ଦୁଇ ଚୋ-ର ଧରାପଡିଗଲା ପରେ, ଦୁହିଁଙ୍କ ମଧ୍ୟରେ ଚାଲିଛି ତୁ – ତୁ ମେ ମେ – ଦେଖନ୍ତୁ Video

ରାଜ୍ୟ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ କିପରି ଭାବରେ ଚୋରି ଡ-କା-ୟ-ତି ଦିନ କୁ ଦିନ ବଢିବାରେ ଲାଗିଛି । ଏବେ ସବୁ ଆଡ଼େ କେବଳ ବିପଦ । ଦେଖି ରଖି ଆଗକୁ ବଢିବାକୁ ହେବ । ରାତି ହେଉ କି ଦିନ ସବୁ ଆଡ଼େ ଚୋରି ବଢ଼ୁଛି ତେବେ ଚୋରି କରି ବୁଝି ପାରୁ ନାହାନ୍ତି କି ସେ ତାଙ୍କ ଜୀବନ ରେ କେତେ ବଡ଼ ଭୁଲ କରୁଛନ୍ତି ।

ଆଉ ଯାହାର ସେ ଚୋରି କରୁଛନ୍ତି ଭାବୁ ପାରୁ ନାହାନ୍ତି ସେ କଷ୍ଟ ରେ ଧନ କୁ ଅର୍ଜନ କରୁଛନ୍ତି । ଜୀବନ ରେ ଯଦି ଧନ ଅର୍ଜନ କରିବା ଅଛି ତାହେଲେ ନିଜେ କଷ୍ଟ କରି ନିଜ ର ଭଲ କର୍ମ ଦ୍ବାରା ଧନ ଅର୍ଜନ କରିବା ଦରକାର । ତେବେ ଏମିତି କିଛି ହେଇଚି ଯାହା ଏବେ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଦୁଇଟି ଚୋର ଗୋଟିଏ ଦୋକାନ ରୁ ଟଙ୍କା ଚୋରି କରିଛନ୍ତି ପରେ ଦୁହେଁ ଧାରା ପଡି ପରସ୍ପର ସହ ଝଗଡା ମଧ୍ୟ ଲାଗୁଛନ୍ତି ଯାହା କି ଏବେ କ୍ୟାମେରା ରେ କଏଦ୍ ହେଇଚି । ତେବେ ଏହି ସମ୍ପର୍କ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଯଦି ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

ତେବେ ବଲେଶ୍ବର ଜିଲ୍ଲା ରେ ଏଭଳି ଘଟଣା ଘଟଛି ଯେଉଁଥାରେ ଦୁଇ ଚୋର ଚୋରି କରି ଧାରା ପଡିଛନ୍ତି ଆଉ ଧାରା ପଡିଲେ ପରେ ଦୁହେଁ ବସି କଳି କରୁଛନ୍ତି ତେବେ ଆସନ୍ତୁ ଜାଣିବା ଏହାର ସମ୍ପୁର୍ଣ୍ଣ ଘଟଣା ଟି କ’ଣ ହେଇଚି । ଦୋକାନୀ ରାତି ରେ ଘରେ ଶୋଇଲା ବେଳେ ତା’ର ମାଝୀ ଝରକା ର ଦୁଇଟି ବା ତିନୋଟି ରଡ଼ ଭାଙ୍ଗି ପସିଥିଲେ ଚୋର ।

ରାତି 2:18 ରେ ସିସି ଟିଭି କ୍ୟାମେରା ଦେଖିଲା ବେଳ କୁ ଜଣେ ପିଲା ପଶି ଚୋରି କରୁଛି । ସେ ପିଲା ର ନାମ ହେଉଛି ରଶ୍ମି ରଞ୍ଜନ ସେହି ପିଲା ଟି ଚୋରି କରିଛି । ପିଲା ତ ଚୋରି କଲା ପରେ ଏହା ଦେଖି ସିସି ଟିଭି ରେ ଦୋକାନୀ ସେ ତା ଭାଇ କି କହି ସକାଳେ ସେ ପିଲା କୁ ଡକାଇଲା । ଦୁହେଁ ମିଶି ଚୋରି କରିଛନ୍ତି ।

ତେବେ ଯିଏ ଚୋରି କରିଥିଲା ସେ ମାନି ଯାଉଛି ଚୋରି କରିଛି ବୋଲି କିନ୍ତୁ ସେ ଯାହା କୁ ସବୁ ଟଙ୍କା ଦେଇଛି ସେ ମାନୁନି ଟଙ୍କା ନେଇଚି ବୋଲି ସେ କହୁଛି ସେ ଟଙ୍କା ନେଇନି । ସେ ଦୋକାନ ରୁ ପ୍ରାୟ ଦେଢ଼ ଲକ୍ଷ ଚୋରି କରିଛନ୍ତି । ଏ ସବୁ ଶୁଣି ବାଲେଶ୍ୱର ଜିଲ୍ଲା ର ସୋର ଥାନା ରେ ଅଭିଯୋଗ କରିଛନ୍ତି ଘଟଣା ସ୍ଥଳୀ ରେ ସେମାନେ ମଧ୍ୟ ଥିଲେ ଆଉ ମିଡ଼ିଆ ମଧ୍ୟ ଥିଲେ ସେଠାରେ । ସବୁ ପଚରା କରୁଥିଲେ ଦୁହେଁ ଚୋର ଙ୍କୁ ।

Leave a Reply

Your email address will not be published.