ଟୁଙ୍ଗୁରୁଙ୍କ ପରେ ବର୍ଷାଙ୍କ ଗୀତ ହେଲା ଭାଇରାଲ, ବର୍ଷା କାନ୍ଦୁଛି ରେ ଏକା ବସି, ମାତ୍ର କିଛି ସମୟରେ ୧୦ ମିଲିୟନ ରୁ ଅଧିକ ଲୋକ ଦେଖି ସାରିଲେଣି – ଦେଖନ୍ତୁ Video

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଟୁଙ୍ଗୁର ଭୋଳ ଙ୍କ ପରେ ବର୍ଷା ଭୋଳ ଙ୍କୁ ନେଇ ଆସି ଯାଇଛି ଏକ ଗୀତ , ବର୍ଷା କାନ୍ଦୁଛି ରେ ବସି ଏକା । ତେବେ ଫୁଲେଶ୍ୱର୍ ବସ୍ତି ର ଟୁଙ୍ଗୁର ଭୋଳ ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ , ତେବେ ବର୍ଷା ଭୋଳ ଙ୍କ ପ୍ରେମ କାହାଣୀ କୁ ନେଇ ଆପଣ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉ ଥିବେ ।

ତେବେ ବର୍ଷା ଭୋଳ ଯିଏ କି ନିଜ ସ୍ବାମୀ ଓ ଦୁଇ ଟି ପିଲା ଙ୍କୁ ଛାଡି ଟୁଙ୍ଗୁର ଭୋଳ କୁ ବିବାହ କରିବେ ବୋଲି ଥାନା ରେ ଧାରଣା ଦେଇଥିଲେ । ତେବେ ବର୍ଷା ଭୋଳ ଯିଏ କି ଟୁଙ୍ଗୁର ନାମ ରେ ଅନେକ ଅଭିଯୋଗ ଆଣିଥିଲେ , ତେବେ ମହିଳା ଙ୍କ ସବୁ ଅଭିଯୋଗ ମିଛ ବୋଲି ଟୁଙ୍ଗୁର ଭୋଳ କହିଥିଲେ ।


ତେବେ ବନ୍ଧୁଗଣ ଏପଟେ ଗଣ ମାଧ୍ୟମ ଙ୍କୁ ବର୍ଷା ଙ୍କ ଅଭିଯୋଗ ମିଛ ବୋଲି କହୁ ଥିବା ସମୟ ରେ ଏପଟେ ବର୍ଷା ଙ୍କ ସହ ଟୁଙ୍ଗୁର ଫୋନ୍ ରେ ପ୍ରେମାଳପ ଚଳାଉଛନ୍ତି ଓ ବିବାହ କରିବେ ବୋଲି ତାଙ୍କୁ ପ୍ରତିଶୃତି ଦେଉଛନ୍ତି ।ତେବେ ପରେ ପରେ ଟୁଙ୍ଗୁର ମ୍ୟୁଜିକ୍ ପାଇଁ ଡକା ହୋଇଥିଲା ଯେଉଁଥିରେ ସେ ହିରୋ ସାଜିଥିଲେ ।


ତେବେ ଏହା ପରେ ବର୍ତ୍ତମାନ ସମୟ ରେ ବର୍ଷା ଭୋଳ ଙ୍କୁ ଏବେ ଆଲବମ୍ ମ୍ୟୁଜିକ୍ ରେ ହିରୋଇନ୍ ପାଇଁ ସ୍ଥାନ ମିଳିଛି । ତେବେ ଉଭୟ ଙ୍କ ମ୍ୟୁଜିକ୍ ଭିଡିଓ ଆସିଛି ଯାହାକୁ ଦେଖିବା ପରେ ପ୍ରାୟତ ଅଧିକ ଲୋକ ନିନ୍ଦା କରିଛନ୍ତି ।ତେବେ ଏହି ଗୀତ ଟି ଜାଣନ୍ତୁ ଯାହା ବର୍ଷା ଙ୍କୁ ନେଇ ଆସିଛି

ଏ କାହାଣୀ ଟା ସେଇ ପ୍ରେମ ର ଅତି ଆପଣାର ଥିଲୁ ତୁ ମୋର ‘ ସ୍ୱାର୍ଥପର ପର ପ୍ରେମ୍ ସିନା ଥିଲା ତୋହର ଦେଇ ଦେଲୁ ମତେ ଖାଲି ଲୁହ ଉପହାର । କେମିତି ତୁ ଦେଲୁ ରେ ଧୋକା , ହେଇ ଗଲା ପରେ ଲୋକ ସହ ବର୍ଷା କାନ୍ଦୁଛି ଏକା ଏକା । ତେବେ ଏହି ଆଲବମ ଗୀତ ଟି ବର୍ଷା ଭୋଳ ନଜର ଆସିବେ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ଏହି ଗୀତ ଟି ଅଧିକାଂଶ ଦର୍ଶକ ନି-ନ୍ଦା କରିଛନ୍ତି । ତେବେ ଉଭୟ ଯେଉଁ କୁ କାର୍ଯ୍ୟ କରିଛନ୍ତି ତାହା ତାଙ୍କୁ ଲଜ୍ୟା ଲାଗିବା କଥା କିନ୍ତୁ ଉଭୟ ସୁପର ଷ୍ଟାର୍ ହେବା କୁ ଚାହୁଁ ଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *