ଟୁଙ୍ଗୁରୁ ଭୋଳ କହିଲେ ଏବେ ଆଉ ଟୋ ଚଲେଇବିନି, ଫିଲ୍ମ କରିବି ୨ କୋଟି ସମ୍ପତି ହେଲେ ତୋର ମୋର ଜଙ୍ଗଲ ଚାଲିଯିବା – ଦେଖନ୍ତୁ Video

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଖବର ବହୁ ପରିମାଣ ରେ ବେଶ୍ ଚର୍ଚ୍ଚା ରେ ଅଛି । ତେବେ ଏହି ଖବର ଟି ହେଉଛି ଟୁଙ୍ଗୁର୍ ଭୋଳ କୁ ନେଇ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଟୁଙ୍ଗୁର୍ ଭୋଳ କୁ ନେଇ ଆସି ଯାଇଛି ଏକ ବଡ ଖବର , ତେବେ ଆସନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ଆପଣ ମାନେ ଟୁଙ୍ଗୁର୍ ଭୋଳ ଓ ବର୍ଷା ଙ୍କ ପ୍ରେମ୍ କାହାଣୀ ବିଷୟ ରେ ଜାଣିଥିବେ । ତେବେ ଉଭୟ ଙ୍କ ପ୍ରେମ କାହାଣୀ ସାରା ଓଡ଼ିଶା ରେ ବେଶ୍ ଚର୍ଚ୍ଚା ରେ ଅଛି । ତେବେ ଆପଣ ମାନେ ଜାଣିଥିବେ ବର୍ଷା ଙ୍କ ର ଦୁଇ ଟି ପୁଅ । ତେବେ ଜଣ କୁ ୧୮ ହୋଇଥିବା ବେଳେ ଆଉ ଜଣ କୁ ୧୧ ବର୍ଷ । ତେବେ ଆପଣ ମାନେ ଏହି ବିବାଦ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ ।

ତେବେ ଏହାରି ଭିତରେ ବର୍ଷା ଓ ଟୁଙ୍ଗୁର ଭୋଳ ଙ୍କୁ ନେଇ ଏକ ଖବର ଆସି ଯାଇଛି । ହଁ ବନ୍ଧୁ ବର୍ଷା ଙ୍କ ସହ ଫୋନ ରେ କଥା ହେଉଛନ୍ତି ଟୁଙ୍ଗୁର , ତେବେ ଟୁଙ୍ଗୁର ଏମିତି କିଛି କହୁଛନ୍ତି ଯାହାକୁ ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ , ହଁ ବନ୍ଧୁ ବର୍ଷା ଟୁଙ୍ଗୁର ଙ୍କୁ କହୁଛନ୍ତି ଯଦି ସୁଟିଂ ସେଟ ରୁ ଆଉ ଯାହାକୁ ଭଲ ପାଇ ବସୁ ତେବେ ।

ଟୁଙ୍ଗୁର ବର୍ଷା ଙ୍କୁ କହୁଛନ୍ତି ତୋ ଛଡ଼ା ମୋ ଛଡା ଆଉ କେହି ନାହାଁନ୍ତି । ତୋ ଛଡା ଆଉ କେହି ନାହାଁନ୍ତି । ତେବେ ଆଗ ଜାଗା ପ୍ଲଟ କୋଟିଏ ଦୁଇ କୋଟି ଟଙ୍କା ଆସି ଯାଉ । ତେବେ ସେ ଆସିବା ପରେ ମୁଁ ମୋର ପ୍ଲାନ ଚଳେଇବି ।

ତେବେ ଏହା ପରେ ବର୍ଷା କହୁଛନ୍ତି ଟୁଙ୍ଗୁର ଙ୍କୁ ଯେ ତମ ବାପା ଙ୍କୁ କହୁନ ସେ ଯାହା ଚାହୁଁ ଛନ୍ତି ମୁଁ ତାଙ୍କୁ ସେହି ଜିନିଷ ଦେବି ବୋଲି । ତେବେ ଟୁଙ୍ଗୁର ଭୋଳ କହୁଛନ୍ତି ଧିର ପାଣି ପଥର କାଟେ । ତେବେ ଏହି ଭଳି ଏମିତି କିଛି କଥା ହେଉଛନ୍ତି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

ତେବେ ବର୍ଷା ଙ୍କ ପାଇଁ ଟୁଙ୍ଗୁର ହାତ କାଟିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ତେବେ ଟୁଙ୍ଗୁର ଭୋଳ କଣ ପାଇଁ ଗଣ ମାଧ୍ୟମ ଙ୍କ ସାମ୍ନା ରେ ଏମିତି ଅଭିନୟ କରୁଛନ୍ତି । ତେବେ ଟଙ୍କା ପାଇଁ ଅଭିନୟ କରୁଛନ୍ତି କାରଣ ଟୁଙ୍ଗୁର ଭୋଳ ନିଜେ କହୁଛନ୍ତି କୋଟିଏ ଦୁଇ କୋଟି ଟଙ୍କା ହୋଇଗଲେ ପ୍ଲଟ ହୋଇଗଲେ ସେ ତାର ପ୍ଲାନିଂ କରିବ ବୋଲି ବର୍ଷା ଙ୍କୁ କହୁଛି ଓ ଯାହା ଆପଣ ମାନେ ଆମର ଏହି ପେଜ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.