ଝରଣା ମଝିରେ ହିରୋଇନ ରାଣୀ ପଣ୍ଡା(Rani Panda) ଙ୍କ ହଟ୍ ଅବତାର !!ଭାଇରାଲ ହେଲା ଭିଡିଓ – ଦେଖନ୍ତୁ

ବିଶେଷ

ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର କୁଇନ ରାନୀ ପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି ଏବଂ ଷ୍ଟେଜ ସୋ ମଧ୍ୟ କରିଛନ୍ତି । ରାନୀ ପଣ୍ଡା ଓଡିଶା ବହୁତ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ଆଉ ସେ ଓଡିଶା ବାସି ଙ୍କ ର ସୁପରିଚିତ ମଧ୍ୟ ଅଟନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ଅଭିନେତ୍ରୀ ରାନୀ ପଣ୍ଡା କେବଳ ଅଭିନୟ କରନ୍ତି ନାହିଁ ଏହାସହିତ ଶୁଣିବାକୁ ମିଳିଥିଲା ଯେ ,ସେ ବହୁତ ଭଲ ଗୀତ ମଧ୍ୟ ଗାଆନ୍ତି । ଯାହା କି ଆପଣ ମାନେ ବହୁତ ଥର ଶୁଣିଥିବେ ।

ଓଡ଼ିଶା ର ଲୋକମାନେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହାର କାରଣ ହେଉଛି ଯେ, ସେ କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ । ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି । ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି । ଏହି ଅଭିନେତ୍ରୀ ଙ୍କୁ ଯାତ୍ରା ଜଗତର ରାଣୀ ବୋଲି କୁହନ୍ତି । ସେ କେବେ ବି ଭାଙ୍ଗି ପଡି ନାହାନ୍ତି ସବୁ ବେଳେ ସେ ସାହାଯ୍ୟ କରିବା କଥା ହିଁ ଭାବନ୍ତି । ତାଙ୍କ ଡ୍ୟାନ୍ସ ଦେଖିବା ପାଇଁ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି ।

ତେବେ ବର୍ତ୍ତମାନ ରାନୀ ପଣ୍ଡା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ଜୋର ସୋରରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଯାତ୍ରା ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ତଥା ଡାନ୍ସର ରାନୀ ପଣ୍ଡା ସୋସିଆଲ ମିଡିଆ ରେ ଅଧିକାଂଶ ସମୟ ସକ୍ରିୟ ରୁହନ୍ତି । ପ୍ରାୟତଃ ସମୟ ଲାଇଭ ଆସି ସେ ନିଜ ଫାନ୍ ମାନଙ୍କ ସହିତ କଥା ମଧ୍ୟ ହୋଇଥାନ୍ତି ।

ତେବେ ବର୍ତ୍ତମାନ ରାନୀ ପଣ୍ଡା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓ ରେ ଏହା ଦେଖିବାକୁ ମିଳୁଛି ଯେ, ସେ ଏକ ଧଳା ରଙ୍ଗ ର ସୁନ୍ଦର ଶାଢ଼ୀ ପିନ୍ଧି ଝରଣା ମଝିରେ ଜବରଦସ୍ତ ଡାନ୍ସ କରୁଛନ୍ତି। ତାଙ୍କ ର ଏହି ଡ୍ୟାନ୍ସ ଟି ବହୁତ ଚହଳ ପକେଇ ଦେଇଛି ସୋସିଆଲ ମିଡ଼ିଆ ରେ । ତାଙ୍କର ଏହି ଭିଡିଓ ଦର୍ଶକ ମାନଙ୍କୁ ଖୁବ ମାତ୍ରାରେ ପସନ୍ଦ ଆସିଛି । ତାଙ୍କର ଏହି ହଟ୍ ଲୁକ୍ ର ର ଡ୍ୟାନ୍ସ ଦର୍ଶକ ମାନେ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।ସୂଚନାଯୋଗ୍ୟ ଏହା ଜଣା ପଡ଼ିଛି ଯେ, ଭାଇରାଲ ହୋଇଥିବା ସେହି ଭିଡିଓ ଟି ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ଆଗାମୀ ଫିଲ୍ମ ସୁଟିଂ ର ଏକ ସିନ୍ ଅଟେ । ଯାହା କୁ ଦର୍ଶକ ମାନେ ଦେଖିବାକୁ ବହୁତ ଉତ୍ସାହିତ ଅଛନ୍ତି ।

Leave a Reply

Your email address will not be published.