ଜିତିଲା କେଦାରଙ୍କ ଜିଦ୍, ୨୪ ବର୍ଷ ପରେ ଭିକାରୀ ପାଇଲେ ଶିକ୍ଷକ ଚାକିରି, ଜାଣନ୍ତୁ ସଂଘର୍ଷର କାହାଣୀ – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସବୁଠୁ ବଡ ଖବର ଆସି ଯାଇଛି ଜଣେ ବ୍ୟକ୍ତି କୁ ନେଇ , ହଁ ବନ୍ଧୁ ଜଣେ ବ୍ୟକ୍ତି ଯିଏ କି ଭି-କ୍ଷା ମାଗୁଥିଲେ ଓ ବର୍ତ୍ତମାନ୍ ସମୟ ରେ ସେ ଶିକ୍ଷକ ହେଇଛନ୍ତି । ତେବେ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଜଣେ ଭିକାରୀ କେମିତି ଜଣେ ଶିକ୍ଷକତା ପାଇଲା । ତେବେ ଆଜି ଆମେ ଏହି ବିଷୟ ରେ ଜାଣିବା

ତେବେ ବନ୍ଧୁଗଣ ଜଣେ ଭିକାରୀ ଶିକ୍ଷକ ହୋଇଛି , ତେବେ ଶିକ୍ଷକତା ପାଇବା ପଛ ରେ ଯାହା ବି ସତ୍ୟତା ଅଛି ତାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଏହା ହେଉଛି ଆନ୍ଧ୍ରା ପ୍ରଦେଶ ର , ତେବେ ଆନ୍ଧ୍ରା ପ୍ରଦେଶ ର କେଦାର ଯାହାଙ୍କ ବୟସ ୫୫ ବର୍ଷ । ତେବେ ବିଇଡ ପାସ କରିଥିବା କେଦାର ୧୯୯୬ ମସିହା ରେ ଶିକ୍ଷକତା ପାଇଁ ପ୍ରୟାସ କରିଥିଲେ କିନ୍ତୁ ସଫଳ ହୋଇ ନ ଥିଲେ।

ତେବେ ଦୁଇ ବର୍ଷ ପରେ ୧୯୯୮ ମସିହା ରେ ଶିକ୍ଷକତା ପାଇଁ ପ୍ରୟାସ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ ।ତେବେ ଏହାକୁ ନେଇ ବିବାଦ ଆସିବା ପରେ ମାମଲା କୋର୍ଟ କୁ ଯାଇଥିଲା । ତେବେ କେଦାର ଶିକ୍ଷକ ନ ହେବା ରୁ ପରିବାର ଭରଣ ପୋଷଣ ପାଇଁ ସେ ସାଇକେଲରେ ବୁଲି ବୁଲି ଶାଢ଼ୀ ବେପାର କଲେ ।

ତେବେ ଏହି ରୋଜଗାର ମଧ୍ୟ ନିଜ ପରିବାର କୁ ପୋଷିବା ରେ ଅସୁବିଧା ହେବା ରୁ ସେ ଭିକ୍ଷା କରିଲେ ଓ ସେଥିରୁ ଯାହା ବି କିଛି ହୁଏ ପରିବାର ଚାଲେ । ତେବେ ବର୍ତ୍ତମାନ୍ ସମୟ ରେ ସବୁକିଛି ପରିବର୍ତ୍ତନ ହୋଇ ଯାଇଛି , ହଁ ବନ୍ଧୁ କେଦାର ଙ୍କ ସ୍ବପ୍ନ ଦୀର୍ଘ ୨୪ ପରେ ସତ୍ ହୋଇଛି ।

ତେବେ ଆନ୍ଧ୍ରା ବୋର୍ଡ ପକ୍ଷ ରୁ ଜାରି ହୋଇଥିବା ସୁଚନା ଅନୁସାରେ ଯେ ୧୯୯୮ ମସିହା ରେ ଯେଉଁ ମାନେ ଶିକ୍ଷକତା ପାଇଁ ଯୋଗ୍ୟ ହୋଇଥିଲେ । ତେବେ ପ୍ରକାଶ ପାଇଥିବା ତାଲିକା ରେ କେଦାର ଙ୍କ ନାମ ମଧ୍ୟ ରହିଥିଲା । ତେବେ ଏ ନେଇ କେଦାର ଜାଣି ନ ଥିଲେ କିଛି ଯୁବକ ମାନେ ତାଙ୍କୁ ସୂଚନା ଦେଇଥିଲେ ।

ତେବେ ଗାଆଁ ଯୁବକ ମାନେ କେଦାର ଙ୍କୁ ଏହି ଖବର ଦେବା ସହ ଏକ ସ୍ମାର୍ଟ ଫୋନ ଏବଂ ଅନେକ ଉପହାର ଦେଇଛନ୍ତି । ତେବେ ଆଦୌମ ଚାକିରି କରି ନ ଥିବା କେଦାର ଆଉ ୬ ବର୍ଷ ପରେ ଅବସର ନେବେ । ତେବେ ସେ ଚାକିରୀ ପାଇ ଥିବାରୁ ସେ ଏବଂ ତାଙ୍କ ପରିବାର ଲୋକ ବେଶ୍ ଖୁସି ରେ ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.