ଝିଅର ଜନ୍ମଦିନ ଧୂମଧାମରେ ପାଳନ କରିଲେ ଆନିଶା (Aanisha) ଓ ଶୁଭାଶିଷ (Subhasish) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଭିନେତା ସୁବାସିସ୍ ଯିଏ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣାଶୁଣା ଅଭିନେତା ଅଟନ୍ତି ଓ ତାଙ୍କ ସ୍ତ୍ରୀ ଆନିସା ଦୁହେଁ ପରସ୍ପର କୁ ଭଲ ପାଇଁ ବିବାହ କରିଥିଲେ । ଯାହା ଓଡିଶା ବାସି ସମସ୍ତେ ଜାଣନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ହେଉ କି ଓଡ଼ିଆ ଧାରାବାହିକ ହେଉ ସବୁ ଥିରେ ହିରୋ ସୁବାସିସ୍ ଓ ହିରୋଇନ ଆନିସା ଦୁହେଁ ଅଭିନୟ କରିଥିବାର ନଜର ରେ ଆସିଛନ୍ତି ।

ଦୁହିଁଙ୍କର ଅଭିନୟ କୁ ଦର୍ଶକ ମାନେ ଦେଖିବାକୁ ବହୁତ ଭଲ ପାଆନ୍ତି । ଏ ଦୁହେଁ ଏକାଠି ମିଶି ମଧ୍ୟ ସିନେମା ଓ ସିରିଏଲ କରିଛନ୍ତି । ସୁବାସିସ୍ ତାଙ୍କ ଷ୍ଟାଇଲସ୍ ଅନ୍ଦାଜ୍ ରେ ମଧ୍ୟ ବହୁତ ଖ୍ୟାତି । ଏପେଟେ ତାଙ୍କ ସ୍ତ୍ରୀ ଆନିସା ମଧ୍ୟ କଉ ଗୁଣ ରେ କମ ନୁହନ୍ତି । ସେ ତାଙ୍କ ଅଭିନୟ ଓ ତାଙ୍କ ମଡେଲଙ୍କର ପରି ଅନ୍ଦାଜ ସବୁ ଅଭିନୟ କରି ଥାଆନ୍ତି ।

ଆପଣ ମାନେ ଅଭିନେତ୍ରି ଆନିସା ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ଆନିସା ମଧ୍ୟ ବହୁତ ସିନେମା ଓ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି ତାଙ୍କ ର ଗୋଟିଏ ସିରିଏଲ ଥିଲା ଯାହାର ନାଁ ହେଉଛି ସ୍ବାଭିମାନ୍ ସେହି ସିରିଏଲ ରେ ସେ ତାଙ୍କ ସ୍ବାମି ସହ ମୁଖ୍ୟ ଭୂମିକା ରେ ଅଭିନୟ ଆରମ୍ଭ କରିଥିଲେ ଆଉ ସେଇଥାରେ ତାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଥିଲା ପରେ ସେ ପରସ୍ପର ସହ ମିଶି ଭଲ ରେ ନିଜ ସମ୍ପର୍କ ବିଷୟ ରେ ଜାଣି ସେ ବିବାହ ବନ୍ଧନ ରେ ବାନ୍ଧିହୋଇ ଥିଲେ ।

ଆପଣ ମାନେ ଜାଣିଥିବେ କି ଅଭିନେତ୍ରୀ ଆନିସା ଙ୍କ ର ଏକ କୁନି ଝିଅ ଟିଏ ହୋଇ ସାରିଛି । ଯାହାର ନାଁ ହେଉଛି ଭିଓନା । ଅଭିନେତା ସୁବାସିସ୍ ଓ ଅଭିନେତ୍ରୀ ଆନିସା ବହୁତ ଖୁସି ରେ ଅଛନ୍ତି ତାଙ୍କ ର ଗୋଟିଏ କୁନି ଝିଅ ଟିଏ ହେଇଚି ବୋଲି । ଭିଓନା ବହୁତ ସୁନ୍ଦର ଅଟନ୍ତି । ସେ ତାଙ୍କ କୁନି ଝିଅ ର ଏବଂ ତାଙ୍କ ସହ ଓ ପରିବାର ସହ ଫୋଟ ଉଠେଇ ବହୁତ ସେୟାର କରିଛନ୍ତି ସୋସିଆଲ ମିଡିଆରେ ।

ଯାହା ର ଚର୍ଚ୍ଚା ସବୁବେଳେ ସୋସିଆଲ ମିଦିଆ ରେ ହୋଇ ଥିଲା । ଆପଣ ମାନେ ଜାଣିଥିବେ ପୂର୍ବ ରୁ ତାଙ୍କ ଝିଅ ନାଁ ଏକ ସତ୍ୟ ନାରାୟଣ ପୂଜା ରଖି ଥିଲେ ତାଙ୍କ ଘରେ । ଯେଉଁ ଥିରେ ତାଙ୍କ ଝିଅ କୁ ବହୁତ ସୁନ୍ଦର ଭନ୍ରେ ସଜେଇ ଥିଲେ ତାହା ସହ ସେ ପୂଜା ର ତାର ମଙ୍ଗଳ କାମନା ମଧ୍ୟ କରିଥିଲେ ।

ତେବେ ଆଜି ଭିଓନା ର ଜନ୍ମ ଦିନ ଯେଉଁଠି ପାଇଁ ହିରୋ ସୁବାସିସ୍ ଓ ହିରୋଇନ ଆନିସା ବହୁତ ଖୁସି ଅଛନ୍ତି ଆଉ ତାଙ୍କ ଜନ୍ମ ଦିନ ର ଫୋଟ ସବୁ ଓ ଭିଡିଓ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଏବଂ ଯେଉଁ ଭିଡିଓ ମାଧ୍ୟମ ରେ ଜଣା ପଡିଛି କି ସୁବାସିସ୍ ଓ ଆନିସା ବହୁତ ଖୁସି ଅଛନ୍ତି ତାଙ୍କ ଝିଅ ଭିଓନା ପାଇଁ । ତେବେ ଆମ ତରଫ୍ ରୁ ମଧ୍ୟ ଭିଓନା କୁ ଜନ୍ମ ଦିନ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ କାମନା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.