ଝିଲି ସିରିଏଲର ମୁଖ୍ୟ ନାୟିକା ଝିଲି (Nikita Mishra) ପ୍ରକୃତ ବୟ ଫ୍ରେଣ୍ଡ କିଏ ପ୍ରଥମ ଥର ପାଇଁ ଦେଖନ୍ତୁ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ । ତେବେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ପର୍ଶିନାଲ ଲାଇଫ ଓ ନିଜର ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ସୋସିଆଲ୍ ମିଡ଼ିଆ ରେ ଆଉ ଦର୍ଶକ ମାନଙ୍କ ହୃଦୟ ରେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଇଣ୍ଡଷ୍ଟ୍ରିରେ ବହୁ ଲୋକପ୍ରିୟତା ହାସଲ କରି ସାରିଛନ୍ତି । ଆଉ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି ।

ତେବେ ଆପଣ ମାନେ ଝିଲ୍ଲୀ ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ନାୟିକା ଝିଲ୍ଲୀ ବିଷୟ ରେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆଜି ର ଲେଖା ରୁ ଆମେ ଜାଣିବା ଯେ ଆପଣ ମାନଙ୍କ ର ପ୍ରିୟ ଝିଲ୍ଲୀ ବା ଅଭିନେତ୍ରୀ ନିକିତା ଙ୍କ ବିଷୟ ରେ । ତାଙ୍କ ର ପର୍ସିନାଲ୍ ଲାଇଫ ବିଷୟ ରେ ଏବଂ ତାଙ୍କ ଘର ଓ ପରିବାର ବିଷୟ ରେ ଆଉ ତାଙ୍କ ବୟଫ୍ରେଣ୍ଡ ଙ୍କ ବିଷୟ ରେ ।

ତେବେ ଏହି ସବୁ ତଥ୍ୟ ଆପଣ ମାନଙ୍କୁ ଏହି ଲେଖା ରୁ ଜାଣିଦେବେ ତେବେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ତାହେଲେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣି ପାରିବେ । ତେବେ ବନ୍ଧୁଗଣ ଅଭିନେତ୍ରୀ ନିକିତା ମିଶ୍ର ଯାହା ର ଅଭିନୟ କୁ ଆପଣ ମାନେ ବହୁତ ଭଲ ପାଅନ୍ତି ଯାହାକୁ ଆପଣ ମାନେ ଝିଲ୍ଲୀ ଧାରାବାହିକ ରେ ବେଶ ପସନ୍ଦ କରୁଛନ୍ତି ତେବେ ସେ ବହୁତ ଧାରାବାହିକ ଓ ସିନେମା ରେ ବହୁତ ସୁନ୍ଦର ଅଭିନୟ କରି ସାରିଛନ୍ତି ।

ସେ ବର୍ତ୍ତମାନ ସୁଦ୍ଧା ଅନେକ ଗୁଡିଏ ସିନେମା ରେ ଅଭିନୟ କରି ସରିଛନ୍ତି ତେବେ ଏହା ପୂର୍ବ ରୁ ସେ ମହାଦେବି ଧାରାବାହିକ ଇ ମଧ୍ୟ ଅଭିନୟ କରି ଲୋକପ୍ରିୟ ହୋଇ ସାରିଛନ୍ତି । ତାହେଲେ ତାଙ୍କୁ ବର୍ତ୍ତମାନ ସମୟ ରେ ଝିଲ୍ଲୀ ଧାରାବାହିକ ରେ ଦେଖିବାକୁ ପାଉଛନ୍ତି ଯିଏ କି ଏହି ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବାର୍ ନଜର ରେ ଆସିଛନ୍ତି । ତାଙ୍କ ର ଆଭିନୟ କୁ ଲୋକମାନେ ବେସ୍ ପସନ୍ଦ ମଧ୍ୟ କରୁଛନ୍ତି ।

ତାଙ୍କ ର କିଛି ପୂର୍ବ ସମୟ ର ପୁରୁଣା ସ୍ମୁତି ଓ ପୁରୁଣା ଫୋଟ ଗୁଡିକ ସୋସିଆଲ୍ ମିଡ଼ିଆ ରେ ସେୟାର କରିଛନ୍ତି ଯାହା ଏବେ ଆପଣ ମାନେ ମଧ୍ୟ ଦେଖି ବାକୁ ପାଉଥିବେ । ତେବେ ନିଜେ ନିକିତା ତାଙ୍କ ଇନଷ୍ଟାଗ୍ରାମ ରେ ମଧ୍ୟ ସେ ସେୟାର କରିଛନ୍ତି ସ୍ବରାଜ ଙ୍କ ସହ କିଛି ଫୋଟ । ଯାହାକି ଏବେ ସୋସିଆଲ୍ ମିଡିଆ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ସେହି ପୋଷ୍ଟ୍ ରେ ଲେଖିଛନ୍ତି କି ତାଙ୍କ ର ସ୍ବରାଜ୍ ଜଣେ ଭଲ ବନ୍ଧୁ । ପିଲା ଦିନ ରୁ ଏକାଠି ସେ ସାଙ୍ଗ ହୋଇ ଆସିଛନ୍ତି । ପିଲା ବେଳୁ ହିଁ ସେ ସ୍ବରାଜ୍ ଙ୍କ ସହ ବହୁତ ଫୋଟ ଉଠେଇ ସେ ସେୟାର୍ ମଧ୍ୟ କରିଥିଲେ । ତେବେ ସେ ବର୍ତ୍ତମାନ ସମୟରେ ସେ ସ୍ବରାଜ୍ ଙ୍କ ସହ ଏତେ ଫୋଟ ସେୟାର କରି ନାହାନ୍ତି ହେଲେ ସେ ସ୍ବରାଜ୍ ଙ୍କ ବହୁତ ଭଲ ସାଙ୍ଗ ସେ ସାଥି ହୋଇ ବହୁତ ମସ୍ତି କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.