ଦିନଗଢୁଛି ରଶ୍ମିରେଖାଙ୍କ (Rasmirekha) ମୃ-ତ୍ୟୁର ସସପେନ୍ସ ବଢିବାରେ ଲାଗିଛି, ରଶ୍ମିଙ୍କ ଦେହରେ ରାଜା ନାଁର ଟାଟୁ ଦେଖି ସହି ପାରୁନଥିଲା ସନ୍ତୋଷ – ଦେଖନ୍ତୁ Video

ମନୋରଞ୍ଜନ ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ରଶ୍ମି ରେଖା ଙ୍କ ମୃ-ତ୍ୟୁ ସାରା ଓଡ଼ିଶା ରେ ବେଶ୍ ଚର୍ଚ୍ଚା ରେ ଅଛି । ତେବେ ରଶ୍ମି ରେଖା ଙ୍କ ନେଇ ବର୍ତ୍ତମାନ୍ ସମୟ ରେ ବଡ ବଡ ଖବର ଆସୁଛି ଓ ଆଜି ଆମେ ସେହିଭଳି ଏକ ଖବର ବିଷୟ ରେ ଜାଣିବା , ତେବେ ଆସନ୍ତୁ ଜାଣିବା

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ରଶ୍ମି ରେଖା ଙ୍କ ହାତ ରେ ଏକ ଟାଟୁ ରହିଛି ଓ ଏହି ଟାଟୁ ରେ ଅଭିନେତା ରାଜା ଙ୍କ ନାମ ରହିଛି । ତେବେ ଏହାକୁ ଦେଖି ଥିଲା ସନ୍ତୋଷ ତେବେ ଏହା ହିଁ ଥିଲା ଈର୍ଷାନିତ୍ ହେବା ର ପ୍ରମୁଖ କାରଣ । ତେବେ ରାଜା ଙ୍କ ସହ ସଂପର୍କ ଭାଙ୍ଗି ଯାଇଥିଲେ ମଧ୍ୟ ଟାଟୁ ରେ ରାଜା ଙ୍କ ନାମ ରହିଥିଲା ।

ଯାହାକି ରାଜା ଙ୍କ ଜନ୍ମ ଦିନ ରେ ସେ ନିଜ ହାତ ରେ ବନାଇ ଥିଲେ । ତେବେ ରାଜା ଙ୍କୁ ବହୁତ୍ ଭଲ ପାଉଥିଲେ ରଶ୍ମି ବିବାହ କରିବା ପାଇଁ ମଧ୍ୟ ଇଚ୍ଛୁକ ଥିଲେ , ତେବେ ଏହି କଥା ଟି ରାଜା ମଧ୍ୟ ଗଣ ମାଧ୍ୟମ ସାମ୍ନା ରେ ପ୍ରତିକ୍ରିୟା ରଖି ଥିଲେ । ତେବେ ସଂପର୍କ ଭାଙ୍ଗି ଯାଇଥିଲା ବିବାହ ଘର୍ ମଧ୍ୟ କିନ୍ତୁ ଟାଟୁ ଥିଲା ରାଜା ମଧ୍ୟ ଲେଖା ହୋଇଥିଲା ।

ତେବେ ଏହି ଟାଟୁ ପାଇଁ ହୁଏ ବୋଧେ ସନ୍ତୋଷ ରଶ୍ମି ଙ୍କ ସବୁବେଳେ ଝଗଡା ଲାଗୁଥିଲା । ହଁ ବନ୍ଧୁ କେଉଁ ପ୍ରେମିକ ବା ସ୍ବାମୀ ସହି ପାରିବ ନିଜ ସ୍ତ୍ରୀ ହାତ ରେ ଅନ୍ୟ ପୁରୁଷ ର ନାମ ଥିବାର । ତେବେ ଏଥି ପାଇଁ ଉଭୟ ଙ୍କ ମଧ୍ୟ ରେ ଝଗଡ଼ା ଲାଗୁଥିଲା । ତେବେ ଏ ପଟେ ରାଜା କହୁଛନ୍ତି ଯେ ରଶ୍ମି ରେଖା ଙ୍କ ସହ ଆଉ କୌଣସି ସଂପର୍କ ନାହିଁ।

ତେବେ ଏପଟେ ସନ୍ତୋଷ ମଦ ପିଇ ଆସି ରଶ୍ମି ଙ୍କୁ କହୁଛନ୍ତି ଯେ ରାଜା ଙ୍କ ସହ ତୋର କଣ ସଂପର୍କ । ତେବେ ସନ୍ତୋଷ ବୋଧେ ସନ୍ଦେହ କରୁଥିଲା ଯେ ଅନ୍ୟ ପୁରୁଷ ଟାଟୁ ରହି ପାରୁଛି ତେବେ ମନ ରେ କଣ ପାଇଁ ସେ ନଥିବ। ତେବେ କାରଣ ପାଇଁ କଣ ସବୁବେଳେ ସନ୍ତୋଷ ସନ୍ଦେହ କରୁଥଲେ ରଶ୍ମି ରେଖା, ଙ୍କୁ ଓ ଏଥି ପାଇଁ କି ରଶ୍ମି ରେଖା ଏହି ଭଳି ନିଷ୍ପତ୍ତି ନେଇଗଲେ କି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.