ଟେଲି ଅଭିନେତ୍ରୀ ରଶ୍ମିରେଖା (Rasmirekha) ନିଜର ମୃ-ତ୍ୟୁ ପୂର୍ବରୁ ଏମିତି କିଛି ଭିଡିଓ କରିଥିଲେ ଯାହାକୁ ଦେଖିଲେ ଆପଣଙ୍କ ଆଖି ଓଦା ହୋଇଯିବ – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଚଳଚ୍ଚିତ୍ର ହେଉ ବା ଧାରାବାହିକ । ତେବେ ଏହି ଅଭିନୟ ଦୁନିଆ ରେ ଯିଏ ବି ପାଦ ଦେଇଥାଏ ସେ ବେଶ୍ ଲୋକ ପରିଚିତ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।


ତେବେ ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ଦେଖାଇ ଦର୍ଶକ ମାନ ଙ୍କୁ ବହୁ ପରିମାଣ ରେ ମନୋରଂଜନ କରାଇ ଥାଆନ୍ତି କିନ୍ତୁ ଯେତେବେଳେ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନ ଥାଏ ବା ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇ ଥାଆନ୍ତି । ତେବେ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବାକୁ ଇଚ୍ଛୁକ ଥାଆନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ଅଭିନୟ ଦୁନିଆ ରୁ ନୁହେଁ ବରଂ ଏହି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ।


ଯାହାକୁ ନେଇ ଦର୍ଶକ ମାନେ ବେଶ ମନ୍ ଦୁଃଖ କରୁଛନ୍ତି , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ରଶ୍ମି ରେଖା ଓଝା । ତେବେ ଆପଣ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ କେମିତି କହିବି କହ ରେ ରୂପାଲି ଚରିତ୍ର ରେ ନଜର ଆସୁଥିଲେ , ମୂଖ୍ୟ ଅଭିନେତ୍ରୀ ସୁପ୍ରିୟା ଙ୍କ ସାଙ୍ଗ ହୋଇଥିଲେ ।

ତେବେ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ , ତେବେ ବର୍ତ୍ତମାନ୍ ସମୟ ରେ ଏହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ଆଉ ଏହି ଦୁନିଆ ରେ ନାହାଁନ୍ତି। ତେବେ ମୃ-ତ୍ୟୁ ବରଣ କରିଛନ୍ତି , ତାଙ୍କ ମୃ-ତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ।

ତେବେ ବନ୍ଧୁଗଣ ରଶ୍ମି ରେଖା ଓଝା ଙ୍କୁ କିଏ ହ-ତ୍ୟା କରିଛନ୍ତି ନା ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ତାହା ଅସ୍ପଷ୍ଟ । ତେବେ ପୋଲିସ ବର୍ତ୍ତମାନ୍ ସମୟ ରେ ପୋଲିସ ତାର ତଦନ୍ତ ଆରମ୍ଭ କରି ଦେଇଛି । ତେବେ ବର୍ତ୍ତମାନ୍ ସମୟ ରେ ରଶ୍ମି ରେଖା ଓଝା ଙ୍କ କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ।

ତେବେ ଏହି ଭିଡିଓ ହେଉଛି ତାଙ୍କ ସର୍ଟ ରିଲ୍ସ ଭିଡିଓ ଓ ଏହି ଭିଡିଓ ରେ ରଶ୍ମି ରେଖା ଓଝା କାନ୍ଦି କାନ୍ଦି କିଛି ଭିଡିଓ କରିଛନ୍ତି ଓ ଆଖି ରୁ ଲୁହ ମଧ୍ୟ ବାହାରିଛି । ତେବେ ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.