ଢେଙ୍କାନାଳ ର ଏହି ବ୍ୟକ୍ତି କହିଲେ ମୁଁ ହାତ ମାରିଦେଲେ ବିଷ ଝଡିଦେବି

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଏହି ଦୁନିଆ ରେ ଅନେକ ବ୍ୟକ୍ତି ସାପ କାମୁଡା ରେ ମୃ-ତ୍ୟୁ କରନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅଧିକାଂଶ ଲୋକ ମାନେ ସାପ କାମୁଡା ପରେ ମେଡିକାଲ ନ ଯାଇ ଗୁଣିଆ ପାଖ କୁ ଯାଇଥାନ୍ତି ବିଷ ହରଣ କରିବା ପାଇଁ , ତେବେ ଆଜି ଆମେ ଏହି ବିଷୟ ରେ ଜାଣିବା

ତେବେ ବନ୍ଧୁଗଣ ମେଡିକାଲ ସାଇନ୍ସ ରେ ସାପ କାମୁଡା, କୁକୁର କାମୁଡ଼ା ଭଳି ଅନେକ ପଶ୍ର ମାନ ଙ୍କ କାମୁଡା ର ଆୟୁର୍ବେଦିକ ଚିକିତ୍ସା ନାହିଁ କିନ୍ତୁ ଲୋକ ମାନେ ଅନ୍ଧ ବିଶ୍ବାସ ରେ ଅନ୍ଧ ହୋଇ ମରଣ କୁ ଆପଣାଇ ନିଅନ୍ତି . ମେଡିକାଲ୍ ସାଇନ୍ସ କହୁଛି । ତେବେ ବର୍ତ୍ତମାନ୍ ସମୟ ରେ ସାପ ଝାଡୁ ଥିବା ଜଣେ ବ୍ୟକ୍ତି କଣ କହୁଛନ୍ତି ଆସନ୍ତୁ ଜାଣିବା ,

ତେବେ ଏହି ବ୍ୟକ୍ତି ଜଣକ ସାପ କାମୁଡା ର ଭଲ କରି ଥାଆନ୍ତି ଝାଡ଼ିକି ଓ ଚେର ମୂଳି ଦେଇ ଭଲ କରନ୍ତି ବୋଲି କହୁଛନ୍ତି । ତେବେ ଏହି ଚେର ମୂଲି ୨୩ ପ୍ରକାର ଜିନିଷ ମିଶିବା ସହ ଚୂନ ଗୋଲିବାକୁ ଏକ ପାଉଡର । ତେବେ ଏହାକୁ ମାରିବା ପରେ ହାତ ରେ ଫୋଟକା ହୋଇ ବିଷ ବାହାରି ଯିବ । ତେବେ ୬୦ ରୁ ୭୦ ବର୍ଷ ହେଲା ସେ ଏହି କାର୍ଯ୍ୟ କରି ଆସୁଛନ୍ତି ।

ତେବେ ଏହି କାର୍ଯ୍ୟ ତାଙ୍କୁ ଦେବ ଦେବ ମହାଦେବ ଶିଖାଇଛନ୍ତି । ତାଙ୍କୁ ସେ ବର୍ ଦେଇଛନ୍ତି । ହଁ ବନ୍ଧୁ ସେ କହିଛନ୍ତି ଯେ ମହାଦେବ ତାଙ୍କୁ ଜଗିକି ବର୍ ଦେଇଛନ୍ତି । ତେବେ ତାଙ୍କ ପାଖ ରେ ଅଧିକ ଲୋକ ଭଲ ହୋଇକି ଯାଉଥିବା ବେଳେ କିଛି ଲୋକ ମୃ-ତ୍ୟୁ କରନ୍ତି ଓ ଆଉ କିଛି ଲୋକ ମେଡିକାଲ ଆସି ଥାଆନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅଧିକାଂଶ ଲୋକ ମାନେ ସାପ କାମୁଡା ମାତ୍ର କେ ଝଡା ଫୁଙ୍କା କରନ୍ତି ମେଡିକାଲ ବହୁତ୍ କମ୍ ଯାଇଥାନ୍ତି । ତେବେ ବିଶ୍ୱାସ ନ ଥିଲେ ଲୋକ ଯଦି ଝଡ଼ା ପୁଙ୍କା ଦ୍ବାରା ମରି ଯାଉଛନ୍ତି ତେବେ କଣ ପାଇଁ ଲୋକ ସାପ କାମୁଡା ହେଉ ବା ଅନ୍ୟ କୌଣସି ଜୀବ ଜନ୍ତୁ କାମୁଡ଼ିଲେ ହସ୍ପିଟାଲ୍ ନ ଯାଇ ଝଡା ଫୁଙ୍କା କରିବାକୁ ଯାଉଛନ୍ତି ।

ତେବେ ଏହା ଅନ୍ଧ ବିଶ୍ବାସ କୁ ବିଶ୍ୱାସ ତାହା ତ ଆପଣ ମାନେ ନିଶ୍ଚିନ୍ତ ଜାଣି ପାରୁଥିବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.