ଟୁଙ୍ଗୁରଙ୍କ ବିଷୟରେ ହେଲା ସାଂଘାତିକ ଖୁଲାସା, ଭାଇରାଲ ହେଲା ଏମିତି କିଛି ଫଟୋ ଯାହାକୁ ଦେଖିଲେ… ଦେଖନ୍ତୁ Video

ରାଜ୍ୟ

ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ତୁଙ୍ଗୁରୁ ଭୋଳ ନାଁ ରେ ଖୁବ ଭାଇରାଲ ହେଉଛି । ତାଙ୍କ ର ପ୍ରେମ ଏବେ ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ଭାଉଜ ଆଉ ଦିଅର ପ୍ରେମ ଏକ ନିଆରା ରେ ଚାଲିଛି । ତେବେ ତୁଙ୍ଗୁରୁ ଭୋଳ ଏ ନାଁ କୁ ନେଇ ଏବେ ସବୁଥି ଚର୍ଚ୍ଚା । ସେ ସହର ହେଉ କି ଗାଁ ସବୁଠି ଟ୍ରେଣ୍ଡ ରେ ଚଲିଛନ୍ତି ଟୁଙ୍ଗୁରୁ ଭୋଳ । ତେବେ ସେ କିଏ ଟୁଙ୍ଗୁରୁ ଭୋଳ । ଏଇଠି କି ପ୍ରେମର ରଙ୍ଗ ଲଗାଇଲେ ଯେ , ତୁଙ୍ଗୁରୁ ପାଇଁ ସେ ସର୍ବଶ୍ୱ ଛାଡି ଦେଲେ ବର୍ଷା ।

ସ୍ବାମି ଙ୍କ କଥା ଛାଡ଼ ତୁଙ୍ଗୁରୁ ଙ୍କ ପ୍ରେମ ଏତେ ବାଇଆ କଲା ନିଜେ ଜନ୍ମ କରିଥିବା ଦୁଇ ପିଲା ଙ୍କୁ ଛାଡି ଦେଇ ଆସିଛି ମାଆ । କିଛି ଦିନ ତଳେ ଜଣେ ମହିଳା ଶାଢ଼ୀ ଶଙ୍ଖା ସିନ୍ଧୁର୍ ଏମିତି ଗେଣ୍ଡୁମାଳ ଧରି ଥାନା ରେ ପହଞ୍ଚି ଥିଲେ । ଆଉ ଟୁଙ୍ଗୁରୁ କୁ ବାହା ହେବା ପାଇଁ ଜିଦ କଲେ । ତାହା ଏବେ ସବୁଠି ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।  ଫୁଣି ଥରେ ଶୁଣନ୍ତୁ କେମିତି ଟୁଙ୍ଗୁରୁ ପ୍ରେମ କୁ ପାଇବା ଲାଗି ବିକଳ ହେଉଛନ୍ତି ବର୍ଷା ।


ବର୍ଷା କହୁଛନ୍ତି ତାଙ୍କୁ ପାଇବା ପାଇଁ ତୁଙ୍ଗୁରୁ ବହୁତ ତାଙ୍କୁ ହଇରାଣ କରିଛି କହିଛି କି ଯଦି ତୁଙ୍ଗୁରୁ ଯଦି ବର୍ଷା କୁ ନପାଏ ତହେଲେ ସେ ବିଷ ଖାଇ ନହେଲେ ଦଉଡି ଦେଇ ମରିଯିବ । ସେ କୁଆଡେ ବର୍ଷା ଙ୍କୁ ବହୁତ ଭଲ ପାଏ । ଆଉ ସେ ବର୍ଷା ବିନା ରହି ପାରିବ ନାହିଁ । ସେ ବର୍ଷା କୁ ବହୁତ ଭଲ ପାଏ । ଏମିତି କରିବାରୁ ବର୍ଷା ବାଧ୍ୟ ହେଲେ ତାଙ୍କ ସ୍ବାମି ଆଉ ପିଲା କୁ ଛାଡିଲେ ।

ତେବେ ବର୍ଷା ଙ୍କ ର ଏ ବିକଳିଆ ପ୍ରେମ ର ନାୟକ ସାଜି ଥିବା ଟୁଙ୍ଗୁରୁ ଭୋଳ ପୁରା ସାଙ୍ଘାତିକ ପ୍ରମାଣ ଲାଗିଛି ଏବେ ସୋସିଆଲ୍ ମିଡ଼ିଆ ରେ । କେତେବେଳେ ବାଇକ ଉପରେ ତ କେତେବେଳେ ଘର ଭିତ ରେ ଆଉ କେତେବେଳେ ଖାଇବା ଥାଳି ପାଖ ରେ । ଫୁଣି କେତେବେଳେ ରାସ୍ତା କଡରେ ତେବେ ଏପରି ଭାବରେ ସେ ବର୍ଷା କୁ ନିଜ ପ୍ରେମ ଜାଲ ରେ ପକେଇଛନ୍ତି ଆଉ ତାଙ୍କ ସ୍ବାମି ଙ୍କ ଠାରୁ ଛଡେଇ ନିଜ ପ୍ରେମ ରେ ପକେଇ ଦେଲେ ଟୁଙ୍ଗୁରୁ ।

ବର୍ତ୍ତମାନ ସମୟରେ ବର୍ଷା ତୁଙ୍ଗୁରୁ ପ୍ରେମ ରେ ପୁରା ପାଗଳ ହୋଇ ସାରିଛନ୍ତି ଆଉ ସେ ଅନେଇ ବସିଛନ୍ତି କୁଆଡେ ବସିଛନ୍ତି ତୁଙ୍ଗୁରୁ ଆସିବେ ତାଙ୍କୁ ସ୍ତ୍ରୀ କରି ନେବେ ଘର କୁ । ଟୁଙ୍ଗୁରୁ ଭୋଳ ପ୍ରେମ ରେ ହେଇଗଲେ ଉବୁଟୁବୁ ହେଇ ଗଲେ ବର୍ଷା ଏବେ ଆଉ ତାଙ୍କୁ ଆଉ କିଛି ବି ଦିସୁ ନାହିଁ ଟୁଙ୍ଗୁରୁ ଙ୍କ ମୁହଁ ଆଉ ତାଙ୍କୁ ପାଇଁ ଆଉ ସବୁ କିଛି ଭୁଲିଗଲେ ।

ଆପଣ ମାନେ ଟୁଙ୍ଗୁରୁ ଓ ବର୍ଷା ଙ୍କ ଫୋଟ ଓ ଭିଡିଓ କୁ ଦେଖିଥିବେ ସେ ପିପରି ଭାବ ରେ ଫୋଟ ସବୁ ଉଥେଇଛନ୍ତି କୁ ତ ଦେଖି ପାରୁଥିବେ । ଆଉ କିପରି ଭାବରେ ନିଜ ପ୍ରେମ ରେ ଉଥେଇଛନ୍ତି ଫୋଟ ସବୁ । ଟୁଙ୍ଗୁରୁ ଭୋଳ ଅଧା ଦିନ ଭାଉଜ ଭାଉଜ ଡାକି ଲେ ଆଉ ଅଧା ଦିନ ପ୍ରେମ ରେ ପକେଇ ଦେଲେ ଆଉ ନିଜ ର ପ୍ରେମିକା ବନେଇ ଦେଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.