ଛୋଟ ପିଲାର ଉଚ୍ଚ ସଂସ୍କାର, ଯବାନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା, ଯବାନ ଦେଲେ ଆର୍ଶୀବାଦ – ଦେଖନ୍ତୁ ଭିଡିଓ

VIRAL

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ରହିଛି ଯାହାକି ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଳ ହୋଇଛି । ସୋସିଆଲ ମିଡ଼ିଆ ଆସିବା ପରେ ଅନେକ ଭିଡିଓ ଓ ଅନେକ ବ୍ୟକ୍ତି ବେଶ୍ ଭାଇରାଳ ହୋଇଛନ୍ତି । ହଁ ବନ୍ଧୁ ଏହି ସୋସିଆଲ ମିଡ଼ିଆ ଆଜି ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି ।


ତାହେଲେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ଲୋକ ପ୍ରିୟ ହେବା ର ମୂଳ କାରଣ ହେଲା ଯେ ସେ ଅନେକ ବ୍ୟକ୍ତି ଙ୍କୁ ଲୋକ ପରିଚିତ କରାଇ ସେମାନ ଙ୍କ ପ୍ରତିଭା କୁ ଲୋକ ଲୋଚନ କୁ ଆଣିଛି ଓ ଯେଉଁଥି ପାଇଁ ସୋସିଆଲ ମିଡ଼ିଆ କୁ ଲୋକ ମାନେ ବହୁତ୍ ପସନ୍ଦ କରୁଛନ୍ତି । ସୋସିଆଲ ମିଡ଼ିଆ ରେ ଖାଲି ବ୍ୟକ୍ତି ଲୋକ ପରିଚିତ ହେଉ ନାହାଁନ୍ତି ବରଂ


ଏହି ସୋସିଆଲ ମିଡ଼ିଆ ରେ କିଛି ବ୍ୟକ୍ତି ଭଲ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ହଁ ବନ୍ଧୁ ସୋସିଆଲ ମିଡ଼ିଆ ଆପ ଅନେକ ଗୁଡିଏ ରହିଛି ଓ ଏହି ସୋସିଆଲ ମିଡ଼ିଆ ଆପ ରେ ବିଭିନ୍ନ କାର୍ଯ୍ୟ କାର୍ଯ୍ୟ କରି ଅନେକ ବ୍ୟକ୍ତି ଭଲ ଟଙ୍କା ରୋଜଗାର କରୁଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳା ହେବା ରେ ଲାଗିଛି ଯାହାକୁ ଆପଣ ମାନେ ଦେଖିଲେ

ଆଶ୍ଚର୍ଯ୍ୟ ହୋଇଯିବେ , ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ କିଛି ଯବାନ ମାନେ ଠିଆ ହୋଇଥିବା ସମୟ ରେ ଏକ କୁନି ଝିଅ ଚାଲି ଚାଲି ଯବାନ ଙ୍କ ନିକଟ କୁ ଚାଲି ଯାଉଛନ୍ତି ଓ ସେଠାରେ ଯବାନ ଏହି କୁନି ଝିଅ କୁ ଦେଖି ତାର ମୁଣ୍ଡ ରେ ହାତ ଦେଉଛନ୍ତି

ଓ ପରବର୍ତ୍ତୀ ସମୟରେ ରେ ଏହି କୁନି ଝିଅ ଯବାନ ଙ୍କ ଗୋଡ଼ ଧରି ମୁଣ୍ଡିଆ ମାରୁଛି । ହଁ ବନ୍ଧୁ ଛୋଟ ପିଲା ହୋଇଥିଲେ ମଧ୍ୟ ତାର ଭିତରେ ସଂସ୍କାର ଅଛି ସେ ସମସ୍ତ ଙ୍କୁ ସମ୍ମାନ ଦେବା ଜାଣିଛି । ତାହେଲେ ସେ ବୋଧେ ନିଶ୍ଚିନ୍ତ ଭାବ ରେ ଜାଣିଥିବ ଯେ ସେ ଯେଉଁ ଯବାନ ମାନ ଙ୍କୁ ମୁଣ୍ଡିଆ ମାରୁଛି ସେହି ଜବାନ ଙ୍କ ପାଇଁ ଆମ ଭାରତ ଶତ୍ରୁ କବଳ ରୁ ସୁରକ୍ଷିତ ରହିଛି ।

ତାହେଲେ ବନ୍ଧୁଗଣ ଏହି କିଛି ସମୟ ର ଭିଡିଓ ସମସ୍ତ ଙ୍କ ମନ କିଣି ନେଇଛି , ଛୋଟ ପିଲା ର ଏହି ସଂସ୍କାର ପାଇଁ ସେ ବେଶ୍ ପ୍ରଶଂସା ପାଇବା ସହିତ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.