ଛିଃ ଛିଃ କି ଲା-ଜ୍ୟା, ପୁଅ ଚାଲିବା ଯିବା ପରେ ଶଶୁର ନିଜ ବୋହୂକୁ ବିବାହ କରିଲେ, ଶଶୁର ବୋହୂ ଙ୍କ ପ୍ରତିକ୍ରିୟା ଶୁଣନ୍ତୁ – ଦେଖନ୍ତୁ ଭିଡିଓ

VIRAL ଖବର

ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସମ୍ପର୍କ ବିଷୟ ରେ କହିବୁ ଯାହା ଆପଣ ମାନେ ଶୁଣିଲେ ବିସ୍ବାସ୍ କରିବେ ନାହିଁ । ଆପଣ ମାନେ ଜାଣିଥିବେ ବିବାହ କରିବା ଏକ ବଡ଼ ଦୟିତ୍ବ ହୋଇଥାଏ । ତାହା ସହ ଏହା ଯେ ବହୁତ ବଡ଼ ସମ୍ପର୍କ ହୋଇଥାଏ । କିନ୍ତୁ ଆଜିକାଲି ଦୁନିଆଁ ରେ ତାହା ଆଉ ଦେଖିବାକୁ ମିଳୁ ନାହିଁ ଆଉ ଏବେ ବିବାହ ଏକ ଖେଳ ଘର ହେଇ ଗଲାଣି ।

ତେବେ ବିବାହ ପରେ ଏକ ନାରୀ ଯେତେବେଳେ ନିଜ ବାପା ମା ଙ୍କୁ ଛାଡି ଶଶୁର ଘର କୁ ଆସିଥାଏ । ସେତେବେଳେ ସେ ନିଜ ଶାଶୁ ଶଶୁର ଙ୍କୁ ନିଜର ବାପା ମାଆ ର ସ୍ଥାନ ସେଇ ଥାଏ । ଆଉ ଶାଶୁ ଶଶୁର ମଧ୍ୟ ବୋହୁ କୁ ନିଜର ଝିଅ ସ୍ଥାନ ରେ ଜାଗା ଦେଇ ଥାଆନ୍ତି । କିନ୍ତୁ ଆଜି ଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛି ଯାହା କୁ ଆପଣ ମାନେ ବିଶ୍ୱାସ ତ କରି ପାରିବେନି ତେବେ ଆମେ ଆପଣ ମାନଂକୁ କହିବାକୁ ଯାଉଛୁ ଗୋଟିଏ ସମ୍ପର୍କ ବିଷୟ ରେ ଯେଉଁଥିରେ ଦୁହେଁ ବୋହୁ ଓ ଶଶୁର ସମ୍ପର୍କ କୁ କ-ଳ-ଙ୍କି-ତ କରି ଦେଇଛନ୍ତି ।

ତେବେ ଆସନ୍ତୁ ଜାଣିବା ଏ ସମ୍ପୁର୍ଣ୍ଣ ବିବରଣୀ ଟି ବିଷୟ ରେ । ତେବେ ଏକ ଭିଡିଓ ମାଧ୍ୟମ ରେ ଦେଖିବା ପାଇଁ ମିଳି ଥିଲା କି ଏକ ମନ୍ଦିର ରୁ ବୋହୁ ଓ ଶଶୁର ବିବାହ କରି ଫେରୁ ଥିଲେ । ତେବେ ସେହି ସମୟ ରେ କିଛି ଲୋକ ଆସି ମୋବାଇଲ ମାଧ୍ୟମ ରେ ଏହି ଦୃଶ୍ଯ କୁ ରେକର୍ଡ କରି ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଥିଲେ ।


ଆଉ ଏହାର ଉତ୍ତର ରେ ଶଶୁର ଜଣକ କହିଥିଲେ କି ତାଙ୍କ ପୁଅ ମରି ଗଲା ପରେ ତାଙ୍କ ର ଆଉ କେହି ନଥିଲେ ଆଉ ସେ ପୁରା ଏକା ହୋଇ ଯାଇଥିଲେ ତେଣୁ ଆଉ ତାଙ୍କ ବୋହୁ ର ମଧ୍ୟ କେହି ନଥିଲେ ତାଙ୍କ ସ୍ବାମି ମରିଗଲା ପରେ ସେ ମଧ୍ୟ ଏକୁଟିଆ ହୋଇ ଯାଇଥିଲେ ଏଣୁ ବୋହୁ ଆଉ ତାଙ୍କ ଶଶୁର ଦୁହେଁ ନିଷ୍ପତି ନେଇ ବିବାହ କରିଥିଲେ ।

ତେବେ ଏହା ଶୁଣି ଲୋକ ମାନେ ମଧ୍ୟ ପଚାରିଥିଲେ କି ଝିଅ ହିସାବ ର ବୋହୁ ଆଉ ନିଜ ପୁଅ ର ସ୍ତ୍ରୀ କୁ ବିବାହ କରୁଛ ଟିକେ ଲ-ଜ୍ୟା ଆସୁନି । ସେତେବେଳେ ଶଶୁର ଜଣକ କହିଥିଲେ କି ଘର କଥା ଘରେ ରହିବ ବୋଲି ବାହା ହେଉଛି । ତେବେ ବୋହୁ ଜଣଙ୍କୁ ମଧ୍ୟ ପଚରା ଯାଇଥିଲା କିନ୍ତୁ ସେ ମଧ୍ୟ କହିଥିଲେ କି ମୋ ଇଚ୍ଛା ରେ ମୁଁ ବାହା ହେଉଛି ମତେ ଏଠି ପାଇଁ କେହି ବାଧ୍ୟ କରି ନାହାନ୍ତି ।

ତେବେ ଏବେ ଯାହା ଜଣା ପଡିଛି ବୋହୁ ର ବୟସ 25 ବର୍ଷ ହେଇ ଥିବା ବେଳେ ଶଶୁର ଙ୍କ ର ବୟସ 45 ବୟସ ରହିଛି ଯାହା କି ଖୁବ ଲଜ୍ୟା ଜନକ ଅଟେ । ତେବେ ଶେଷ ରେ ଆମ ଘର ମାମଲା କଥା ଏହା ମଝିରେ ପସନି କହି ଶଶୁର ବୋହୁ କୁ ଧରି ସେଠାରୁ ଚାଲି ଯାଇଥିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.