ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବେଳେ ବେଳେ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି ।
ତେବେ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ବା ଆଗ ଧାଡ଼ି ର ଅଭିନେତ୍ରୀ । ତେବେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଅର୍ଚ୍ଚିତା ସାହୁ , ତେବେ ଅର୍ଚ୍ଚିତା ଙ୍କୁ ନେଇ ଆସିଛି ଏକ ଖୁସି ଖବର ଯାହାକି ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅର୍ଚ୍ଚିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ବହୁ ସାରା ଚଳଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର କୁ ଲୋକ ପ୍ରିୟ କରାଇ ପାରିଛନ୍ତି ।
ତେବେ ଅର୍ଚ୍ଚିତା ସାହୁ ବହୁ କମ୍।ବୟସ ରୁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନିଜ ଅଭିନୟ କରିଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ଅଭିନେତା ସବ୍ୟ ଙ୍କ ସହିତ ବହୁ ସାରା ଚଳଚିତ୍ର ରେ ନଜର ଆସିଛନ୍ତି । ତେବେ ଏହି ଦୁଇ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି । ତେବେ ଏହି ଯୋଡି ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ତେବେ ବର୍ତ୍ତମାନ ସମୟ ରେ ଉଭୟ ବିବାହ ପରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଯୋଡି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଭାବେ ପରିଚିତ ହେବା ସହିତ ବାସ୍ତବିକ ଜୀବନ ରେ ସମାଜ ସେବି । ତେବେ ଉଭୟ ଙ୍କୁ ସାରା ଓଡ଼ିଶା ବାସୀ ମନେ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ଜାଣିଥିବେ ଅତି ନିକଟ ରେ ସରି ଯାଇଛି ରଜ , ତେବେ ଏହି ରଜ ଉପଲକ୍ଷେ ତରଙ୍ଗ ଟିଭି ଏକ ଆୟୋଜନ ପ୍ରସ୍ତୁତ କରିଥିଲେ ଯାହାର। ନାମ ହେଲା ଘୋ ଘା ରଜ । ତେବେ ଆୟୋଜନ ରେ ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଉପସ୍ଥିତ ଥିଲେ ଓ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ନଜର ଥିଲେ ।
ତେବେ ବନ୍ଧୁଗଣ ଅର୍ଚ୍ଚିତା ଙ୍କୁ ନେଇ ଆସିଥିବା ବଡ ଖବର ଟି ହେଉଛି ଅର୍ଚ୍ଚିତା ଙ୍କୁ ତରଙ୍ଗ ଟିଭି ର ବ୍ରାଣ୍ଡ ଆମ୍ବସଡର୍ ବୋଲି ଘୋଷଣା କରା ଯାଇଛି ଓ ଯାହାର ଦୃଶ୍ୟ ଆପଣ ମାନେ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉଥିବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।