ତପୁଙ୍କୁ (Tapu Mishra) ମନେ ପକାଇ ଏଲି (Eli Padhi) କହିଲେ ମୁଁ ତପୁ ମିଶ୍ରଙ୍କ ସହ ବହୁତ କ୍ଲୋଜ ଥିଲି, ଆମେ ଦୁଇ ଭଉଣୀ ଭଳି ଥିଲୁ, ଏବେବି ବିଶ୍ୱାସ ହେଉନି ସେ ଆଉ ନାହାନ୍ତି ବୋଲି – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ଜାଣିଛନ୍ତି କି ଜୀବନ ରେ ଏମିତି ବହୁତ କିଛି ଘଟଣା ଘଟି ଯାଏ ଯାହା ଆମେ କେବେ ବି କଳ୍ପନା ମଧ୍ୟ କରି ନଥାଉ । ବହୁତ କିଛି ଘଟଣା ହୁଏ ଯାହା କି ଅଦିନିଆ ଝଡ଼ ଭଳି ଜୀବନ ରେ ବୋହି ଯାଏ । ବହୁତ କଷ୍ଟ ଲାଗେ ଏହି ସବୁ ସମୟ ରେ । ବହୁତ ଭାଙ୍ଗି ପଡେ ମଣିଷ । ତେବେ ଆମ ମାନଙ୍କ ର ଏମିତି ବହୁତ ପ୍ରିୟ ଲୋକ ଅଛନ୍ତି ଯାହା କୁ ଆମେ ହରାଇ ତାଙ୍କ ବିନା ବଞ୍ଚି ବାକୁ ହୁଏ ।

ଆମ ର ଯେତେବେଳେ ଅତି ପ୍ରିୟ ଲୋକ ଟି ଆମ ଠାରୁ ଦୁରକୁ ଚାଲି ଯାଏ ବହୁତ କଷ୍ଟ ହୁଏ । ତେବେ ଆସନ୍ତୁ ଆଜି ଜାଣିବା ଏହି ସମ୍ପର୍କ ରେ । ତେବେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣି ପାରିବେ ।

ତେବେ ଆପଣ ମାନେ ଅଭିନେତ୍ରୀ ଏଲି ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ବହୁତ ଜଣାଶୁଣା ଅଭିନେତ୍ରୀ ହେବା ସହ ବହୁତ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଅଟନ୍ତି । ତେବେ ଏଲି ବହୁତ ଓଡ଼ିଆ ଆଲବମ୍ ଅଭିନୟ କରିଛନ୍ତି ଆଉ ତାଙ୍କ ର ପ୍ରାୟ ଗୀତ ସୁପର ହିଟ ମଧ୍ୟ ହେଇଚି ।

ତେବେ ଅଭିନେତ୍ରୀ ଏଲି ବହୁତ ସିନେମା ଓ ଧାରାବହିକ ରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ତାଙ୍କୁ ପ୍ରାୟ ଦର୍ଶକ ମାନେ ବହୁତ ପସନ୍ଦ କରି ଥାନ୍ତି । ତେବେ ଆଜି ଏଲି କିଛି କହିଛନ୍ତୁ ସିଙ୍ଗର ତପୁ ଙ୍କ ବିଷୟ ରେ ତେବେ ତପୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ବହୁ ଜଣାଶୁଣା ସିଙ୍ଗର ସେ ବହୁତ ସୁନ୍ଦର ଗୀତ ଗାଇଛନ୍ତି । ସେ ବହୁତ କମ୍ ବୟସ ରେ ସଫଳତା ହାସଲ କରି ପରିଥିଲେ ।

ତେବେ ଏଲି କହିଛନ୍ତି କି ଦୁଃଖ ସମସ୍ତ ଙ୍କ ଜୀବନ କୁ ବହୁତ ଆସେ ଆଉ ଦୁଃଖ କୁ ଭୁଲି ଆଗକୁ ଯିବା ବହୁତ କଷ୍ଟ ଅଟେ । ତେବେ ସମସ୍ତ ଙ୍କ ପର୍ଶିନାଲ ଲାଇଫ ରେ ମଧ୍ୟ ଦୁଃଖ ଆସିଛି । ତେବେ ସେ ସିଙ୍ଗର ତପୁ ଙ୍କ ବିଷୟ ରେ ମଧ୍ୟ ଦୁଃଖ ର ସହ କହିଛନ୍ତି କୋଭିଡ ଟାଇମ୍ ରେ ଯେତେବେଳେ ସେ ଘରେ ଥିଲେ ତାଙ୍କ ସ୍ବାମି ଙ୍କ ସହ ଥିଲେ ସେତେବେଳେ ତାଙ୍କୁ କଲ୍ ଆସିଥିଲା କି ତପୁ ମିଶ୍ର ବହୁତ ସିରିଏସ ରେ ଅଛନ୍ତି । ଆଉ ଯେତେବେଳେ ଜାଣିଲେ ଯେ ତପୁ ମିଶ୍ର ଏ ଦୁନିଆ ରେ ନାହାନ୍ତି ସେତେବେଳେ ସେ ଏହା ବିଶ୍ବାସ୍ କରି ନଥିଲେ ।

ଏଲି ଆଉ ତପୁ ବହୁତ କ୍ଲୋଜ ଥିଲେ ଦୁ ଭଉଣୀ ଭଳି ଥିଲେ ଆଉ ଏବେ ଆଜି ବି ବିଶ୍ବାସ୍ କରି ପାରୁ ନାହାନ୍ତି ତପୁ ମିଶ୍ର ନାହାନ୍ତି ବୋଲି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.