ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବହୁ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହେବା ପରେ ପରବର୍ତ୍ତୀ ସମୟ ରେ କିଛି ନା କିଛି କାରଣ ରୁ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଛନ୍ତି ।
ତେବେ ବନ୍ଧୁଗଣ ଆଜି ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ତେବେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଜ୍ୟୋତି ମିଶ୍ର । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ତାଙ୍କ ପ୍ରଶଂସକ ମାନ ଙ୍କ ପାଇଁ ଏକ ଖୁସି ଖବର ମଧ୍ୟ ଆସି ଯାଇଛି ।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ , ତେବେ ଅଭିନେତ୍ରୀ ଜ୍ୟୋତି ମିଶ୍ର ତାଙ୍କ ଜୀବନ ରେ ବହୁ ସାରା ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରି ଥିବାର ଆପଣ ମାନେ ଦେଖିଥିବେ ।
ତେବେ କେବଳ ଚଳଚ୍ଚିତ୍ର ନୁହେଁ ଜ୍ୟୋତି ମିଶ୍ର ବହୁ ସାରା ଆଲବମ୍ ମଧ୍ୟ କରିଛନ୍ତି । ତେବେ ପରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଥିଲେ ।
ତେବେ ପରବର୍ତ୍ତୀ ସମୟ ରେ ଜ୍ୟୋତି ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଅଭିନୟ ଦୁନିଆ ଠାରୁ ଦୂରେଇ ହୋଇ ଯାଇଥିଲେ , ତେବେ ବର୍ତ୍ତମାନ୍ ସମୟ ରେ ଜ୍ୟୋତି ମିଶ୍ର ଙ୍କୁ ନେଇ ଏକ ବଡ ଖବର ଆସି ଯାଇଛି । ହଁ ବନ୍ଧୁ ଦୀର୍ଘ ବର୍ଷ ପରେ ଅଭିନେତ୍ରୀ ଜ୍ୟୋତି ଅଭିନୟ ଦୁନିଆ ରେ ପାଦ ଦେବା କୁ ଯାଉଛନ୍ତି ।
ତେବେ ଏହା ସହିତ ଜ୍ୟୋତି ମିଶ୍ର ଙ୍କ ଏକ ଫଟୋ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଏହି ଫଟୋ ରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ବୃଦ୍ଧ ଚରିତ୍ର ରେ ନଜର ଆସିଛନ୍ତି । ତେବେ ଏହି ବୁଢ଼ୀ ବେଶ୍ ଧରିବା ର କାରଣ ହେଉଛି ଏକ ରିଆଲିଟ ସୋ ରେ ଜ୍ୟୋତି ଏହି ବେଶ୍ ରେ ନଜର ଆସିବେ । ତେବେ ଆଗାମୀ ଦିନ ମାନ ଙ୍କ ରେ ଜ୍ୟୋତି ମିଶ୍ର ଏକ ଚଳଚ୍ଚିତ୍ର ରେ ନଜର ଆସିବାକୁ ମଧ୍ୟ ଯାଉଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।