ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ଏମିତି ବହୁତ କିଛି ଘଟଣା ଓ ଅଘଟଣ ଘଟୁଛି ଯାହା ଏବେ ଦେଖିବାକୁ ମିଳିଥାଏ ସୋସିଆଲ୍ ମିଡ଼ିଆ ରେ । ତେବେ ଯାହାକୁ ଆପଣ ମାନେ ସବୁ ନ୍ୟୁଜରେ ବା ସୋସିଆଲ୍ ମିଡ଼ିଆ ରେ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ । ତେବେ ବର୍ତ୍ତମାନ ସମୟ ରେ ଏମିତି କିଛି ଘଟଣା ଘଟିଛି ଯାହାକୁ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଆଉ ଯାହା ଏବେ ନିଆଁ ଭଳି ଭାଇରାଲ୍ ହେଉଛି ସୋସିଆଲ ମିଡ଼ିଆ ରେ ।
ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏମିତି କିଛି ନ୍ୟୁଜ ଟି ଭାଇରାଲ ହେବାକୁ ଲାଗୁଚି ଯାହା ସମସ୍ତ ଙ୍କୁ ଚକିତ୍ କରି ରଖି ଦେଇଛି ବା ଆଶ୍ଚର୍ୟ୍ଯ କରି ଦେଉଛି । ତେବେ ଏପରି ଏକ ଭିଡିଓ ସାମ୍ନା ଆଣିବାକୁ ଯାଉଛୁ ଯାହା ବିଷୟ ରେ ଆମେ ମାନେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସେ ସଂମ୍ପର୍କ ରେ ।
ତେବେ ଏହି କିଛି ଦିନ ତଳେ ଘଟଣା ଘଟିଥିଲା ଯାହା ଏବେ ଜଣେ ମହିଳା ନିଜର ମନ୍ତବ୍ୟ ଦେଇଛନ୍ତି ତେବେ ଏହି ଘଟଣା ସମ୍ପୁର୍ଣ୍ଣ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହା ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣି ପାରିବେ । ତେବେ ଏହି ମହିଳା ଜଣକ କହିଛନ୍ତି କି ଯଦି ଆମ ଉପରେ କୌଣସି ପୁରୁଷ ନିଜ ର ବଳ ପ୍ରୟୋଗ କରେ ତେବେ ଆମେ ବି ଚେଷ୍ଟା କରିବା ଦରକାର ତାକୁ ଆମ ଠାରୁ ହରେଇବା ପାଇଁ ।
ଯାହା କି ପୂର୍ବ ରୁ ସେ ଝିଅ କହିଥିଲା କି ତାଙ୍କୁ ଜବରଦସ୍ତୀ ଲିପକିସ୍ ଦେଇଥିବା କଥା ସେ କହୁଛନ୍ତି ସେ ପିଲା ହେଉଛି ତାଙ୍କ ପିଲା ଦିନର ସାଙ୍ଗ ଆଉ ତାଙ୍କ ପାଖକୁ ତାଙ୍କ ସ୍ବାମି ପଠେଇ ଥିଲେ ଏହା କେତେ ମାତ୍ରା ରେ ସତ ଏହିଥିରୁ ଜଣା ପଡୁଛି । ଯଦି ସ୍ବାମି ପଠେଇଲେ ତେବେ ତାଙ୍କ ସ୍ବାମି କେମିତି ଚିହ୍ନିଲେ ସେ ତାଙ୍କ ର ପିଲା ଦିନ ର ସାଙ୍ଗ ବୋଲି ।
ଯଦି ସେ ଝିଅ ର ସ୍ବାମି ଜାଣିଲା କି ସେ ତାଙ୍କ ସ୍ତ୍ରୀ ପିଲା ଦିନ ର ସାଙ୍ଗ ତାହେଲେ ସେ ଝିଅ ହିଁ ତା ସ୍ବାମି ଙ୍କୁ କହିଥିବେ । ଯଦି ସେ ଜବରଦସ୍ତୀ କଲା କେବଳ ଲିପକିସ୍ ପାଇଁ କାହିଁକି ସେ ଆଗକୁ ବି ଯାଇ ପାରିଥାଆନ୍ତା । ତେବେ ସେ ଏହା କଲା ବେଳ କୁ ସେ ଝିଅ କିଛି ଆକ୍ସନ୍ ନେଲା ନାହିଁ କାହିଁକି । ସେ ବି କିଛି ପ୍ରତିକ୍ରିୟା ଦେବା କଥା ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।