ଦୁଇ ଶିଶୁ କନ୍ୟାଙ୍କର ନାମକରଣ କରିଲେ ହିରୋଇନ ଝିଲ୍ଲିକ (Jhilik) କଣ ରଖିଲେ ନାମ – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ଜାଣିଛନ୍ତି କି ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ନିକଟ ରେ ମାଆ ହୋଇ ସାରିଛନ୍ତି ଏହି କଥା ଟି ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ ମଧ୍ୟ ହେଇଥିଲା । ତେବେ ଆପଣ ମାନେ ଜାଣିଥିବେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଜାଆଁଳା ଶିଶୁ କନ୍ୟା ର ମାଆ ହୋଇଥିଲେ ଯେଉଁଠି ପାଇଁ ସେ ବହୁତ ଖୁସି ଅନୁଭବ ମଧ୍ୟ କରିଛନ୍ତି ।

ଆଉ ଆଜି ତାଙ୍କ ନାମ କରଣ ମଧ୍ୟ କରିଛନ୍ତି ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଆଉ ତାଙ୍କ ସ୍ବାମି । ତେବେ ଆପଣ ମାନେ ନିଶ୍ଚୟ ଭାବ ରେ ଜାଣିବାକୁ ଚାହୁଁ ଥିବେ ତାଙ୍କ ଦୁଇ ଝିଅ ର ନାଁ କଣ୍ଟକ ରଖିଛନ୍ତି । ତେବେ ଆପଣ ମାନେ ଯଦି ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣି ପାରିବେ ।

ତାହେଲେ ଆପଣ ମାନେ ଜାଣିଥିବେ କି ସୁକିନ୍ଦା ର ବିଧାୟକ ଜ୍ଞାନି ଙ୍କୁ ବିବାହ କରିଥିଲେ ଓଡ଼ିଆ ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ତେବେ ବିବାହ ର 2 ବର୍ଷ ପରେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ମାଆ ହୋଇ ଥିଲେ 2 ଟି ଶିଶୁ କନ୍ୟା ର । ନିଜ ଜନ୍ମ ଦିନ ରେ ଏମିତି କିଛି ଉପହାର ସ୍ବାମି ଙ୍କୁ ଦେଇ ଥିଲେ ଖବର ।

ତେବେ ଝିଲ୍ଲିଲ୍ ମାଆ ହେଲା ପରେ ସୋସିଆଲ୍ ମିଡ଼ିଆ ରେ ବେସ୍ ଚର୍ଚ୍ଚା ରେ ରହିଥିଲେ ଆଉ ସେ ଦୁଇଟି ଝିଅ ର ମାଆ ହୋଇଥିଲେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ତେବେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ମାଆ ହେଲା ପରେ ଆଜି ତାଙ୍କ ପିଲା ନାଁ ରଖିଛନ୍ତି ଝିଲ୍ଲିକ୍ ।

ତେବେ ଦୁଇଟି ଜାଆଁଳା ଝିଅ ର ନାଁ ରଖିଛନ୍ତି ଲୋବା ଏବଂ ଲୋମି । ଏବଂ ତାଙ୍କ ଡାକ ନାଁ ରଖିଛନ୍ତି ବନି ଆଉ ମନି ଏବଂ ଏହି ଡାକ ନାଁ ଟି ବହୁତ ସୁନ୍ଦର ହୋଇ ଥିବାରୁ ଝିଲ୍ଲିକ୍ ଙ୍କ ସ୍ବାମି ଏହି ଡାକ ନାଁ ଟି ଦେଇ ଥିବାର ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଉଛି । ତେବେ ସୋସିଆଲ ମିଡ଼ିଆ ର ଚର୍ଚ୍ଚା କୁ ନେଇ ଯେତେ ଜୋର ଧରିଲେ ମଧ୍ୟ ସେ କୌଣସି ପାଟି ଖୋଲନ୍ତି ନାହିଁ । ତେବେ ସୋସିଆଲ ମିଡ଼ିଆ ରେ ସକ୍ରିୟ୍ ଥିବା ଝିଲ୍ଲିକ୍ ବିବାହ ପର ଠାରୁ ଟିକେ ଡାଉନ ହୋଇ ଯାଇଛନ୍ତି ।

ଆଉ ଏବେ ହିରୋଇନ ବଦଳ ରେ ସେ ଏବେ ପ୍ରଡ଼କ୍ସନର ହାଉସ ଖୋଲି ଦେଇଛନ୍ତି ଏବଂ ନିଜ ପ୍ରଡ଼କ୍ସନର ହାଉସ ରେ ନିଜ ଚଳଚିତ୍ର ମଧ୍ୟ ରିଲିଜ ହେବାର ଅପେକ୍ଷା ରେ ରହିଛି । ତେବେ ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ମାଆ ହେଲା ପରେ ପ୍ରଡକ୍ସନର ହାଉସ ସମ୍ଭାଳି ବେ ଆଉ ତାଙ୍କ ସ୍ବାମି ବିଧାୟକ ଓ ମନ୍ତ୍ରୀ ମଣ୍ଡଳ ସମ୍ଭାଳିଅ ବେ । ତେବେ ଜ୍ଞାନି ଦୁଇ ଟି ଝିଅ ହେଲା ପରେ ତାଙ୍କ ଭାଗ୍ୟ ଯେମିତି ଚମକିଲା ଭଳି ଲାଗୁଚି । ତାଙ୍କୁ ମନ୍ତ୍ରୀ ପଦ ମିଳିବା ସହିତ ଝିଲ୍ଲିକ୍ ଙ୍କ ର ପ୍ରଡକ୍ସନର ହାଉସ ମଧ୍ୟ ବହୁତ ଭଲ ରୋଜଗାର କରୁଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.