି ଆଉ ଦୋଳି ର ଢେର ସାରା ମଜ୍ଜା ମଧ୍ୟ କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.