ଜାଗାରେ ଆଗରେ ପୋଲିସ ବାବୁ ଭିଡର ସୁଯୋଗ ନେଇ କରୁଛନ୍ତି ପାପ – ଦେଖନ୍ତୁ ଭିଡିଓ

VIRAL

ବନ୍ଧୁଗଣ, ସୂଚନା ଅନୁଯାୟୀ ଚାଲିଥିଲା ବିଶ୍ଵପ୍ରସିଦ୍ଧ ରଥଯାତ୍ରା, ରଥରେ ବିଜେ ହୋଇଛନ୍ତି ୩ ଠାକୁର ଏବଂ ବଡ ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଏହି ଭିଡ ରେ କେତେ ଆଡୁ କେତେ ଲୋକ ଅଛନ୍ତି ସେହି ଭିଡିଓ ମହିଳା ପୁରୁଷ ଛୋଟ ପିଲା ସମସ୍ତେ ମିଶିକି ଥାଅନ୍ତି । ଅନେକ ଦୂରରୁ କେତେ ମାନସିକ ନେଇ କେତେ ଲୋକ ଆସିଛନ୍ତି କାଳିଆକୁ ଦର୍ଶନ କରିବା ପାଇଁ । ସମସ୍ତେ କାଳିଆ ପାଖ କୁ ଆସନ୍ତି ତାକୁ ଟିକେ ଦେଖିବା ପାଇଁ ଆଉ କାଳିଆର ରଥ ଦଉଡିକୁ ଧରିଦେଲେ ସବୁ ପାପ କାଳେ ପୂଣ୍ୟ ହୋଇଯାଏ ।

କିନ୍ତୁ ଯେତେବେଳେ ମହାପ୍ରଭୁଙ୍କର ରଥ ଗଡୁଥିଲା ଠିକ ସେତିକିବେଳେ ଜଗା ଆଗରେ ଜଣେ ଯୁବତୀଙ୍କୁ ଅ-ସ-ଦ ଆ-ଚ-ର-ଣ କରାଯାଉଥିଲା । ଅ-ସ-ଦା-ଚ-ର-ଣ କରୁଥିବା ସେହି ଯୁବକ ଜଣକ ହେଉଛନ୍ତି ବଡ ଦାଣ୍ଡରେ ସୁରକ୍ଷା ଯୋଗାଇ ଦେବାକୁ ନିୟୋଜିତ ହୋଇଥିବା ଜଣେ ସୁରକ୍ଷାକର୍ମୀ ଯାହା କୁ ରଖା ଯାଇ ଥିଲା ସୁରକ୍ଷା ଦେବା ପାଇଁ ସେ ଆଜି ବଡ଼ ଦଣ୍ଡ ରେ ଅ-ସ-ଦ ଆ-ଚ-ର-ଣ କରୁଛି । ଆଉ ରଥର ଦଉଡିକୁ ଛୁଇଁବା ପାଇଁ ଯେତେବେଳେ ଭିଡ ଲାଗିଥିଲା ସେହି ଭିଡ ଭିତରେ ଯୁବତୀ ଜଣକ କିଛି ବୁଝିବା ଆଗରୁ ପଛ ପଟରୁ ଆସି ଅ-ସ-ଦା-ଚ-ର-ଣ କରୁଛନ୍ତି ଏହି ସୁରକ୍ଷାକର୍ମୀ ଜଣକ ।

ଆଉ ଯୁବତୀ ଜଣକ ଯେତେବେଳେ ପଛ ପଟକୁ ଚାହିଁଛନ୍ତି ଆଉ ଠିକ ସେତିକି ବେଳେ ଅତି ଚତୁରତାର ସହିତ ଜଣେ ରକ୍ଷକ କିଭଳି ଭକ୍ଷକ ସାଜି ଲୁଚିଯାଉଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୁରୀ ଭଳି ଆଧ୍ୟାତ୍ମିକ ସହର ଏବଂ ବିଶ୍ଵପ୍ରସିଦ୍ଧ ଭଳି ରଥଯାତ୍ରା ସମୟରେ ଜଣେ ଯୁବତୀଙ୍କୁ ଜାଗା ଆଗରେ ଏଭଳି ଅ-ସ-ଦ ଆଚରଣ କରିଛନ୍ତି ଜଣେ ଯୁବକ ଯିଏ ଥିଲା ଜଣେ ସୁରକ୍ଷା କର୍ମୀ ।

ତେବେ ଏହାର ଭି-ଡି-ଓ ବର୍ତ୍ତମାନ ସମୟ ସୋ-ସି-ଆ-ଲ ମି-ଡି-ଆରେ ବେସ ଭା-ଇ-ରା-ଲ ହେବାକୁ ଲାଗିଅଛି ନିଆଁ ଭଳି ଏବଂ ଏହି ଭି-ଡି-ଓ କୁ ଯିଏ ଦେଖୁଛନ୍ତି ସେ ମର୍ମହାତ ହେଉଛନ୍ତି । ତେବେ ଭକ୍ତଙ୍କ ସୁରକ୍ଷା ନିମନ୍ତେ ସରକାର କାହିଁକି ଏତେ ପଦକ୍ଷପ ନେଇଛନ୍ତି । ସି-ସି-ଟି-ଭି ଲଗାଇବା ସହିତ ବହୁତ ସଂଖ୍ୟାରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ କରିଛନ୍ତି କିନ୍ତୁ ଭକ୍ତଙ୍କ ସୁରକ୍ଷାରେ ନିୟୋଜିତ ଥିବା ଏହି ରକ୍ଷକ ଯଦି ଭକ୍ଷକ ସାଜେ ଯଦି ସୁରକ୍ଷାକର୍ମୀ ଅ-ସ-ଦା-ଚ-ର-ଣ କରନ୍ତି ତେବେ ସୁରକ୍ଷା ଦେବ କିଏ ? ଆଉ କିଏ ଏ ସୁରକ୍ଷାକର୍ମୀ ଙ୍କ ଉପରେ ଭରସା କରିବ ?

ଆଉ ସବୁଠାରୁ ବଡ କଥା ଜାଗା ସାମ୍ନାରେ ତାହାର ଭକ୍ତଙ୍କୁ ଏହିଭଳି ଅ-ସ-ଦା-ଚ-ର-ଣ କରୁଥିବା ସୁରକ୍ଷା କର୍ମୀଙ୍କ ବିରୁଦ୍ଧରେ କ’ଣ ନିଆଯାଉଛି କାର୍ଯ୍ୟନୁଷ୍ଠାନ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏହା ସହିତ ସେହି ସୁରକ୍ଷା କର୍ମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାଧାରଣ ଲୋକେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.