ଦୁନିଆ ଲୋକ ନି-ନ୍ଦା କରିବା ପରେ ହେଜି ନାହାନ୍ତି ବାବୁଶାନ (Babushan) ସବୁବେଳେ ପ୍ରକୃତି (Prakruti) ଙ୍କୁ କରିଲେ ପ୍ରଶଂସା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ପତି ପତ୍ନୀ ଏବଂ ଆଉ ଗୋଟେ ପଟେ ବାନ୍ଧବୀ , ଗୋଟିଏ ପଟେ ମାଆ ଓ ପତ୍ନୀ ଓ ଆଉ ଗୋଟେ ପଟେ ବାନ୍ଧବୀ । ଦୁନିଆ ଛି ଛାକରା ପରେ ବି ବାବୁଶାନ୍ ହେଜି ନାହାଁନ୍ତି । ସବୁବେଳେ ପ୍ରକୃତି ମିଶ୍ର ଙ୍କ ସମର୍ଥନ କରିଛନ୍ତି । ବର୍ତ୍ତମାନ୍ ସମୟ ରେ ଅଭିନେତା ବାବୁଶାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର। ଗଣ ମାଧ୍ୟମ ରେ ସଫେଇ ଓ ପ୍ରଶଂସକ ମାନ ଙ୍କ ଠାରୁ ଛି ଛାକରା ଶୁଣି ଥିଲେ ମଧ୍ୟ ନି-ଶା ଛାଡୁନି ।


ତାହେଲେ ବନ୍ଧୁଗଣ ପ୍ରଯୋଜକ ମାନେ ମଧ୍ୟ କୌଣସି କାର୍ଯ୍ୟ ରେ ଯୋଗ ଦେଇ ଚଳଚ୍ଚିତ୍ର ପ୍ରମୋସନ୍ କରିବା ପାଇଁ ମନା କରିଦେଇଛନ୍ତି ତଥାପି ପ୍ରକୃତି ମିଶ୍ର ଙ୍କ ସପୋର୍ଟ ରେ ଅଭିନେତା ବାବୁଶାନ୍ । ଉଭୟ ଫିଲ୍ମ ପ୍ରମୋଷନ ଓ ଉତ୍କଳ ଦିବସ ପାଳନ କରିବା ପାଇଁ ଚେନ୍ନାଇ ଯାଇଥିଲେ । ଉଭୟ ଚେନ୍ନାଇ ରେ କୌଣସି ସ୍ଥାନ ରେ ଯୋଗ ଦେଇ ନ ଥିବା ସୂଚନା ମିଳିଛି ।

ଚଳଚ୍ଚିତ୍ର ର ପ୍ରଯୋଜକ ସେମାନ ଙ୍କୁ ବାରଣ କରିଛନ୍ତି , ପ୍ରକୃତି ଙ୍କୁ କାର୍ଯ୍ୟ କ୍ରମ ରେ ସାମିଲ କରିବାକୁ ଜିଦ୍ ଧରିବା ପରେ ଉଭଉ ଙ୍କୁ ବୟକୋଟ କରିଛନ୍ତି ପ୍ରଯୋଜକ । ତାହେଲେ ବନ୍ଧୁଗଣ ଗୋଟିଏ ପରେ ଆଉ ଗୋଟେ ଭିଡିଓ କରି ମା ଓ ପତ୍ନୀ ଙ୍କ ଅଭିଯୋଗ କୁ ଖଣ୍ଡନ କରୁଛନ୍ତି ବାବୁଶାନ୍ ଓ କରୁଛନ୍ତି ପ୍ରକୃତି ମିଶ୍ର ଙ୍କ ସମର୍ଥନ ।

ତାହେଲେ ବନ୍ଧୁଗଣ ପ୍ରଥମେ ବାବୁଶାନ୍ କହିଥିଲେ ଯେ ସେ ପ୍ରକୃତି ମିଶ୍ର ଙ୍କ ସହ ଅଭିନୟ ଆଉ କରିବେ ନାହିଁ ଆଉ ଦରକାର ପଡିଲେ ସେ ସେ କୌଣସି ଅଭିନେତ୍ରୀ ସହ ଅଭିନୟ କରିବେ ନାହିଁ କିନ୍ତୁ ବର୍ତ୍ତମାନ୍ ସମୟ ରେ କରୁଛନ୍ତି ପ୍ରକୃତି ମିଶ୍ର ଙ୍କ ପ୍ରଶଂସା । ବାବୁଶାନ୍ ଙ୍କ ପରିବାର ଓ ପ୍ରକୃତି ମିଶ୍ର ଙ୍କ ବାପା ମା ଙ୍କ ବୟାନ ରେକର୍ଡ କରିବା ପରେ କମିଶନର ପୋଲିସ୍ ପକ୍ଷ ରୁ ନୋଟିସ ଜାରି ହୋଇଛି ।

ଉଭୟ ଙ୍କୁ ଥାନା କୁ ଆସି ନିଜ ମତ ରଖିବାକୁ କହିବାକୁ କୁହା ଯାଇଥିଲେ ମଧ୍ୟ ଉଭୟ ବର୍ତ୍ତମାନ୍ ସମୟ ରେ ଚେନ୍ନାଇ ରେ ଅଛନ୍ତି । ବାବୁଶାନ୍ ଙ୍କ ପରିବାର ପକ୍ଷ ରୁ ପ୍ରକୃତି ମିଶ୍ର ଙ୍କୁ ନିନ୍ଦା କରା ଯାଉଛି ସେ ବାବୁଶାନ୍ ଙ୍କୁ ବ୍ଲାକ ମେଳିଙ୍ଗ କରୁଛନ୍ତି ଓ ପ୍ରକୃତି ବାବୁଶାନ୍ ଙ୍କ ଠାରୁ ଟଙ୍କା ନେଉ ଥିବାର ଅଭିଯୋଗ ଅପରାଜିତା କହିଛନ୍ତି ।

ତାହେଲେ ବନ୍ଧୁଗଣ ପ୍ରକୃତି ମିଶ୍ର ବାବୁଶାନ୍ ଙ୍କ ବ୍ରେନ୍ ୱାସ କରି ତାଙ୍କୁ ଭୁଲ ରାସ୍ତା ରେ ନେଇ ଯାଉଛନ୍ତି । ବାବୁଶାନ୍ ଏହା କୁ ଖଣ୍ଡନ କରିଛନ୍ତି , ପ୍ରକୃତି ମିଶ୍ର ତାଙ୍କର ଜଣେ ଭଲ ବନ୍ଧୁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.