ଜନ୍ମ ଜନ୍ମର ସାଥୀ ନାଗୁଣୀର ପାଖ ଛାଡୁନି ନାଗ – ଦେଖନ୍ତୁ ଭିଡିଓ

ବିଶେଷ

ସାଥି କୁ ଝୁରୁଛି ସାଥି । ନେଉଳ ଆକ୍ରମଣ ରେ ଆଖି ବୁଜିଲା ନାଗୁଣୀ । କିନ୍ତୁ ନାଗୁଣୀ ର ସବ ପାଖ କୁ ଛାଡ଼ୁନି ନାଗ । ଏହି କଥାଟି ଆପଣ ମାନକୁ ନିହାତି ଭାବରେ ଆ ଲଗୁଛି । କଥାଟିକୁ ଶୁଣିଲା ପରେ ଆପଣ ମାନଂକୁ ବହୁତ ଆସ୍ଚର୍ଜ୍ୟ୍ ଲାଗୁଥିବ ହେଲେ ଏହି କଥା କାହାଣୀ ନୁହଁ ଏହା ସତ ଅଟେ ।
ଏହି ଘଟଣା ଟି ସତ ସତିକା ଘଟିଛି । ଘଟଣା ବିଷୟ ରେ ଆପଣ ମାନେ ଜାଣିଲେ ଆପଣ ଙ୍କ ର ଆଖିରୁ ମଧ୍ୟ ଲୁହ ଆସି ଯିବ । ସୁଚନା ମୁତାବକ ନେଉଳ ଆ-କ୍ର-ମ-ଣ ରେ ଗୋଟିଏ ନାଗୁଣୀ ର ମୃତ୍ଯୁ ଘଟି ଥିଲା । ଆଉ ନାଗୁଣୀ ଙ୍କ ର ମୃତ୍ଯୁ କୁ ସହଜ ରେ ଗ୍ରହଣ କରି ପାରୁ ନଥିଲା ନାଗ ।

ନାଗ ଟି ନାଗୁଣୀ କୁ ଝୁରି ଝୁରି ମୃ-ତ ଦେହ ନିକଟ୍ ରେ ଜଗି ରହି ଥିଲା । ଏହି ପରି ଦୃଶ୍ୟ କୁ ଦେଖିବାକୁ ପ୍ରବଳ ଭିଡ଼ ଲାଗି ଥିଲା । ଉତ୍ତର ପ୍ରଦେଶ ର ବନ୍ଦେୟ୍ ଜିଲ୍ଲା ରେ ଏହି ଘଟଣା ଟି ଦେଖିବାକୁ ମିଳିଛି । ଗ୍ରାମ ବାସି ମାନଙ୍କ ମତ ରେ ଉକ୍ତ ଅଞ୍ଚଳ ରେ କାହିଁ କେତେ ବର୍ଷ ରୁ ନାଗ ନାଗୁଣୀ ଏକାଠି ଯୋଡି ହୋଇ ରହୁ ଥିଲେ ।

ଏହି ଜୋଡି କାହାର କିଛି କ୍ଷତି କେବେ ବି କରି ନଥିଲେ । ଆଉ 2 ଦିନ ତଳେ ଯଦି ଙ୍କ ଭୀତ ରେ ଜଣେ ନେଉଳ ପଡି ଯାଇଥିଲେ । ନେଉଳ ନାଗୁଣୀ କୁ ଏକ ଦେଖିଲା ପରେ ହାମଲା କରୁଥିଲା । ମାତ୍ର ନାଗୁଣୀ ନାଗର ରକ୍ଷା ପାଇଁ କବଚ କୁ ସବୁବେଳେ ଦେଖୁ ଥିଲେ ।


କିନ୍ତୁ ହଠାତ ନେଉଳ ନାଗୁଣୀ ଉପରେ ହମଲା କରିବାରୁ ଘଟଣା ସ୍ଥଳ ରେ ନଗୁଣିବ୍ର ମୃତ୍ଯୁ ହୋଇଛି । ନାଗୁଣୀ ର ମୃତ୍ଯୁ ପରେ ଅଥୟ୍ ହୋଇ ହୋଇଥିଲା ନାଗ ଟି । ସେ ନିଜ ର ଫଣା କୁ ମାଟି ରେ ଆ-ଘା-ତ କରି ନିଜ ନିଜ କୁ ମଧ୍ୟ ଲହୁଲୁହାଣ କରିଥିଲା । ଏହି ଘଟଣା କି ଦେଖିକି ସ୍ଥିନିୟ୍ ଲୋକ ମାନେ ପୁରା ଆସ୍ଚର୍ଜ୍ୟ୍ ହୋଇ ଯାଇଥିଲେ ।

Leave a Reply

Your email address will not be published.