ଟୁଙ୍ଗୁରୁ ଭୋଳ କରିଲେ ବଡ ଖୁଲାସା, ସେ ନିଜ ବାହାଘରକୁ ନେଇ ଦେଲେ ଏମିତି ପତିକ୍ରିୟା – ଦେଖନ୍ତୁ Video

ରାଜ୍ୟ

ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ ଏକ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଖୁବ ଚର୍ଚ୍ଚା ଧରିଛି ତେବେ ଜଣେ ଓଟୋ ଵାଲା ଙ୍କୁ ଭଲ ପାଉଛନ୍ତି ଜଣେ ବିବାହିତା ମହିଳା ଯାହାର କି ପୂର୍ବ ଜଣେ ସ୍ବାମି ଅଛି ଆଉ ତାହା ସହ ଅଛି ଦୁଇଟି ପିଲା । ତେବେ ବର୍ତ୍ତମାନ ସମୟରେ ଟୁଙ୍ଗୁରୁ ଭୋଳ ତେବେ ଏହି ନାଁ ଟି ଏବେ ଖୁବ ଜଣାସୁଣା ହୋଇ ସାରିଲାଣି ସୋସିଆଲ୍ ମିଡିଆ ରେ ।

ଏହି ମହିଳା ଟୁଙ୍ଗୁରୁ ଭୋଳା ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ଭରତପୁର ଥାନା ରେ । ସେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତୁଙ୍ଗୁରୁ ଭୋଳା ତାଙ୍କୁ ବିବାହ ର ପ୍ରତିଶୃତି ଦେଇ ତାଙ୍କ ସହ ପ୍ର-ତା-ର-ଣା କରିଛନ୍ତି । ଯାହା କୁ ନେଇ ଦୁଇ ଦିନ ହେବ ସେ ଥାନା ର ଦ୍ବାରସ୍ଥ ହୋଇ ଥିଲେ । କିନ୍ତୁ ଏପର୍ୟ୍ଯନ୍ତ ଜଣା ପଡି ନାହିଁ ଘଟଣା ର ପୁରା ସତ୍ୟତା । ତେବେ କଣ ସମ୍ପର୍କ ଥିଲା ବର୍ଷା ଓ ତୁଙ୍ଗୁରୁ ଭିତ ରେ ।


ତୁଙ୍ଗୁରୁ କହିବା ଅନୁସାରେ ସେ ତାଙ୍କୁ କେଉଁ ମନ୍ଦିର ରେ ବାହା ହୋଇ ନାହାନ୍ତି ସେ ଆଗରୁ ବାହା ହୋଇ ଥିଲେ ଆଉ ତାଙ୍କ ର ସ୍ବାମି ଓ ପିଲା ଛୁଆ ଅଛନ୍ତି । ତେବେ ସେହି ମହିଳା ଙ୍କ ନାଁ ହେଉଛି ବର୍ଷା । ତେବେ ତାଙ୍କୁ ଏମିତି ସମସ୍ତ ଆଗରେ ଖରାପ କହି କହି ବଦନାମ କରୁଛନ୍ତି ବୋଲି ସେ ଟୁଙ୍ଗୁରୁ କହୁଛନ୍ତି।

ତେବେ ଟୁଙ୍ଗୁରୁ ଙ୍କ ବୟସ ମାତ୍ର 21 ବର୍ଷ ହେଲା ବେଳେ ବର୍ଷା ଙ୍କ ବୟସ 40 ବର୍ଷ ବହୁତ ଅଧିକ ଫିର ବି ବର୍ଷା ତାଙ୍କ ପଛ ଛାଡୁ ନାହାନ୍ତି ଆଉ ତାଙ୍କୁ ସବୁଥେ ଅସୁବିଧା ପକାଉଛନ୍ତି । ବର୍ଷା ଟୁଙ୍ଗୁରୁ ତାଙ୍କ୍ ନିଜ ଘର କୁ ଡାକି ଥିଲା ଆଉ 8 ଦିନ ପରା ଜବରଦସ୍ତୀ ତାଙ୍କୁ ଘରେ ରଖିଥିଲେ ଆଉ ବାଧ୍ୟ କରିଥିଲେ ତାଙ୍କୁ ମ୍ୟାରେଜ କରିବା ପାଇଁ ।

ବର୍ଷା ଏମିତି କହିବାରୁ ଟୁଙ୍ଗୁରୁ ତାଙ୍କ ଘରୁ ଲୁଚି ରାତି ରେ ପଳେଇ ଆସିଥିଲେ ଘର ପଛ ଦେଇ ଆଉ ସେଠାରେ ବର୍ଷ ତାଙ୍କୁ ବହୁତ ହଇରାଣ କରିବା ସହ ତାଙ୍କୁ ଜଗୁଥିଲେ କି ସେ ଛାଡିକି ଯେମିତି ନ ଯିବେ । ତେବେ ସେ ମହିଳା ଜଣକ ବହୁତ ବାଧ୍ୟ କରୁଥିଲେ ଟୁଙ୍ଗୁରୁ ଙ୍କୁ ବାହା ହେବା ପାଇଁ କିନ୍ତୁ ତୁଙ୍ଗୁରୁ ଯମା ବି ରାଜି ନାହାନ୍ତି ଆଉ ସେ କହୁଛନ୍ତି ସେ ତାଙ୍କ ବାପ ମାଆ ଙ୍କ ଅନୁମତି ବାହା ହେବେ ସେ ଯେଉଁଠି ବି କହିବେ ସେଇଠି ବାହା ହେବେ । ତେବେ ସେ ବର୍ଷା ଯାହା କହୁଛି ମିଛ କହୁଛି ଏପରି ଭାବରେ ସେ ନିଜ ବିଷୟ ରେ ସଫେଇ ଦେଇଛନ୍ତି ଟୁଙ୍ଗୁରୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.