ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି । ତେବେ ଏହି ଅଭିନେତା ମାନ ଙ୍କ ମଧ୍ୟ ରେ ଅଛନ୍ତି ବହୁ ହାସ୍ୟ ଅଭିନେତା ଅଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଙ୍କୁ ଦର୍ଶକ ମାନେ ବେଶ୍ ପସନ୍ଦ କରି ଥାଆନ୍ତି କାରଣ ଦର୍ଶକ ମାନ ଙ୍କୁ କେବଳ ଏହି ହାସ୍ୟ ଅଭିନେତା ଅନେକ ହସାଇ ଥାଆନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ହାସ୍ୟ ଅଭିନେତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆପଣ ମାନେ ନିଶ୍ଚିନ୍ତ ଯୋଗେଶ ଯୋଜ ଙ୍କୁ ଜାଣିଥିବେ । ତେବେ ନିଜ ଅଭିନୟ ରେ ଦର୍ଶକ ମାନ ଙ୍କୁ ବେଶ୍ ହସାଇ ଥାଆନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ମଧ୍ୟ ଯୋଗେଶ ଯୋଜୋ ଦର୍ଶକ ମାନ ଙ୍କୁ ବେଶ୍ ହସାଇ ଥାଆନ୍ତି ।
ତେବେ ବନ୍ଧୁଗଣ ଆପଣ ଜାଣିଥିବେ ଯେ ସମସ୍ତ ଙ୍କୁ ହସାଉ ଥିବା ଲୋକ ଟି ଆଜି ଦୁଃଖ ରେ ସେ ନିଜ ଦୁଃଖ କୁ ସମସ୍ତ ଆଗ ରେ ପରି ପ୍ରକାଶ ମଧ୍ୟ କରିଛନ୍ତି । ତେବେ ବନ୍ଧୁଗଣ ଏହାରି ଭିତରେ ଯୋଜୋ ଙ୍କୁ ନେଇ ଏକ ବଡ ଖବର ଆସି ଯାଇଛି । ହଁ ବନ୍ଧୁ ଆଜି ଆମେ ଏହି ଖବର ଟି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯୋଜୋ ଗତ କିଛି ଦିନ ତଳେ କହିଥିଲେ ଯେ ସେ ଅପହରଣ ହୋଇଥିଲେ ବୋଲି କିନ୍ତୁ ବର୍ତ୍ତମାନ୍ ସମୟ ରେ ଅପହରଣ କଥା ମିଛ ବୋଲି କହୁଛନ୍ତି , ତେବେ ଏହା କଣ ସତ୍ ରେ ମିଛ ନା ଯୋଜୋ ଚାପ ରେ ପଡି ତାଙ୍କ ବୟାନ ବଦଳାଉ ଛନ୍ତି ।
ତେବେ ସେଦିନ ଯଦି ଏହାକୁ ମାନସିକ ଚାପ୍ ରେ କହିଥିଲେ ଓ ଆଜି ବି ମଧ୍ୟ ମାନସିକ ଚାପ ରେ କହିଥାଇ ପାରନ୍ତି । ହଁ ବନ୍ଧୁ ଦିନେ କହୁଥିଲେ ତାଙ୍କୁ ଅପହରଣ କରି ମାଡ ମାରିଥିଲେ କିନ୍ତୁ ଆଜି କହୁଛନ୍ତି ସେ ମାନସିକ ଚାପ ରେ ପଡି ଏହି କଥା କହୁଛନ୍ତି । ତେବେ ହସାଉ ଥିବା ଲୋକ ଟି ଆଜି କାନ୍ଦୁଛି ।
ତେବେ କଣ ହେଇଛି ଜୋଜୋ ଙ୍କ ର , ତେବେ ପାରିବାରିକ ବିବାଦ ଚାପ ନା ବାହ୍ୟ ଚାପ । ତେବେ କିଏ କଣ ମାନସିକ ଚାପ୍ ରେ ପଡି ଅପହରଣ କଥା କଣ ପାଇଁ କହିବ । ତେବେ ହସାଉ ଥିବା ଲୋକ ଟି ଆଜି କଣ ପାଇଁ କାନ୍ଦୁଛି ତାହା ସ୍ପଷ୍ଟ ଭାବରେ ଜଣା ପଡୁ ନାହିଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।