ଜନ୍ମରୁ କଥା କହିପାରୁନି ଖୁସୁବ୍ ହେଲେ ତାଙ୍କ ପ୍ରତିଭା ଦେଖିଲେ ଆପଣ ଆଶ୍ଚର୍ଯ ହେବେ – ଦେଖନ୍ତୁ

ବିଶେଷ ମନୋରଞ୍ଜନ

ପ୍ରତ୍ୟେକ ମଣିଷ ଭିତ ରେ କିଛି ଖୁଣ ଥିଲେ ମଧ୍ୟ ବିଭିନ୍ନ ଗୁଣ ଦେଇଥାନ୍ତି । ଆଜି ଆମେ ଆପଣ ଙ୍କୁ ଏଭଳି ଏକ ପ୍ରତିଭା ବିଷୟ ରେ କହିବାକୁ ଯାଉଛୁ ଯିଏ କି କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ । ତାଙ୍କ ନାଁ ହେଉଛି ଖୁସୁବ୍ ଦାସ । ଖୁସୁବ୍ ଙ୍କ ମାଆ ଙ୍କ ନାଁ ହେଉଛି ମନୋରମା ଦାସ । ଖୁସୁବ୍ ଙ୍କ ମାଆ ଜଣେ ବୁୟିଟିସିୟାନ୍ । ସେ ତାଙ୍କ ଝିଅ ନାଁ ରେ ପାର୍ଲର୍ ଦେଇଛନ୍ତି ।

ଖୁସୁବ୍ ବହୁତ ସୁନ୍ଦର ଡ୍ୟାନ୍ସ କରି ପାରନ୍ତି ଓ ଆର୍ଟ ବି କରି ପାରନ୍ତି ଖୁସୁବ୍ ଆଗକୁ ଯିବା ପାଇଁ ତାଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ତାଙ୍କ ମାଆ । ଖୁସୁବ୍ ଙ୍କୁ ଛୋଟ ବେଳୁ ବହୁତ ପସନ୍ଦ ଥିଲା ଆର୍ଟ ଲାଇନ ସେଉଥି ପାଇଁ ତାଙ୍କ ମାଆ ମଧ୍ୟ ଆର୍ଟ ସ୍କୁଲ ରେ ନାଁ ଲେଖେଇ ଦେଇଛନ୍ତି ।

ଏନେଇ ଖୁସୁବ୍ ଙ୍କ ବିଷୟ ରେ ବହୁତ କିଛି କହିଛନ୍ତି ଯେମିତି କି ସେ ଜଣେ ବିୟୁଟିସିଆନ ହେବା ସହ ସେ ଖୁସୁବ୍ ଙ୍କ ମାଆ ତେଣୁ ତାଙ୍କ ସହ ଖୁସୁବ୍ ରହିଛନ୍ତି । ସେଠାରେ ଛିଡା ହୋଇ ସବୁ ଲକ୍ଷ କରେ । ଆଉ ଯାହା ତାଙ୍କୁ ଦରକାର ସେତେବେଳେ ଖୁସୁବ୍ ତାଙ୍କ ମାଆ ଙ୍କୁ ସାହାଯ୍ୟ ମଧ୍ୟ କରେ । ଖୁସୁବ୍ କଥା କହିବା ପାଇଁ ସେ ସ୍ପିସ୍ ଥେରାପି ନେଉଛନ୍ତି । ଆଉ ସେଇଠି ପାଇଁ ବହୁତ ଗାଇଡ଼ ମଧ୍ୟ କରୁଛନ୍ତି ତାଙ୍କ ମାଆ । ଆଉ ଏହି ଥେରାପି ରେ ଆଡିମିସନ୍ ପରେ ପରେ ସେ ବହୁତ ଜଲ୍ଦି ତାର ରେଜଲ୍ଟ ବି ପାଇସାରିଲାଣି ।

ଖୁସୁବ୍ ବ୍ ପାଖ ରେ ବହୁତ ପ୍ରତିଭା ଅଛି ଯଦି ତାକୁ ସୁଯୋଗ ଦିଆଜିବ ସେ ରାଜ୍ୟ ସ୍ଥର ରେ କିଛି ଭଲ କାମ କରି ପାରିବେ କିନ୍ତୁ ତାହା ସହ ତାଙ୍କ ମାଆ ବି କହିଛନ୍ତି କି କେବଳ ତାଙ୍କ ଝିଅ ର ନୁହଁ ତାଙ୍କ ଭଳି ଅନ୍ୟ ମାନେ ବି ଅଛନ୍ତି ଯେଉଁ ମାନେ ଏମିତି କଷ୍ଟ ପାଉଛନ୍ତି ତାଙ୍କୁ ମଧ୍ୟ ସୁବିଧା ସୁଯୋଗ ଦିଆ ଯାଉ । ସେମାନେ ଯେମିତି ଆଗକୁ ଯିବେ ଆଉ ନାଁ ରଖିବେ । ସେମାନଙ୍କ ପାଇଁ ଯଦି ସ୍ବତନ୍ତ୍ର ଗମେଟ୍ କିଛି ସୁବିଧା କରି ପାରନ୍ତା । ତେବେ ସବୁ ମାଆ ମାନେ ସବୁ ପିଲା ମାନେ ବହୁତ ଖୁସି ହୁଅନ୍ତେ ।

ଏଭଳି ପିଲା ମାନେ ଯଦି ଆଗକୁ ଯାଇ ପାରିବେ ସମସ୍ତେ ଖୁସି ହେବେ ତେଣୁ ଖୁସୁବ୍ ଙ୍କ ମାଆ ଗମେଟ୍ ଆଗରେ ଅନୁରୋଧ। କରିଛନ୍ତି କି ଏହି ସୁବିଧା ସମସ୍ତ ଦିଅନ୍ତୁ ।

Leave a Reply

Your email address will not be published.