ଦୀର୍ଘ ୧୫ ବର୍ଷ ପରେ ଫୁଣିଥରେ ଟିଭି ପରଦାକୁ ଫେରିଲେ ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ମୋନାଲିସା (Monalisa) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିଥିବା ଅନେକ ଅଭିନେତା ଓ ଅଭିନେତ୍ରି ଅଛନ୍ତି । ସେ ଓଡ଼ିଆ ଆଲବମ୍ ସହିତ ଅନ୍ୟ କେତେକ ଧାରାବାହିକ ବା ଅନେକ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି ତେବେ ସେ ତାଙ୍କ ଓଡିଆ ଫିଲ୍ମ ହଉବା ଓଡ଼ିଆ ଆଲବମ୍ ଓଡିଆ ଧାରାବାହିକରେ ଅଭିନୟ କରି ଦର୍ସକ ମାନଙ୍କ ର ପ୍ରିୟ ହିରୋ ବା ହିରୋଇନି ସାରଛନ୍ତି । ଏବଂ ସେ ତାଙ୍କ ଅଭିନୟ ରେ ଲୋକ ପ୍ରିୟତା ହାସଲ କରିଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହିରୋ ଦେବାଶିଷ ଓ ଆଲବମ୍ ହିରୋଇନି ମୋନାଲିସା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଦୀର୍ଘ 15 ବର୍ଷ ପରେ ଟିଭି ପରଦାକୁ ଫେରିଲେ ମୋନାଲିସା ଏବଂ କ’ଣ ରହିଚି ଏହା ବିଷୟ ରେ ଅଧିକ ରୁ ଅଧିକ ଜାଣିବାକୁ ହେଲେ ଏହି ଭିଡିଓ ଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ତାହା ହେଲେ ବନ୍ଧୁଗଣ ଆପଣ ମାନେ ମୋନାଲିସା ଙ୍କୁ ବହୁତ ଭଲଭାବରେ ଜାଣିଥିବେ ଏବଂ ତାଙ୍କର ଆଲବମ୍ ଗୁଡିକ ମଧ୍ୟ ବେଶ ଭଲଭାବରେ ଦେଖିଥିବେ । ତେବେ ତାଙ୍କ ଆଲବମ୍ ଦ୍ଵାରା ସେ ବହୁତ ଲୋକପ୍ରିୟତା ଅଭିନେତ୍ରୀ ଭାବରେ ପରିଚିତ ହେଇ ସାରିଛନ୍ତି ।


ତେବେ ଆଲବମ୍ ହିରୋଇନି ମୋନାଲିସା 200 ରୁ ଅଧିକ ଆଲବମ୍ ରେ ଅଭିନୟ କରିସାରିଛନ୍ତି ଏବଂ ତାଙ୍କ ଅଭିନୟ ଗୁଡିକ ମଧ୍ୟ ଦର୍ସକ ମାନଙ୍କ ବହୁତ ପସନ୍ଦିତ ହୋଇଥିଲା ଏବଂ ତାଙ୍କ ଆଲବମ୍ ଗୁଡିକ ମଧ୍ୟ ବହୁତ ଲୋକପ୍ରିୟ ହୋଇପାରିଛି । ଆଲବମ୍ ହିରୋଇନି ମୋନାଲିସା ଦେବାଶିଷ ଙ୍କୁ ଭଲପାଇ ବିବାହ କରିଥିଲେ ।

ତେବେ ସେ ବିବାହ ପରେ ଆଲବମ୍ ଦୁନିଆ ବା ଟିଭି ଜଗତରୁ ସମ୍ପୁର୍ଣ୍ଣ ଭାବରେ ଦୁରେଇ ଯାଇଥିଲେ ଏବଂ ଏହା ପରେ ସେ କୋଣସି ଆଲବମ୍ ବା କୋଣସି ଟିଭି ଶୋରେ ନଜରରେ ଆସିନଥିଲେ ।

ଦୀର୍ଘ 15 ବର୍ଷ ପରେ ମୋନାଲିସା ତାଙ୍କ ସ୍ଵାମି ଦେବାଶିଷ ଙ୍କ ସହ ଏକ କମେଡି ସୋ ରେ ନଜରରେ ଆସିଥିଲେ । ତେବେ ତାହାର ନା ହେଉଛି ଖାଡେଙ୍ଗା ଫ୍ୟାମିଲ୍ । ଦୀର୍ଘ 15 ବର୍ଷ ପରେ ମୋନାଲିସା ପୁଣିଥରେ ଟିଭି ପରଦାକୁ ଆସିଛନ୍ତି ଖାଡେଙ୍ଗା ଫ୍ୟାମିଲ୍ ଜରିଆରେ । କିନ୍ତୁ ସେ ଆଉ କୋଣସି ଫିଲ୍ମ ବା କୋଣସି ଧାରାବାହିକ ବା କୋଣସି ଆଲବମ ରେ ମଧ୍ୟ ଅଭିନୟ କରିବେ ନାହିଁ ବୋଲି ସେ କହିଛନ୍ତି । ଜି ସାର୍ଥକରେ ପ୍ରସାରିତ ହେଉଥିବା

ଖାଡେଙ୍ଗା ଫ୍ୟାମିଲ୍ ଜରିଆରେ ମୋନାଲିସା ଟିଭି ପରଦା କୁ ପୁଣି ଥରେ ଆସିଥିଲେ । ତାହାହେଲେ ବନ୍ଧୁଗଣ ମୋନାଲିସା ଆପଣ ମାନଙ୍କୁ କେମିିତି କା ଲାଗନ୍ତି ବା ମୋନାଲିସା ଙ୍କ ଆଲବମ୍ ଗୁଡିକ କେମିତି କା ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିସ୍ଚୟ ଭାବରେ ଜଣାଇବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.